Posted inଜାତୀୟ

୧୨୦ ଘଣ୍ଟା ହେବ ସୁଡ଼ଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ: ଭିତରୁ ଉଦ୍ଧାର ପାଇଁ କରୁଛନ୍ତି ନିବେଦନ

ଡେରାଡୁନ୍‌,୧୭ା୧୧:ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଥିଲେ ହେଁ ଫଳପ୍ରଦ ହୋଇନାହିଁ। ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ପାଇଁ ଆମେରିକାର ସ୍ବତନ୍ତ୍ର ମେଶିନ୍‌ ପହଞ୍ଚତ୍ଛି। ଏହା ୭୦ ମିଟର ଗଭୀର ପର୍ଯ୍ୟନ୍ତ ପଥରକୁ କାଟିପାରିବ ବୋଲି ଆଶା କରାଯାଉଛି। ଏହା ଘଣ୍ଟାକୁ ୫ ମିଟର ଗଭୀର ପର୍ଯ୍ୟନ୍ତ ଖୋଳିବାକୁ ଥିବାରୁ ପ୍ରାୟ ୧୨ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କ ପାଖରେ ପହଞ୍ଚିହେବ ବୋଲି ଉଦ୍ଧାରକାରୀ ଟିମ୍‌ କହିଛନ୍ତି। ଗର୍ତ୍ତ ହେବା ପରେ ତାହା ମଧ୍ୟକୁ ୮୦ ମିଲିମିଟର ଓସାରର ପାଇପ୍‌ ଭର୍ତ୍ତି କରାଯିବ। ଶ୍ରମିକମାନଙ୍କୁ ଉକ୍ତ ପାଇପ୍‌ ଦେଇ ବାହାରକୁ ଆଣିବା ଯୋଜନା ରହିଛି। ଭୂସ୍ଖଳନ ହେବାରୁ ଉଦ୍ଧାରକାରୀ ଟିମ୍‌ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ହେଉହେଉ ବଡ଼ ଘୋଷଣା କରିଦେଲେ ଥାଲାପତି ବିଜୟ, କହିଲେ ମୁଁ ରାଜ୍ୟ ପାଇଁ…

ଚେନ୍ନାଇ,୧୦ା୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ। ସେ ମୁଖ୍ୟମନ୍ତ୍ରୀ ହେଉହେଉ ଏକ ବଡ଼ ଘୋଷଣା କରିଛନ୍ତି।…

ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ…

ଭାଜପା ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ହିମନ୍ତ ବିଶ୍ୱ ଶର୍ମା ହେବେ….

ଗୁଆହାଟି,୧୦।୫: ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜେପି ନଡ୍ଡା ହିମନ୍ତ ବିଶ୍ୱଙ୍କ…

ଅଭିନେତାରୁ ହୋଇଥିଲେ ରାଜନେତା, ହେଲେ ଏବେ ଆଉ ଅଭିନୟ କରିବେନି ବିଜୟ!

ଚେନ୍ନାଇ,୧୦।୫: ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ। ମୁଖ୍ୟମନ୍ତ୍ରୀ ହେବା ପରେ ‘ଜନ ନାୟାଗନ’ ବିଜୟଙ୍କ ଶେଷ ଚଳଚ୍ଚିତ୍ର…

ବିଜୟଙ୍କ ପ୍ରଥମ ଦରମା ଥିଲା ମାତ୍ର ଏତିକି ଟଙ୍କା, ଏବେ ଦିନକୁ ରୋଜଗାର କରୁଛନ୍ତି…

ଚେନ୍ନାଇ,୧୦।୫: ଆଜିକାଲି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ଥାଲାପତି ବିଜୟଙ୍କ ଲୋକପ୍ରିୟତା ସବୁଠି ପ୍ରତିଧ୍ୱନିତ ହେଉଛି। ସେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ…

Vijay Oath Ceremony: ଆଖିରେ ଆନନ୍ଦର ଅଶ୍ରୁ, ଚେହେରାରେ ଖୁସି, ଶପଥ ଗ୍ରହଣରେ ଭାବୁକ ହେଲେ ପିତା…

ଚେନ୍ନାଇ,୧୦।୫: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହେବେ। ତାଙ୍କର ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତାଙ୍କ…

ବିଜୟଙ୍କ ପାଇଁ ଲକି ତ୍ରିଶା! ଶପଥ ଗ୍ରହଣରେ ସହ-ଅଭିନେତା ତ୍ରିଶା କୃଷ୍ଣନ ହେଲେ ସ୍ବତନ୍ତ୍ର ଅତିଥି, ପତ୍ନୀ-ପିଲାମାନେ ରହିଲେ ଅନୁପସ୍ଥିତ

ଚେନ୍ନାଇ,୧୦।୫: ଦକ୍ଷିଣ ସୁପରଷ୍ଟାର ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅଭିନେତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ପୂର୍ବରୁ, ତାଙ୍କ ସାଥୀ ତ୍ରିଶା କୃଷ୍ଣନ…

ଦ୍ୱିତୀୟ ପୁଅର ନାମ ପ୍ରକାଶ କଲେ ସୋନମ କପୁର, ଜାଣନ୍ତୁ ଏହାର ଅର୍ଥ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ମଦରହୁଡ ଏନଜୟ କରୁଛନ୍ତି। ସେ ବର୍ତ୍ତମାନ ଦୁଇଟି ପୁଅର ମାଆ। ତାଙ୍କ ବଡ଼ ପୁଅର ନାମ ବାୟୁ। ଅଭିନେତ୍ରୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri