ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୪
ଫୈଜାବାଦ,୪।୯: ସୋମବାର ସକାଳେ ଆଫଗାନିସ୍ତାନରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମପାଯାଇଛି। ଭୂକମ୍ପ ସୋମବାର ସକାଳ ୭ଟା ୮ରେ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଅନୁସାରେ, ଭୂକମ୍ପର…
ହେଲିକପ୍ଟର ବ୍ୟବହାର ନେଇ ବିଜେଡି-ଭାଜପା ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର,୪।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ଭାଜପା ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ ପ୍ରବଳ ବର୍ଷିଛନ୍ତି। ଆସନ୍ତା…
ବିପଦସଙ୍କୁଳ ଅବସ୍ଥାରେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ
ନିଶ୍ଚିନ୍ତକୋଇଲି,୪।୯(ଅଶୋକ କୁମାର ମହାପାତ୍ର୍ର): କଟକ ଉପଜିଲାପାଳଙ୍କ ଅଧୀନରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ ଦୀର୍ଘଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଗୃହକୁ ମରାମତି କରାଯିବା ନିମନ୍ତେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ କର୍ମଚାରୀମାନେ…
୫-ଟି ରୂପାନ୍ତରଣ ବିଦ୍ୟାଳୟରେ ଶିକ୍ଷକ ଅଭାବ
ମାଣିଆବନ୍ଧ,୪।୯(ଅଖିଳ କୁମାର ସାହୁ): ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଅନେକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। କଟକ ଜିଲା…
ଆଉ ଶୁଣିବାକୁ ମିଳିବନି ଚନ୍ଦ୍ରୟାନ-୩କୁ ବିଦାୟ ଦେଇଥିବା ସ୍ବର, ଶୋକ ପ୍ରକାଶ କଲା ଇସ୍ରୋ
ନୂଆଦିଲ୍ଲୀ,୪।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ସେପ୍ଟେମ୍ବର ୨ ଶନିବାର ସାରେ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ସେ ଦେଶର ପ୍ରଥମ ସ୍ବଦେଶୀ ରାଡାର ଇମେଜିଙ୍ଗ ଉପଗ୍ରହ RISAT ର ପ୍ରକଳ୍ପ…
ପ୍ରାଥମିକ ଶିକ୍ଷକରୁ ଜିଲାପାଳ ଯାତ୍ରା
ଭୁବନେଶ୍ୱର, ୪।୯ (ବନ୍ଦନା ସେଠୀ): ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି ବର୍ତ୍ତମାନର ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ। ପ୍ରାଥମିକ ଶିକ୍ଷକରୁ ଚାକିରି ଜୀବନ ଆରମ୍ଭ କରିଥିବା କୁଲାଙ୍ଗେ ପରେ ଆଇଏଏସ୍ ପାଇ…
ପଟ୍ଟା ନା ଏଲ୍ଆର୍ସି: ଦ୍ୱନ୍ଦ୍ୱରେ ବସ୍ତିବାସିନ୍ଦା
ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ): ଜାଗା ମିଶନ ସର୍ଭେର ପିଛା ଛାଡୁନି ବିବାଦ। କେତେବେଳେ ସର୍ଭେରେ ହୋଇଥିବା ବ୍ୟାପକ ଜାଲିଆତି ତ ଆଉ କେତେବେଳେ ବସ୍ତିବାସିନ୍ଦା ସର୍ଭେରୁ ବାଦ୍ ପଡିଥିବା ଘଟଣାକୁ ନେଇ ଅଭିଯୋଗ ତାଲିକା ଲମ୍ବିଥିଲା। ଏହାକୁ ନେଇ ବସ୍ତିବାସିନ୍ଦା ଓ…
ଜେଏଫ-୧୭ ଫାଇଟର ଜେଟରେ ତ୍ରୁଟିକୁ ନେଇ ପାକିସ୍ତାନ ଉପରେ ରାଗିଲା ମ୍ୟାନମାର
ନେପିଡା,୪।୯: ପାକିସ୍ତାନ ଏବଂ ମ୍ୟାନମାର ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ୨୦୧୯ରେ ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ପାକିସ୍ତାନ ମ୍ୟାନମାରକୁ ଜେଏଫ-୧୭ ଥଣ୍ଡର ନାମକ ଏକ ଯୁଦ୍ଧ ବିମାନ ଦେବାକୁ ରାଜି ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ୨୦୧୯ ରୁ ୨୦୨୧…
ଦେଢ଼ ବର୍ଷରେ ସବୁ ଜାଗା ଆଖଡ଼ା ପୁନରୁଦ୍ଧାର
ପୁରୀ,୪ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ସହ ଓତପ୍ରୋତ ଭାବେ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ାଗୁଡ଼ିକ ଜଡ଼ିତ ରହିଛି। ତେବେ ଆର୍ଥତ୍କ ସମସ୍ୟା ପାଇଁ ଏହି ଜାଗା ଆଖଡ଼ାଗୁଡ଼ିକ ଏବେ ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଶ୍ରୀକ୍ଷେତ୍ରବାସୀଙ୍କ ବହୁ…
ଦୁର୍ବଳ ମୌସୁମୀ ଚାଷୀଙ୍କ ଚିନ୍ତା ବଢ଼ାଉଛି
ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମୌସୁମୀ ଆଗମନରେ ବିଳମ୍ବ, ସ୍ବଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡ଼ି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ। ଶୁଖିଲା ବିଲକୁ ଦେଖି ଚାଷୀକୁଳ…
ବିକାଶଠୁ ପଛରେ ପଡ଼ିଛି ପର୍ଯ୍ୟଟନକ୍ଷେତ୍ର
ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡ଼ିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଇବାରେ ଲାଗିଛନ୍ତି। ବିଶେଷକରି ବରୁଣେଇ ରୋପ୍ ଓ୍ବେ, ଖୋର୍ଦ୍ଧାଗଡ଼, ଉଷ୍ଣପ୍ରସ୍ରବଣ, ହଟ୍ଟକେଶ୍ୱର ପୀଠ ଏବଂ ଗୁରୁଜଙ୍ଗ ଶ୍ରୀଧବଳେଶ୍ୱର ପୀଠ…
ଗ୍ୟାସ ଷ୍ଟେଶନ ବିସ୍ଫୋରଣରେ ଥରି ଉଠିଲା ୟମନର ରାଜଧାନୀ
ସନା,୪।୯: ୟମନର ରାଜଧାନୀ ସନାରେ ରବିବାର ରାତିରେ ଏକ ଗ୍ୟାସ ଷ୍ଟେଶନରେ ବିସ୍ଫୋରଣ ହୋଇଛି, ଫଳରେ ସାରା ସହର ଦୋହଲି ଯାଇଛି। ଅଧିକାରୀ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ହୌତି ନିୟନ୍ତ୍ରିତ ୟେମେନର ରାଜଧାନୀ ସାନାର ଏକ ଗ୍ୟାସ ଷ୍ଟେଶନରେ ଏକ…
Archives


