ଆଜି ଭାରତ ବନାମ ନେପାଳ: ମହମ୍ମଦ ଶାମି ବୁମ୍ରାଙ୍କ ସ୍ଥାନରେ ଫେରିବା ନେଇ ଚର୍ଚ୍ଚା…
କାଣ୍ଡି,୪।୯ : ସୋମବାର ଏସିଆ କପରେ ଭାରତ ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗ୍ରୁପ-ଏରେ ଉଭୟ ଦଳର ଏହା ଦ୍ୱିତୀୟ ମ୍ୟାଚ ହେବ। ଭାରତ ଏବଂ ନେପାଳ ମଧ୍ୟରେ ଏହି ମ୍ୟାଚ କାଣ୍ଡିର ପଲେକଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।…
‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’
ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସୋସିଆଲ ମିଡିଆ ଜରିଆରେ ଟାର୍ଗେଟ୍ କରିଛନ୍ତି।…
କର୍ନାଟକରେ ୨୦୨୪ ନିର୍ବାଚନ ପରେ କ୍ଷମତାଚ୍ୟୁତ ହେବ କଂଗ୍ରେସ ସରକାର: ଭାଜପା…
ବେଙ୍ଗାଲୁରୁ,୪।୯ : କର୍ନାଟକ ଭାଜପାର ଜଣେ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ନେତା କହିଛନ୍ତି ୨୦୨୪ ନିର୍ବାଚନ ପରେ କର୍ନାଟକର କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେବେ। ଏକ ଦଳ ଭାବରେ କଂଗ୍ରେସର ରାଜ୍ୟରେ…
‘ଅପରେଶନ ଲୋଟସ୍’ର ଧମକ ଦେଲେ ଭାଜପା ନେତା
ବେଙ୍ଗାଲୁରୁ,୪।୯: ବରିଷ୍ଠ କର୍ନାଟକ ଭାଜପା ନେତା କେ.ଏସ ଇଶ୍ୱରପ୍ପା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପରେ କର୍ନାଟକ ସରକାର ରହିବ ନାହିଁ। ଦଳ ଭାବରେ କଂଗ୍ରେସର ଭବିଷ୍ୟତ ନା…
ଭାରତର ସୌର ଅଭିଯାନ
ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ଅବତରଣ କରାଇ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶର ଯାନ ଅବତରଣ କରି ନ ଥିଲା। ଏହାର ରୋଭର ଚନ୍ଦ୍ର ମୃତ୍ତିକାରେ ଗନ୍ଧକ, ଆଲୁମିନିୟମ, କ୍ୟାଲସିୟମ, ଟାଇଟାନିୟମ,…
ଏମ୍କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ
ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ…
ଭାଇରାଲ ହେଉଛି ବିରାଟ କୋହଲିଙ୍କ ରିଆକ୍ସନ୍
ପାଲେକେଲ୍,୪।୯: ବର୍ଷା ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଲେ। ଏଥି ସହିତ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ସମସ୍ତ…
ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ…
ନୂଆଦିଲ୍ଲୀ,୪।୯ : ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିମାନ ବନ୍ଦରରୁ ସଭା ସ୍ଥଳ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ବିମାନବନ୍ଦରରେ ରିସେପ୍ସନ ପାଇଁ ଏକ ରିହର୍ସାଲ ମଧ୍ୟ କରାଯାଇଛି।…
ପରିବା ବିକ୍ରି ଆଢୁଆଳରେ ଜୁଆଖେଳ
ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ ପରିବା ବିକ୍ରି ଆଢୁଆଳରେ ଜୁଆ ଖେଳ ସାଙ୍ଗକୁ ନିଶାକାରବାର ଚାଲୁଛି। ଏଭଳି ବେଆଇନ…
ଆଜି ଭାରତ-ନେପାଳ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ପାଲେକେଲ୍,୪।୯: ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚ ଭାରତ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ବାତିଲ…
ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଘରେ ଘରେ ପାଣି ଯୋଗାଣ ପାଇଁ ଟ୍ୟାପ୍ ଲାଗିଥିଲେ ମଧ୍ୟ ପାଣି ଆସୁନାହିଁ।…
କଇଁଛଙ୍କ ସୁରକ୍ଷା ନେଇ ବଢ଼ିଲାଣି ଚିନ୍ତା
ଢେଙ୍କାନାଳ,୪ା୯(ରତନ ନାୟାର): ନଦୀରୁ କଇଁଛ ଶିକାର କରିବା ଆଇନଗତ ଅପରାଧ। ଏଥିପାଇଁ ଜେଲ୍ ସହ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଢେଙ୍କାନାଳ ଜିଲାରେ କଇଁଛଙ୍କ ଚୋରାଚାଲାଣ ବଢ଼ିବାରେ ଲାଗିଛି। ବିଶେଷକରି ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱର କେତେକ ଢାବାରେ କଇଁଛ ମାଂସ…
Archives


