Home

କପଟୀଙ୍କର କରାଯିବ ପର୍ଦ୍ଦାଫାଶ: ଗାନ୍ଧୀ ଜୟନ୍ତୀରେ କଂଗ୍ରେସର ସଂକଳ୍ପ…

ନୂଆଦିଲ୍ଲୀ,୨।୧୦ : ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ସର୍ବ ପୁରାତନ ତଥା ଦୀର୍ଘତମ ଶାସକ ଦଳ କଂଗ୍ରେସ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ କପଟତାର ପର୍ଦ୍ଦାଫାଶ କରିବାକୁ ସଂକଳ୍ପ ନେଇଛି। ମିଥ୍ୟାରେ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରି ସେମାନେ…

ଗଞ୍ଜାମ ଷ୍ଟେଶନରେ ଟ୍ରେନ୍‌ ରହଣି ଦାବିରେ ଧାରଣା

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେଶନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଧାରଣା ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସେହି…

ଟେବୁଲ ଟେନିସ ଡବଲ୍ସରେ ପ୍ରଥମଥର ଦେଶ ପାଇଁ ପଦକ ଆଣିଲେ ସୂତିର୍ଥା-ଅହିକା

ହାଙ୍ଗଝୋ,୨।୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସର ଆଜି ନବମ ଦିନ। ଭାରତୀୟ ଖେଳାଳିମାନେ ୩ଟି ପଦକ ଜିତିସାରିଛନ୍ତି। ଆଜି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ଏସୀୟ ଗେମ୍ସରେ ଟେବୁଲ ଟେନିସରେ ମହିଳା ଡବଲ୍ସରେ ଭାରତ ପ୍ରଥମ…

ବିହାର ସରକାର ଜାରି କଲେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ

ପାଟନା,୨।୧୦: ବିହାର ସରକାରଙ୍କ ଦ୍ୱାରା କରାଯାଇଥିବା ଜାତି ଭିତ୍ତିକ ଜନଗଣନା ରିପୋର୍ଟ ସୋମବାର ଅର୍ଥାତ୍‌ ଆଜି ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିବାବେଳେ ବିହାର ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂ କହିଛନ୍ତି ଯେ ବିହାରର…

ସାଇବର ଅପରାଧ ରୋକିବାକୁ ପ୍ରୟାସ

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସାମ୍ପ୍ରତିକ ସମୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଗଞ୍ଜାମ ପୋଲିସ ଜିଲାରେ ଗତବର୍ଷ ୬୫ଟି ସାଇବର ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ୯୭ଟି ସାଇବର ଅପରାଧ ମାମଲା…

ହାଇଓ୍ବା-ବାଇକ୍‌ ଧକ୍କା, ଚାଲିଗଲା ଦୁଇ ଜୀବନ

ହାଟଡିହୀ,୨ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନାଠାରୁ ମାତ୍ର ୫୦୦ମିଟର ଦୂରରେ ଏକ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନ ଯାଇଛି। ତେବେ ସେମାନଙ୍କ ପରିଚୟ ମିଳି ପାରିନାହିଁ। ପୋଲିସ ଦୁର୍ଘଟଣା ସ୍ଥଳିରୁ ଦୁଇ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ…

ଦୁଇ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଦେଲା ମଇଁଷି, ପେଟକାଟି ଡାକ୍ତର ଲଗାଇଲେ ୬୦ ଷ୍ଟିଚ

ମୁମ୍ମାଇ,୨।୧୦: ଆମେ ପ୍ରାୟତଃ ବେଳେ ବେଳେ କିଛି ଅଜବ ଘଟଣା ବିଷୟରେ ଶୁଣିଥାଉ, କିନ୍ତୁ ଏହି ଖବର ଏମିତି ଭିନ୍ନ ଯେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ, ମହାରାଷ୍ଟ୍ରର ୱାଶିମ ଜିଲାରେ ଏକ ମଇଁଷି ୨ ଲକ୍ଷ ଟଙ୍କା…

ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ…

ତରବରିଆ ଭାବେ ମୁମ୍ବାଇ ପହଞ୍ଚିଲେ ବିରାଟ

ମୁମ୍ବାଇ,୨।୧୦: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମଧ୍ୟ ଦାବି କରିଥିଲା କି…

ଅଦା ଶର୍ମା ‘ଦ ଭ୍ୟାକ୍ସିନ ଓ୍ବାର’ ବିଷୟରେ କିଛି କହିବାକୁ ମନା କଲେ…

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ ପ୍ରେକ୍ଷାଳୟରେ ଚାଲିଛି। ଅନୁପମ ଖେର, ନାନା ପାଟେକର ଏବଂ ପଲ୍ଲବୀ ଯୋଶୀଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହି ସମୟରେ ‘…

ଭାରତ ସରକାରଙ୍କ ପାଇଁ ବଡ ପ୍ରାଥମିକତା ରାଜସ୍ଥାନର ବିକାଶ: ମୋଦି

ଜୟପୁର,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଚିତ୍ତୋରଗଡରେ ୭୨୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ରାଜ୍ୟବାସୀଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ତୁର୍କୀ-କୁର୍ଦ୍ଦିସ୍ତାନ ବିବାଦ, ୪୫ ବର୍ଷ ଧରି ହୋଇନି ସମାଧାନ…

ଆଙ୍କରା,୨।୧୦ : ଏହାପୂର୍ବରୁ ସିରିଆ, ଇରାକ, ଇରାନ, ତୁର୍କୀ ଏବଂ ଆର୍ମେନିଆ ଭଳି ଦେଶ ଉସ୍ମାନିଆ ସାମ୍ରାଜ୍ୟର ଅଂଶ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଉସ୍ମାନିଆ ସାମ୍ରାଜ୍ୟ ପତନ ଘଟିବା ଦ୍ୱାରା ଏହି ଦେଶଗୁଡିକ ଅଲଗା ହୋଇଥିଲେ। ଏହି ଦେଶଗୁଡିକରେ କୁର୍ଦ୍ଦ ଲୋକମାନଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri