ମାତ୍ର ୧ ଟଙ୍କାରେ ଆଇଏଏସ କୋଚିଂ ଦେଉଛନ୍ତି ଏହି ଶିକ୍ଷକ…

ଲକ୍ଷ୍ନୌ,୩୦।୧୦ : ଆଜିର ସମୟରେ, ପ୍ରତ୍ୟେକ ଯୁବବର୍ଗ ଆଇଏଏସ ଏବଂ ପିସିଏସ ହେବାର ସ୍ବପ୍ନ ଦେଖୁଛନ୍ତି । ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ଦେଶର ଯୁବସ୍ବର୍ଗମାନେ ଅନେକ ପରିସ୍ଥିତି ଦେଇ ଗତି କରନ୍ତି, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ଅନେକ ଥର ସେମାନେ ନିଜ ସ୍ବପ୍ନକୁ ଅଧାରେ ଛାଡିଥାନ୍ତି। ଏଭଳି ପରିସ୍ଥିତି ଦେଖି ୟୁପିର ଜଣେ ବ୍ୟକ୍ତି ଆଇଏଏସ ଏବଂ ପିସିଏସ ହେବାକୁ ସ୍ବପ୍ନ ଦେଖୁଥିବା ଯୁବବର୍ଗଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକମାନେ ୟୁପିଏସସି ପ୍ରସ୍ତୁତି ପାଇଁ କୋଚିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ଅସମର୍ଥ ହୋଇ ନିଜ ପିଲାମାନଙ୍କୁ ଶିକ୍ଷା ଦେବାରେ ସକ୍ଷମ ନୁହଁନ୍ତି । ୟୁପିର ବାଲିଆ ଜିଲା ନିବାସୀ ଶିକ୍ଷକ ଅନୁପ ଉପାଧ୍ୟାୟ ତାଙ୍କ ଜିଲାର ପିଲାମାନଙ୍କୁ ମାଗଣାରେ ଜି.କେ/ଜିଏସ କୋଚିଂ ପ୍ରଦାନ କରୁଛନ୍ତି। ଏଥିପାଇଁ ସେ ଗୁରୁଦକ୍ଷିଣା ମାତ୍ର ଏକ ଟଙ୍କା ନେଉଛନ୍ତି।

ଅନୁପଙ୍କ ଦ୍ୱାରା ନିଆଯାଇଥିବା ଏହି ପ୍ରଶଂସନୀୟ ପଦକ୍ଷେପ ସବୁ ସ୍ଥାନରେ ଆଲୋଚନା ହେଉଛି। ଅନୁପ ଗତ ୮ ବର୍ଷ ଧରି ଲକ୍ଷ୍ନୌ, ଦିଲ୍ଲୀ ଏବଂ ପାଟନା ଭଳି ଅନେକ ସହରରେ ଆଇଏଏସ ଏବଂ ପିସିଏସ ପାଇଁ ପ୍ରସ୍ତୁତି କୋଚିଂ ଯୋଗାଇ ଆସୁଛନ୍ତି। ଦୀର୍ଘ ସମୟ ପରେ, ଯେତେବେଳେ ସେ ଅନଲାଇନ କ୍ଲାସରେ ସଫଳତା ପାଇବା ଆରମ୍ଭ କଲେ, ସେ ପୁନର୍ବାର ନିଜ ଘର ଜିଲା ବାଲିଆକୁ ଆସିଲେ ଏବଂ ଅନଲାଇନ କ୍ଲାସ ପରେ ସେ ନିଜ ଜିଲାର ପିଲାମାନଙ୍କ ପାଇଁ ମାଗଣାରେ ଜି.କେ/ଜିଏସ ପ୍ରସ୍ତୁତି କୋଚିଂ ଦେବା ଆରମ୍ଭ କଲେ।

ସେ କୁହନ୍ତି ମୁଁ ମଧ୍ୟ ଦାରିଦ୍ର୍ୟ ସହ ସଂଘର୍ଷ କରିଛି, ମୁଁ ଜାଣେ ଦାରିଦ୍ର୍ୟ କ’ଣ। ତେଣୁ ମୁଁ ମୋ ଜିଲାର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ଗ୍ରହଣ କରିଛି ଯାହା ଦ୍ୱାରା ଏହି ପିଲାମାନେ ଭବିଷ୍ୟତରେ ବଡ ପଦବୀରେ ପହଞ୍ଚି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ମୋ ଦ୍ୱାରା ଶିକ୍ଷିତ ଶହ ଶହ ପିଲା ସେମାନଙ୍କ ଲକ୍ଷ୍ୟରେ ସଫଳ ହୋଇଛନ୍ତି ଏବଂ ବର୍ତ୍ତମାନ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri