Home

ଜଣେ ନାଗରିକ ନିଜ ଦେଶକୁ ଭଲ ପାଇବା ଆବଶ୍ୟକ ନୁହେଁ କି ?: ହାଇକୋର୍ଟ…

ଚେନ୍ନାଇ,୧୬।୯ : ସନାତନ ଧର୍ମ ସହ ଜଡିତ ଏକ ମାମଲା ସମ୍ପର୍କରେ, ମାଡ୍ରାସ କୋର୍ଟ କହିଛନ୍ତି ସନାତନ ଧର୍ମ ଅନନ୍ତ ଶାସ୍ତ୍ରତ୍ୱ କର୍ତ୍ତବ୍ୟର ଏକ ସାମୁହିକ ଧାରା। ଏହା ଏକ ନିର୍ଦ୍ଦିଷ୍ଟ ସାହିତ୍ୟରେ ଖୋଜା ହୋଇପାରିବ ନାହିଁ। ଏହା ଜାତି ପାଇଁ…

ପଶ୍ଚିମବଙ୍ଗ ରାଜନୀତି: କମ୍ୟୁନିଷ୍ଟ ଅବା ଆମ ମଧ୍ୟରୁ କାହା ହାତ ଧରିବ କୁହ? କଂଗ୍ରେସକୁ ଟିଏମସିର ପ୍ରଶ୍ନ…

କୋଲକାତା,୧୬।୯ : ପଶ୍ଚିମବଙ୍ଗ ରାଜନୀତିରେ କଂଗ୍ରେସ କାହା ସହିତ ରହିବ ସେ ନେଇ ଟିଏମସି ଏକ ବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ନେଇଛି। ସିପିଆଇ (ଏମ) ବାମପନ୍ଥୀ ଅବା ଆମକୁ କାହାକୁ କଂଗ୍ରେସ ଚୟନ କରିବ ସେନେଇ ଟିଏମସି ପ୍ରଶ୍ନ କରିଛି। ଦଳୀୟ…

ଜାହ୍ନବୀ ମୃତ୍ୟୁ ମାମଲା: ଅଭିଯୁକ୍ତ ପୋଲିସକୁ ସୁରକ୍ଷା ଦେଉଛି ଆମେରିକା ପୋଲିସ

ଓ୍ବାଶିଂଟନ୍‌,୧୬।୯: ଚଳିତ ବର୍ଷ ଜାନୁଆରୀରେ ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୋଲିସ ଗାଡିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସିଏଟେଲ ପୋଲିସ ଅଧିକାରୀ ଗିଲ୍ଡ ନିଜ ବିଭାଗର ଅଧିକାରୀ କେଭିନ ଡେଭଙ୍କୁ ସୁରକ୍ଷା ଦେଇ ଗଣମାଧ୍ୟମରେ ସଫେଇ…

ମୁଣ୍ଡରେ ଫୁଟ୍‌ବଲ ରଖି ଟାଓ୍ବାର ଉପରେ ଚଢ଼ି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ପସନ୍ଦ କରନ୍ତି। ନାଇଜେରିଆର ଜଣେ ବ୍ୟକ୍ତି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତି ତାଙ୍କ ମୁଣ୍ଡରେ ବଲ୍‌ ରଖି ଏକ ରେଡିଓ ଟାଓ୍ବାର ଉପରକୁ ଚଢ଼ି…

ନୀତୀଶଙ୍କ ଭାଜପାକୁ ଯିବା ବାଟ ବନ୍ଦ: ବର୍ଷିଲେ ଶାହା…

ପାଟନା,୧୬।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଥିଲା। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ…

୮୬ ବର୍ଷର ଯାତ୍ରା ଶେଷ: ମୁମ୍ବାଇରେ ବନ୍ଦ ହେଲା ଡବଲ ଡେକର ବସ ସେବା…

ମୁମ୍ବାଇ,୧୬।୯ : ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍‌ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି । ଏହି ବସ…

ଏହି ୭ ବଲିଉଡ କଳାକାରଙ୍କ ମୃତ୍ୟୁ ବେଶ ଭୟଙ୍କର, ପାଣି ଟୋପାଏ ବି ଦେବାକୁ କେହି ନ ଥିଲେ

ବମ୍ବେ: ଆଜି ବି ରହସ୍ୟ ଘେରରେ ରହିଛି ଅନେକ ବଲିଉଡ କଳାକାରଙ୍କ ମୃତ୍ୟୁ। ହଠାତ ତାଙ୍କର ବିଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଶେଷ ମୂହୁର୍ତ୍ତରେ ସେମାନେ ମଧ୍ୟ ପ୍ରିୟଜନଙ୍କ ସହ ବାର୍ତ୍ତାଳାପ ତ ଦୂରର କଥା ପାଣି ଟୋପାଏ ପାଇ…

ସିଭିଲ ମେଡିକାଲରେ ୩ମାସରେ ଗଲାଣି ୧୭୯ଶିଶୁଙ୍କ ଜୀବନ

ମୁମ୍ବାଇ,୧୬।୯: ମହାରାଷ୍ଟ୍ରର ଏକ ମେଡିକାଲରେ ୧୭୯ଶିଶୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ନନ୍ଦୁରବର ଜିଲରେ ଗତ ତିନିମାସ ମଧ୍ୟରେ ଏକ ସିଭିଲ ମେଡିକାଲରେ ୧୭୯ ଶିଶୁ ପ୍ରାଣ ହରାଇଛନ୍ତି। ନନ୍ଦୁରବର ସିଏମଓ ଏମ ସାୱାନ କୁମାର କହିଛନ୍ତି, ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ନନ୍ଦୁରବର…

୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…

ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ସେଲିବ୍ରିଟିଙ୍କ ଉପରେ ଇଡି ନଜର ରହିଛି। ଇଡି…

୭୦୦୦ କୋଟି ଋଣ କରି ଆତ୍ମହତ୍ୟା କରିଥିଲେ ସ୍ବାମୀ, ହାର୍‌ ମାନି ନ ଥିଲେ ସ୍ତ୍ରୀ; ସମୟ ସହ ଲଢ଼ି…

ବାପା ଏସ୍‌ ଏମ୍‌ କୃଷ୍ଣା କର୍ନାଟକ ମୁଖ୍ୟମନ୍ତ୍ରୀ, ସ୍ବାମୀ ସିସିଡିର ମାଲିକ, ତଥାପି ଭାଗ୍ୟ ଖରାପ ଯୋଗୁ ଜୀବନରେ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିଲେ ମାଳବିକା ହେଗ୍‌ଡେ। ମାଳବିକାଙ୍କ ସ୍ବାମୀ ସିଦ୍ଧାର୍ଥ ହେଗ୍‌ଡେ କାଫେ କଫି ଡେ ଜରିଆରେ ୮୦୦୦କୋଟିର କମ୍ପାନୀ…

ଔରଙ୍ଗାବାଦ-ଓସମାନାବାଦ ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କଲେ ଶିନ୍ଦେ…

ମୁମ୍ବାଇ,୧୬।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଯଥାକ୍ରମେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମକୁ ଛତ୍ରପତି ସମ୍ଭାଜୀନଗର ଏବଂ ଧରାଶିବରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଶୁକ୍ରବାର ରାତିରେ ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ…

ଜାହ୍ନବୀଙ୍କୁ ମରଣୋତ୍ତର ମାଷ୍ଟର ଡିଗ୍ରୀରେ ସମ୍ମାନୀତ କରିବ ୟୁନିଭର୍ସିଟି

ଓ୍ବାଶିଂଟନ,୧୬।୯: ଆମେରିକାରେ ଭାରତୀୟ ମୂଳବାସିନ୍ଦା ଜାହ୍ନବୀ କାଣ୍ଡୁଲାଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି ଘୋଷଣା କରିଛନ୍ତି ଯେ ଭାରତୀୟ ଛାତ୍ରୀ ଜାହ୍ନଭୀ କାଣ୍ଡୁଲାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri