ଏକ ଭାଇରାଲ ଭିଡିଓ ଦ୍ୱାରା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଜିତିଥିଲା ଭାଜପା, ଏନଡିଏ ସାଂସଦଙ୍କୁ ଏପରି କହିଲେ ମୋଦି
ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପଶ୍ଚିମ ୟୁପି, ବ୍ରିଜ ଏବଂ କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ୪୫ ଏନଡିଏ ସାଂସଦଙ୍କ ସହ ବୈଠକ କରିଛନ୍ତି। ବୈଠକରେ ମୋଦି ସମସ୍ତ ସାଂସଦଙ୍କୁ ସିଧାସଳଖ ଭାବେ ଜନତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି। ତେବେ…
ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…
ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ ୧୯୪୫ରେ…
ମଣିପୁର ପରେ ଜଳୁଛି ହରିୟାଣା: ଦଙ୍ଗା ନେଇ ପୋଲିସ ପାଖରେ ପୂର୍ବରୁ ଥିଲା ସୂଚନା!
ଚଣ୍ଡୀଗଡ,୧।୮: କୁହାଯାଏ ସାମ୍ପ୍ରଦାୟିକ ହିଂସାରେ ମଣିଷ ନିଜେ ହିଁ ମାନବ ବୋମାରେ ପରିଣତ ହୋଇଥାଏ। ମଣିପୁରରେ ୩ମାସରୁ ଉଦ୍ଧ ଦିନ ଧରି ସାମ୍ପ୍ରଦାୟିକ ହିଂସା ଥମି ନ ଥିବା ବେଳେ ହରିୟାଣାରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ଧାର୍ମିକ…
ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…
ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ…
ପାକିସ୍ତାନ ସହ ସମ୍ପର୍କ ନୂଆ ଶିଖରକୁ ଯିବ: ଚାଇନା…
ବେଜିଂ,୧।୮ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଚାଇନା ତାର ସର୍ବକାଳୀନ ସହଯୋଗୀ ପାକିସ୍ତାନ ସହ ସମ୍ପର୍କକୁ ଏକ ନୂତନ ଶିକରକୁ ନେଇ ରଣନୀତିକ ସମ୍ପର୍କ ସ୍ଥାପନ କରିବ। ଆଞ୍ଚଳିକ ସଂଯୋଗ ପାଇଁ ଦକ୍ଷିଣ ଏସୀୟ ଦେଶରେ ସିପିଇସି ଭିତ୍ତିଭୂମି…
୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି: ଆରବିଆଇ…
ନୂଆଦିଲ୍ଲୀ,୧।୮ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି। ମଙ୍ଗଳବାର ଦିନ ଏହି ସୂଚନା…
ସଂସଦରେ କହିବାକୁ ସୁଯୋଗ ଦେଉ ନାହାନ୍ତି ସରକାର, ମୋଦି ମଣିପୁର ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଅମଙ୍ଗ: ଖାର୍ଗେ…
ନୂଆଦିଲ୍ଲୀ,୧।୮ : ମଣିପୁର ପ୍ରସଙ୍ଗ ନେଇ ସଂସଦର ମେସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦେବା ନେଇ ବିରୋଧୀ ଅଟଳ ଅଛନ୍ତି। ଉତ୍ତେଜନା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ ରଖାଯାଉଛି।…
ଏନସିବି କାଗଜରେ ଚଟା ଯାଉଥିବା ଡ୍ରଗ୍ସର କଲା ପର୍ଦ୍ଦାଫାଶ, ଡାର୍କ ଇଣ୍ଟରନେଟରେ ଚାଲୁଥିଲା କାରବାର …
ନୂଆଦିଲ୍ଲୀ,୧।୮ : ଡ୍ରଗ୍ସ ବେପାରୀଙ୍କ ସହ ଜଡିତ ଏକ ସମ୍ବେଦନଶୀଳ କାରବାର ଦିଲ୍ଲୀର ଆଞ୍ଚଳିକ ୟୁନିଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ‘ଏନସିବି’ ଦ୍ୱାରା ପର୍ଦ୍ଦାଫାଶ କରାଯାଇଛି। ଏହି ଡ୍ରଗ୍ସର ନାମ ଏଲଏସଡି (ଲାଇସେରଜିକ ଏସିଡ ଡାଇଥାଲାମାଇହ) । ଯାହା ଏକ ହାଲୁସିନୋଜେନିକ…
କେନ୍ଦ୍ର ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବା ନିଶ୍ଚିତ…
ନୂଆଦିଲ୍ଲୀ,୧।୮ : ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଜୁଲାଇ ୧ରୁ ସେମାନଙ୍କର ମହଙ୍ଗା ଭତ୍ତା ରେ ଚାରି ପ୍ରତିଶତ ବୃଦ୍ଧି ବର୍ତ୍ତମାନ ନିଶ୍ଚିତ ହୋଇଛି।…
ତାଲିବାନୀ ପ୍ରତିନିଧୀଙ୍କୁ ଭେଟିଲା ଆମେରିକା, ଆତଙ୍କବାଦ ଉପରେ ଆଲୋଚନା
ଦୋହା,୧।୮: ଆଫଗାନିସ୍ତାନରେ ତାଲିବାନୀଙ୍କ ଜବରଦଖଲ ପରେ ଆମେରିକା ନିଜର ସେନା ପ୍ରତ୍ୟାହାର କରିନେଇଛି ସତ କିନ୍ତୁ ତାଲିବାନ ସରକାରଙ୍କ ସହ ଆମେରିକା ନିରନ୍ତର ଯୋଗାଯୋଗ ସମ୍ପର୍କ ରଖିଛି। ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ଏକ ଦଳ ତାଲିବାନର କିଛି ପ୍ରତିନିଧୀଙ୍କୁ ଭେଟିଛନ୍ତି। ଜୁଲାଇ…
ଖଲିସ୍ତାନୀ ହରବିନ୍ଦର ସିଂଙ୍କ ସମେତ ୬ ପଳାତକ ଅପରାଧୀ ଘୋଷିତ…
ନୂଆଦିଲ୍ଲୀ,୧।୮ : ନୂଆଦିଲ୍ଲୀରେ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ବତନ୍ତ୍ର କୋଟ ୬ ଜଣ ଗ୍ୟାଙ୍ଗଷ୍ଟରକୁ ଅପରାଧୀ ବୋଲି ଘୋଷଣା କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ କାନାଡା ଏବଂ ପାକିସ୍ଥାନରୁ ଅପରାଧ କରିଥାନ୍ତି। ଅପରାଧୀ ଘୋଷିତ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ କାନାଡା ଭିତ୍ତିକ…
ସେନାରେ ବ୍ରିଗେଡିୟର-ଉପର ର଼୍ୟାଙ୍କ ଅଧିକାରୀମାନେ ପିନ୍ଧିବେ ସମାନ ୟୁନିଫର୍ମ…
ନୂଆଦିଲ୍ଲୀ,୧।୮ : ମଙ୍ଗଳବାରଠାରୁ ଭାରତୀୟ ସେନାରେ ଏକ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନ ଅନ୍ତର୍ଗତ ବର୍ତ୍ତମାନ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀର ସମସ୍ତ ଅଧିକାରୀ ସେମାନଙ୍କ କ୍ୟାଡର ଏବଂ ପ୍ରାରମ୍ଭିକ ପୋଷ୍ଟିଂ ନିର୍ବିଶେଷରେ ସମାନ ୟୁନିଫର୍ମ ପିନ୍ଧିବେ। ସାଧାରଣ…
Archives


