ଗଞ୍ଜାମ ରାଜନୀତିରେ ଟାଇଗର ଆଉ ନାହାନ୍ତି
ବ୍ରହ୍ମପୁର/ଦିଗପହଣ୍ଡି, ୩ା୯(ନରସିଂହ ସାହୁ)/(ଅଶେଷନାଥ ମିଶ୍ର)ଗଞ୍ଜାମ ଜିଲାର ବିଶିଷ୍ଟ ରାଜନୀତିଜ୍ଞ ସୂର୍ଯ୍ୟନାରାୟଣ ପାତ୍ର ରାଜନୀତିରେ ଜଣେ ଦକ୍ଷ ଖେଳୁଆଡ଼ ହୋଇଥିବାରୁ ତାଙ୍କୁ ଗଞ୍ଜାମ ଟାଇଗର ନଂ-୨ କୁହାଯାଉଥିଲା। ରାଜନୈତିକ ଜୀବନରେ ସେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୧୯…
୨୨୨ ଛାତ୍ରୀଛାତ୍ରଙ୍କୁ ୫ ଶିକ୍ଷକ
ବଇଣ୍ଡା,୩।୯(ପରିକ୍ଷିତ ସାହୁ)ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅନେକ ପୁରୁଣା ବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରାଯାଉନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶ୍ରେଣୀ ଗୃହ ଅଭାବ…
ପଟ୍ଟାମୁଣ୍ଡାଇ, ରାଜନଗରରୁ ଶ୍ରମିକ ନେଲା ବାହାର ରାଜ୍ୟ ବସ୍
ପଟ୍ଟାମୁଣ୍ଡାଇ, ୩ା୯(କଳ୍ପତରୁ ନାୟକ)ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟମୁହଁା ହେବାରେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ୍ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ଡେରା ପକାଇଛନ୍ତି। ଚାଷ ପ୍ରତି ବିମୁଖ ବର୍ତ୍ତମାନର ଯୁବପିଢ଼ିଙ୍କୁ…
ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର
ଜଗତ୍ସିଂହପୁର, ୩ା୯(ପ୍ରମୋଦ କୁମାର ନାୟକ)ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ପାରୁନାହିଁ।…
ମନ୍ଦିରକୁ ବଜ୍ରପାତ ଭୟ
ନୟାଗଡ଼,୩।୯(ଲୋକନାଥ ମିଶ୍ର)ମନ୍ଦିରକୁ ବଜ୍ରପାତ ଭୟ। ନୟାଗଡ଼ ଜିଲାର ଦେବୋତ୍ତର ବିଭାଗ, ଏଣ୍ଡାଓମେଣ୍ଟ କମିଶନଙ୍କ ଅଧୀନରେ ଥିବା ମନ୍ଦିର, ବେସରକାରୀ ମନ୍ଦିର ପରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ…
ବଜ୍ରପାତରେ ନାବାଳକ ସମେତ ୮ ମୃତ, ୩ ଆହତ
ଡେଲାଙ୍ଗ,୩ା୯(ରଶ୍ମିରଞ୍ଜନ ପ୍ରଧାନ)/ ଲୋଇସିଂହା, (ସୁଶାନ୍ତ ବାରିକ)/ ବଡ଼ଗଁା,(ଅଶୋକ ଷଡ଼ଙ୍ଗୀ)/ ବାଉଁଶୁଣୀ,(ଦେବାଶିଷ ନେପାକ)/ ବାଲିକୁଦା,(ତାପସ ସ୍ବାଇଁ)/ ବାଣପୁର(ଶଙ୍କର ବସ୍ତି)/ ଗମ୍ଭାରୀମୁଣ୍ଡା,(ଦିଲୀପ ସ୍ବାଇଁ)/ ଜଟଣୀ,(ରବୀନ୍ଦ୍ର ନାଥ ମହାକୁଡ଼)ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶନିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଞ୍ଚ…
ଆଡ୍ମିଶନ ନାଁରେ ୫ହଜାର ପିଲାଙ୍କୁ ଠକେଇ
ଭୁବନେଶ୍ୱର,୩।୯(ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟ ତଥା ବାହାରେ ଥିବା ବଡ଼ ବଡ଼ କଲେଜ ଓ ଶିକ୍ଷାନୁଷ୍ଠାନରେ ଆଡ୍ମିଶନ କରାଇ ଦେବାକୁ କହି ଠକେଇ କରୁଥିବା ଏକ ବଡ଼ ର଼୍ୟାକେଟ ଧରାପଡିଛି। କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ସମ୍ପୃକ୍ତ ୨ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଗିରଫ…
ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶୁଭମୁକ୍ତି
ଭୁବନେଶ୍ୱର,୩।୯(ଶର୍ମିଷ୍ଠା ପାଣିଗ୍ରାହୀ)ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶନିବାର ଶୁଭମୁକ୍ତି ହୋଇଛି। ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ଶ୍ରୀଜଗନ୍ନାଥ ମୁଭିଜ ଓ ମୁକ୍ତି ଏକ୍ସପ୍ରେସ୍ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ର ଜଣେ…
ଶ୍ରୀମନ୍ଦିର ପରିସର, ଶିକ୍ଷାନୁଷ୍ଠାନ ନିକଟ ହେବ ତମାଖୁମୁକ୍ତ
ପୁରୀ, ୩ା୯(ଅଜିତ ମହାନ୍ତି):ପୁରୀ ଜିଲା ପ୍ରଶାସନ ତଥା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ତମାଖୁ ନିୟନ୍ତ୍ରଣ ସମ୍ପର୍କିତ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ପତିଙ୍କ ନେତୃତ୍ୱରେ ଜିଲାରେ ତମାଖୁ ନିୟନ୍ତ୍ରଣ ନେଇ ଚଢ଼ାଉ…
ଡଙ୍ଗାରେ ବିସ୍ଫୋରଣ: କୁକୁର ଖଣ୍ଡ ବିଖଣ୍ଡିତ
ପୁରୀ, ୩ା୯(ଅଜିତ ମହାନ୍ତି):ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା କନକଦୁର୍ଗା ସାହିରେ ଶନିବାର ମାଛଧରା ଡଙ୍ଗା କାରଖାନା ନିକଟସ୍ଥ ଏକ ଡଙ୍ଗାରେ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ବେଳେ ଏକ ବୁଲା କୁକୁରର…
ବର୍ଷାରେ ଓଦାହୋଇ ଧାରଣାରେ ବସିଲେ ଛାତ୍ର
କଟକ,୩ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ୭ଜଣ ଛାତ୍ର ନିଲମ୍ବନ ଘଟଣାକୁ ନେଇ ଛାତ୍ରଙ୍କ ଧାରଣା ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ହେଲେ କୁଳପତି କିମ୍ବା କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। ଶନିବାର ପ୍ରବଳ ବର୍ଷାରେ ଓଦା ହୋଇ…
ମେୟର ମୋତେ ମାରିବାକୁ ଷଡ଼ଯନ୍ତ୍ର କରୁଛନ୍ତି: କାମେଶ୍ୱର
କଟକ,୩ା୯(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ମହାନଗର ନିଗମ(ସିଏମ୍ସି) ମେୟର ସୁବାସ ସିଂ ମୋତେ ମାରିବାକୁ ଷଡଯନ୍ତ୍ର କରୁଛନ୍ତି। ଗତ ସ୍ବାୟତ୍ତ ଶାସନ ଦିବସରେ ମୋତେ ଦୁର୍ବ୍ୟବହାର କରିବା ସହ କହିଲେ ଯା ତୁ ଗାଡ଼ି ଧକ୍କା ହୋଇ ମରିବୁ। ମୁଁ ମରିଗଲେ ମେୟର କ’ଣ…
Archives


