ଶୁଣିଲାନି ପ୍ରଶାସନ, କେନାଲ ସଫାକଲେ ଗ୍ରାମବାସୀ
ଖଜୁରିପଡ଼ା,୪ା୯(ବିଦୁର ବେହେରା): ଦୀର୍ଘ ଦିନରୁ ଶାଖା କେନାଲ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଜମି ଫସଲ ସୁରକ୍ଷା ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ି କେନାଲ ସଫା କଲେ। ଖଜୁରିପଡ଼ା ବ୍ଲକ ବଲସକୁମ୍ପା…
ଆଜିଠାରୁ ନୌସେନାର ତିନି ଦିବସୀୟ ସମ୍ମଳନୀ
ନୂଆଦିଲ୍ଲୀ,୪।୯: ଭାରତ ମହାସାଗରରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ମଧ୍ୟରେ, ନୌସେନାର ଶୀର୍ଷ କମାଣ୍ଡୋମାନେ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ସମ୍ମିଳନୀରେ ଭାରତର ସାମୁଦ୍ରିକ ସୁରକ୍ଷା ଆହ୍ବାନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବେ ଏବଂ ସମୀକ୍ଷା…
ପିଇବା ପାଣି ପାଇଁ ଡହଳବିକଳ ଏସ୍.ଉରୁଡା ଗ୍ରାମବାସୀ
ପାରଳାଖେମୁଣ୍ଡି,୪ା୯ (ଗିରିଧାରୀ ପରିଛା): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା, ପ୍ରକଳ୍ପ ମାନ କରୁଛନ୍ତି। ଏଥିପାଇଁ ରାଜକୋଷରୁ ବହୁ କୋଟି ଟଙ୍କା…
ଏନ୍ଏମ୍ଡିସିର ରେକର୍ଡ ପରିମାଣର ଉତ୍ପାଦନ
ଭୁବନେଶ୍ୱର,୪।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି) ଚଳିତ ବର୍ଷ ଅଗଷ୍ଟରେ ଉଲ୍ଲେଖନୀୟ ସଫଳତା ସହ ରେକର୍ଡ ପରିମାଣର ଉତ୍ପାଦନ ଏବଂ ବିତରଣ କରିଥିବା କର୍ପୋରେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩ ଅଗଷ୍ଟରେ କର୍ପୋରେଶନ ୩.୪୧ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ…
ଟିମ୍ କନେକ୍ଟ ବାର୍ ସଲ୍ୟୁଶନର ଶୁଭାରମ୍ଭ
ଭୁବନେଶ୍ୱର,୪।୯: ସେନ୍ହାଇସର ପକ୍ଷରୁ ଛୋଟ ଓ ମଧ୍ୟମ ଆକାରର ମିଟଂ ରୁମ୍ ଓ କୋଲାବରେଶନ ସ୍ପେଶ୍ଗୁଡିକ ପାଇଁ ସବୁଠାରୁ ଫ୍ଲେକ୍ସିବୁଲ ଅଲ୍-ଇନ୍-ୱାନ୍ ଡିଭାଇସ୍ ସହିତ ୟୁନିଫାଏଡ୍ କମ୍ୟୁନିକେଶନ୍ସ ଏ/ଭି ବାର୍କୁ ବଜାର ପ୍ରବେଶ କରାଇଛି। ଏପରିକି ସେନ୍ହାଇସର୍ ଟିମ୍ କନେକ୍ଟ ପରିବାରର…
ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ
ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ ରୁଷିଆରୁ ତୈଳ ଆମଦାନୀ କମାଇଥିବା ଜଣାପଡିଛି। ଏପରିକି ଶସ୍ତା ଦରରେ ରୁଷିଆରୁ ଭାରତ ତୈଳ…
ଚାଷୀ, ଚାଷକୁ ଭୁଲିଗଲେ ସରକାର
ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ଥିବା ବଲାଙ୍ଗୀ ବନ୍ଧ ବଲାଙ୍ଗୀ ପାର୍କରେ ରୂପାନ୍ତରିତ ହେବା ପରେ ଚାଷୀ, ଚାଷ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁଃଖ ଆଣିଛି । ଆମୋଦ ପ୍ରମୋଦ ନଁାରେ ସରକାର ଚାଷୀ ଓ ଚାଷ…
ମୋଟରରେ ପାଣି ମଡ଼ାଇ ଚାଲିଛି ଧାନଚାଷ
ପଟ୍ଟାମୁଣ୍ଡାଇ,୪ା୯ (କଳ୍ପତରୁ ନାୟକ): ସରିଲା ଦୁଇମାସିଆ ଶ୍ରାବଣ, କିନ୍ତୁ ମୌସୁମୀ କି ଲଘୁଚାପଜନିତ ବର୍ଷାର ଦେଖାନାହିଁ। ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁ ନ ଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସବୁଠି ସ୍ଥିତି ବେହାଲ। ଚାଷୀ…
ପଲିଥିନ ବ୍ୟାନ୍ ପ୍ରହସନ ପାଲଟିଛି
ଜଗତ୍ସିଂହପୁର,୪ା୯ (ପ୍ରମୋଦ କୁମାର ନାୟକ): ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।…
ଉଦ୍ଧାର ପରେ ପୁଣି ଶିଶୁ ଶ୍ରମିକ
ଯାଜପୁର,୪ା୯(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଶିଶୁ ଶ୍ରମିକ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଉଦ୍ଧାର ପରେ ସେମାନେ ପୁଣି ଶିଶୁ ଶ୍ରମିକ ସାଜୁଛନ୍ତି ା ଶିଶୁମାନଙ୍କୁ ବେଆଇନ ଭାବେ ନିୟୋଜିତ କରୁଥିବା ମାଲିକମାନଙ୍କଠାରୁ କେତେଜଣ ଦୁର୍ନୀତିଗ୍ରସ୍ତ…
ନଦୀରେ ମାଇକ୍ ଯୋଗେ କରାଯାଉଛି ସଚେତନ
ରାଜନଗର,୪ା୯ (ଭାସ୍କର ରାଉତରାୟ): କୁମ୍ଭୀର ଆକ୍ରମଣରେ ୭୫ ଦିନରେ ୫ ଜଣଙ୍କ ଜୀବନ ଗଲାଣି। କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁ ସବୁ ମହଲରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। କୁମ୍ଭୀର ପ୍ରଜନନ କେନ୍ଦ୍ର ଅଞ୍ଚଳରେ ଗୋଟିଏ ବି…
ଜଳସମ୍ପଦ-ଏନ୍ଆଇଓଟି ଏମ୍ଓୟୁକୁ ବର୍ଷେ: କାର୍ଯ୍ୟକାରୀ ହୋଇନାହିଁ
କେନ୍ଦ୍ରାପଡ଼ା,୪ା୯(ଜଗନ୍ନାଥ ଧଳ): ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୌଗିକ ସଂସ୍ଥାନ (ଏନ୍ଆଇଓଟି) ମଧ୍ୟରେ ୨୦୨୨ ଅଗଷ୍ଟ ୧୦ରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଟୁକୁନି…
Archives


