ବସ୍ରେ ଚଢ଼ିବା ପାଇଁ ଜାଗା ନ ମିଳିବାରୁ ଝରକା ଦେଇ ପଶିଲେ ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ
କୌଣସି ପୂଜାପାର୍ବଣ ଥିଲେ ଗାଡ଼ିମୋଟରରେ ଯାତ୍ରା କରିବା ଅସୁବିଧା ହୋଇଥାଏ। କାରଣ ଏହି ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଭିଡ଼ ସତ୍ତ୍ୱେ ଲୋକେ ଗାଡ଼ିରେ କିଏ ଆଗ ଚଢ଼ିବ ଯେମିତି ସେନେଇ ପ୍ରତିଯୋଗିତା କରିଥାନ୍ତି। କିଛି ଲୋକ ଏହି ଭିଡ଼ରୁ…
ଓଡ଼ିଶାକୁ ବାତ୍ୟା ବିପଦ ନାହିଁ
ଭୁବନେଶ୍ୱର,୧୭ା୧୧(ଅନିଲ ଦାସ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୫୦କି.ମି., ପାରାଦୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୨୮୦କି.ମି. ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୨୦କି.ମି. ଦୂର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ…
ସିରିଜ୍ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ
ଛତ୍ରପୁର,୧୭ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ…
ଜୀବନସାଥୀ ବାଛିବା ପୂର୍ବରୁ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍…
ଆଜିକାଲି ସମୟରେ ଭଲ ଜୀବନସାଥୀଟିଏ ମିଳିବା ବହୁତ କଷ୍ଟସାଧ୍ୟ। କାରଣ ଏହାର ପ୍ରଭାବ ଆପଣଙ୍କ ପୂରା ଜୀବନ ଉପରେ ପଡ଼ିଥାଏ। ବିଶେଷକରି ଆରେଞ୍ଜ ମ୍ୟାରେଜ ବା ପ୍ରସ୍ତାବିତ ବିବାହ କରୁଥିଲେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ସେ…
ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ
ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ ୨୦୧୮ରେ…
ସ୍ପଷ୍ଟ କଲେ ଜ୍ୟୋତିରାଦିତ୍ୟ, ମୁଁ ମୁଖ୍ୟମନ୍ତ୍ରୀ ପଦର ରେସ୍ରେ ନାହିଁ
ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଚାଲିଛି। ଏହି ସମୟରେ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଭୋଟ ଦେବା ପାଇଁ ଗ୍ବାଲିଅରରେ ପହଞ୍ଚିଥିଲେ। ଏହି ସମୟରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ…
ଖମନଖୋଲରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ
ବାଲିଗୁଡ଼ା,୧୭ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଗୁରୁବାରଠାରୁ ଆଠଟିକିଆ ହାତୀପଲ ପଶି ଆସିଛନ୍ତି। ପଡ଼ୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସେପଟେ ହାତୀପଲକୁ…
ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ
ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା,…
ବସ୍ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍, ଚାଲିଗଲା ୩ ଜୀବନ
ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୩ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ…
ବିଶ୍ୱକପ ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି, ଷ୍ଟାଡିୟମରେ ମୋଦିଙ୍କ ସହ ନଜର ଆସିପାରନ୍ତି ଧୋନି, ମ୍ୟାଚ ପୂର୍ବରୁ ଏୟାର ଶୋ’
ଅହମଦାବାଦ,୧୭।୧୧: ଚଳିତ ବର୍ଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ପ୍ରବେଶ କରିବ। ଏହି ମ୍ୟାଚକୁ ଭବ୍ୟ କରିବାକୁ ପ୍ରସ୍ତୁତି ଜୋରସୋରରେ…
୧୨୦ ଘଣ୍ଟା ହେବ ସୁଡ଼ଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ: ଭିତରୁ ଉଦ୍ଧାର ପାଇଁ କରୁଛନ୍ତି ନିବେଦନ
ଡେରାଡୁନ୍,୧୭ା୧୧:ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଥିଲେ ହେଁ ଫଳପ୍ରଦ ହୋଇନାହିଁ। ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି।…
ହମାସ୍ ନେତାଙ୍କ ଘର ଉଡ଼ାଇଦେଲା ଇସ୍ରାଏଲ
ଇସ୍ରାଏଲୀ ସୈନ୍ୟମାନେ ହମାସ୍ ନେତା ଇସ୍ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି। ହାନିୟେ ହେଉଛନ୍ତି ହମାସ୍ର ପଲିଟିକାଲ ବ୍ୟୁରୋ ମୁଖ୍ୟ, ଯାହାଙ୍କୁ ସଙ୍ଗଠନର ସବୁଠୁ ଉଚ୍ଚ…

