Posted inଫୁରସତ

କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…

ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍‌, କେକ୍‌, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍‌୍‌ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ ଫ୍ରାଞ୍ଚାଇଜ୍‌ ୟୁନିଟ୍‌ ରହିଛି। କମ୍ପାନୀରେ ପ୍ରାୟ ୧ ଲକ୍ଷ କର୍ମଚାରୀ କାମ କରୁଛନ୍ତି।

ବ୍ରିଟାନିଆର ମାଲିକ ହେଉଛନ୍ତି ନୁସଲୀ ଓ୍ବାଡିଆ। ଏହାର ମ୍ୟାର୍କେଟ କ୍ୟାପ୍‌ ୧.୦୯ ଲକ୍ଷ କୋଟି ଟଙ୍କା। ତେବେ ୧୮୯୨ରେ ବ୍ରିଟିଶ ବ୍ୟବସାୟୀଙ୍କ ଏକ ଗ୍ରୁପ୍‌ କୋଲକାତାର ଏକ ଛୋଟ ଘରୁ ମାତ୍ର ୨୯୫ ଟଙ୍କା ବ୍ୟୟରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ପରେ ଏହାକୁ ଗୁପ୍ତା ବ୍ରଦର୍ସ କିଣି ନେଇଥିଲା ଏବଂ ବିଏସ୍‌ ବ୍ରଦର୍ସ ନାମରେ ଚଳାଇଥିଲା। ୧୯୧୦ରେ କମ୍ପାନୀ ମେଶିନ ସାହାଯ୍ୟରେ ବିସ୍କୁଟ୍‌ କରିବା ଆରମ୍ଭ କରିଥିଲା। ୧୯୮୦ରେ ସିଏଚ୍‌ ହୋମ୍ସ କମ୍ପାନୀ ସହ ଯୋଡ଼ି ହୋଇ ବ୍ରିଟାନିଆ ବିସ୍କିଟ୍‌ କମ୍ପାନୀ ଲିମିଟେଡ୍‌(ବିବିସିଓ)କୁ ଲଞ୍ଚ କରିଥିଲେ। ୧୩୧ ବର୍ଷ ପରେ ସେହି କମ୍ପାନୀ ଭାରତର ସବୁଠାରୁ ବଡ଼ ଏଫ୍‌ଏମ୍‌ସିଜି କମ୍ପାନୀରେ ପରିଗଣିତ ହେଉଛି। ଏବେ ପ୍ରାୟ ପ୍ରତି ଘରେ କମ୍ପାନୀର ବିସ୍କୁଟ, ଟୋଷ୍ଟ, ବ୍ରେଡ ଅଥବା କେକ୍‌ରୁ ଆରମ୍ଭ କରି ଅନ୍ୟ କୌଣସି ସାମଗ୍ରୀ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?