Home

କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପ୍ରସ୍ତୁତ ଋଷିଆ, ଜାତିସଂଘରେ ଦାବିକଲା ଆମେରିକା

ଜାତିସଂଘ,୨।୮: କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ଚାହୁଁଛି ଋଷିଆ। ମିଳିତ ଜାତିସଂଘରେ ଆମେରିକାର ଦୂତ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଜାତିସଂଘରେ କହିଛନ୍ତି, ଋଷ ଫେରିବା ନେଇ ଆମେ କୌଣସି ସ୍ପଷ୍ଟ ସୂଚନା ପାଇନାହୁଁ। କିନ୍ତୁ…

ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଉପରେ ରାଗିଗଲେ ପାଣ୍ଡ୍ୟା

ତ୍ରିନିଦାଦ,୨।୮: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୨-୧ ରେ ଜିତିଛି। ଅନ୍ୟପକ୍ଷରେ ଶେଷ…

ଏନଡିଏ ଅବା ଇଣ୍ଡିଆ କାହା ସହିତ ନାହିଁ ବିଆରଏସ: କେସିଆର…

ହାଇଦ୍ରାବାଦ,୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ଗତ ଦୁଇଟି ଲୋକସଭା ନିର୍ବାଚନରେ ଦୃଢ଼ ପ୍ରଦର୍ଶନ କରିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ପ୍ରତ୍ୟେକ ରଣନୀତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାସ୍ତ କରିବାରେ ବିଫଳ ହୋଇଛି। କିନ୍ତୁ ବର୍ତ୍ତମାନ ଦେଶର…

ବିଶ୍ୱ ରେକର୍ଡ ଆହୁରି ମଜଭୁତ କଲା ଭାରତ

ତ୍ରିନିଦାଦ,୨।୮: ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଟିମ ଇଣ୍ଡିଆ ୨୦୦ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜକୁ ୨-୧ରେ କବ୍ଜା କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳର କ୍ରମାଗତ ୧୩ତମ ଦ୍ୱିପାକ୍ଷିକ ଦିନିକିଆ…

୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…

ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରାଯାଇଛି। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ…

ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍‌ ଗ୍ରୁପ୍‌

ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍‌ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ ଏବଂ ଗ୍ରୋଡନୋରେ ଅଛନ୍ତି। ସୂଚନାଯୋଗ୍ୟ, ପୋଲାଣ୍ଡ ରାଷ୍ଟ୍ରପତି ଦାବି କରିଥିଲେ କି ଓ୍ବାଗନର୍‌ ଗ୍ରୁପର…

ୟାଜିଦିଙ୍କ ନରସଂହାର କରିଥିଲା ଇସଲାମିକ ଷ୍ଟେଟ, ୯ ବର୍ଷ ପରେ ସ୍ବୀକାର କଲା ବ୍ରିଟେନ…

ଲଣ୍ଡନ,୨।୮ : ୨୦୧୪ ମସିହାରେ, ଇରାକରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀମାନେ ୟାଜିଦି ସମ୍ପ୍ରଦାୟର ଲୋକଙ୍କ ନରସଂହାର କରିଥିଲେ। ବ୍ରିଟେନ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏହାକୁ ଔପଚାରିକ ଭାବରେ ସ୍ବୀକାର କରିଛି। ୨୦୨୧ ମସିହାରେ ଜର୍ମାନ ଅଦାଲତ ଜଣେ ପୂର୍ବତନ ଆଇଏସ…

ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି ଚଳାଇଥିଲେ।…

ଜୁରିଆନ ବେ ସମୁଦ୍ର କୂଳରୁ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ପିଏସଏଲଭି ଆବର୍ଜନା: ଅଷ୍ଟ୍ରେଲିଆ…

ମେଲବୋର୍ନ,୨।୮ : ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି କହିଛି ଏକ ଗମ୍ବୁଜ ଆକୃତିର ବସ୍ତୁ ଯାହା ଗତ ମାସରେ ଅଷ୍ଟ୍ରେଲିଆର ଏକ ବେଳାଭୂମିରେ ମିଳିଥିଲା ତାହା ଏକ ଭାରତୀୟ ରକେଟର ଆବର୍ଜନା ହୋଇପାରେ। ଜୁଲାଇ ୧୫ ରେ, ପର୍ଥ ସହରଠାରୁ ପ୍ରାୟ ୨୫୦…

ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ

ଓ୍ବାଶିଂଟନ୍‌,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ ଏକ ସପ୍ତାହ ଗସ୍ତରେ ଭାରତ ଆସୁଛନ୍ତି। ଏନେଇ ଆମେରିକା ସ୍ବରାଷ୍ଟ୍ର ବିଭାଗ ସୂଚନା ଦେଇଛି।…

ପ୍ରତି ସିଗାରେଟରେ ସ୍ବାସ୍ଥ୍ୟ ଚେତାବନୀ: କାନାଡ଼ା ସରକାରଙ୍କ ନିଷ୍ପତ୍ତି…

ଅଟଓ୍ବା,୨।୮ : ସିଗାରେଟ ପ୍ୟାକେଟରେ ସ୍ବାସ୍ଥ୍ୟ ଚେତାବନୀ ରହିଥାଏ। କିନ୍ତୁ ବର୍ତ୍ତମାନ କାନାଡାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟ ଚେତାବନୀ ଛାପାଯିବ। କାନାଡାରେ ବିକ୍ରି ହୋଇଥିବା ପ୍ରତ୍ୟେକ ସିଗାରେଟରେ ‘ଧୂମପାନ କଲେ ନପୁଂଷକତା ଏବଂ କର୍କଟ ରୋଗ ହେବ’ ବୋଲି ଲେଖା…

ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ ପୂର୍ବରୁ ଧୂମପାନ କରୁଥିବାର ଧରାପଡିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଲଣ୍ଡନର ଜୁଲିଆନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri