Home

କୋଲେଷ୍ଟରଲ୍‌ ବଢ଼ୁଥିଲେ

ପରିମାଣରେ ତଟକା ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ନା କେବଳ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣରେ ରଖିବ ବରଂ ଶରୀରକୁ ଆବଶ୍ୟକମାତ୍ରାରେ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ରଖିବାରେ ସାହାଯ୍ୟ…

ମୋନାକୋ: ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ

ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଏହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗଁାଠାରୁ ବି କମ୍‌। ଜାଣନ୍ତୁ ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… -ସବୁଠୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ୍‌ ସିଟି। ଏହାପରେ ଦ୍ୱିତୀୟରେ ରହିଛି ମୋନାକୋ,…

ଏକ ଦେଶ ଏକ ନିର୍ବାଚନ କମିଟି ସଦସ୍ୟ ହେବାକୁ ଅଧିର ରଞ୍ଜନ କଲେ ମନା…

କୋଲକାତା,୩।୯ : ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗ ନେଇ ଦେଶରେ ରାଜନୀତି ତୀବ୍ର ହେବାରେ ଲାଗିଛି। କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଅନୁସନ୍ଧାନ କମିଟି ଗଠନ କରିଛନ୍ତି। କମିଟିର ସଭାପତି, ପୂର୍ବତନ ରାଷ୍ଟ୍ରପତି ରାମନାଥ…

ଏବେଠୁ

ଭଲ ହୋଟେଲରେ ଖାଇବା, ବ୍ରାଣ୍ଡେଡ୍‌ ପୋଷାକ ପିନ୍ଧିବା, ଦାମୀ ଫୋନ୍‌ ଓ ଗାଡ଼ି ବ୍ୟବହାର କରିବା ଏବଂ ବିଳାସପୂର୍ଣ୍ଣ ଘରେ ରହିବା ସ୍ବପ୍ନ; ଯାହାକୁ ପୂରଣ କରିବା ନିଶାରେ ଅନେକେ ନିଜର ସମସ୍ତ ଆୟକୁ ବ୍ୟୟ କରିଦିଅନ୍ତି। ତେବେ ବର୍ତ୍ତମାନକୁ ସୁଖ…

ପଞ୍ଜୁରି ଭିତରେ ମାଛ ଚାଷ

ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ)ପଞ୍ଜୁରି ଭିତରେ ମାଛ ଚାଷ। କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ମତ୍ସ୍ୟ ବିଭାଗ ସହାୟତାରେ କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଆରମ୍ଭ ହୋଇଛି କେଜ୍‌ କଲଚର୍‌ ଫାର୍ମିଂ। ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଏହି…

କେଉଁ ଉପହାର ଦେବା ଶୁଭ…

ବାହାଘର ହେଉ କି ଜନ୍ମଦିନ ପାର୍ଟିରେ ସାଧାରଣତଃ ଉପହାର ଦେବା ନେବାର ଚଳଣି ଦେଖିବାକୁ ମିଳିଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉପହାର ସ୍ବରୂପ କାହାକୁ ଦେଲେ ଉଭୟ ଦେଉଥିବା ଓ ଗ୍ରହଣ କରୁଥିବା…

ଯାନିଯାତ୍ରାରେ ଚାଲିଛି ବେଧଡ଼କ ଜୁଆଖେଳ

ଅମରପାଲି,୩ା୯(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଏକ ସଂସ୍କୃତି ସଂପନ୍ନ ଅଞ୍ଚଳ। ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ଏହାସହିତ ବର୍ଷର ବିଭିନ୍ନ ସମୟରେ ଯାନିଯାତ୍ରା ଆୟୋଜନ କରାଯାଇଥାଏ। ଉକ୍ତ ଯାନିଯାତ୍ରାରେ…

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ

ରାଉରକେଲା,୩।୯(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ରାଉରକେଲା ସହରର ୭ ହସ୍ପିଟାଲକୁ ଛାଡିଦେଲେ ଅନ୍ୟ କୌଣସି ସଂସ୍ଥା ଏବଂ ପ୍ରତିଷ୍ଠାନର ପରିତ୍ୟକ୍ତ ଜଳ ବିଶୁଦ୍ଧୀକରଣ ହେଉନାହିଁ। ଏହି ମଇଳା ପାଣି ସିଧାସଳଖ…

କୋରାପୁଟିଆ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ

କୋରାପୁଟ,୩ା୯(ଅମିତାଭ ବେହେରା)କୋରାପୁଟ ଜିଲା ପାଇଁ ଆସିଛି ଖୁସି ଖବର। କୋରାପୁଟରେ ଉତ୍ପାଦିତ ହେଉଥିବା କୋରାପୁଟିଆ ବିରଳ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ। କୋରାପୁଟର କଫି, ଝାଡୁ, ସାବୁନ, ହଳଦୀ ପରେ ବିରଳ ଧାନ କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମାନ୍ୟତା…

‘କପଡ଼ାଗନ୍ଦା’ ଶାଲ୍‌, ‘ଇଡିତାଲ’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ୍‌

ବିଷମକଟକ,୩।୯(ବିଭୂତି ଭୂଷଣ ନାୟକ)ରାୟଗଡ଼ା ଜିଲା ବିଷମକଟକ ବ୍ଲକସ୍ଥିତ ନିୟମଗିରି ପାହାଡ଼ ଉପରେ ରହୁଥିବା ଜନଜାତି ଡଙ୍ଗରିଆ କନ୍ଧଙ୍କ ‘କପଡ଼ାଗନ୍ଦା’ ଶାଲ ଓ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବ। ଖୁବ୍‌ଶୀଘ୍ର ଭୌଗୋଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍‌ ପାଇବ…

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା କରୁଛି ରୁଷିଆ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ସରମାଟ’ କଲା ମୁତୟନ…

ମସ୍କୋ,୩।୯ : ପରମାଣୁ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସରମାଟ ମୁତୟନ କରିଛି। ପାଶ୍ଚାତ୍ୟ ବିଶ୍ଳେଷକମାନେ ସରମାଟକୁ ଶୟତାନ-୨ ବୋଲି ନାମିତ କରିଛନ୍ତି। ଏହା ପୂର୍ବରୁ ଏହାର ମୁତୟନ ୨୦୨୨ରେ କରାଯାଇଥାନ୍ତା। ରୁଷିଆର ସ୍ପେସ ଏଜେନ୍ସି ମୁଖ୍ୟ ୟୁରୀ…

ନାହିଁ ଶୀତଳଭଣ୍ଡାର, କ୍ଷତି ସହୁଛନ୍ତି ସୀତାଫଳ ଚାଷୀ

ରାୟଗଡ଼ା,୩।୯ (ଆଶିଷ ରଞ୍ଜନ ପଣ୍ଡା)ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳର ବେଶ୍‌ ଚାହିଦା ରହିଛି। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉପତ୍ାଦନ ଅଧିକ ହୋଇଥାଏ ା ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ ଉଚିତ ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri