ଗାଜାର ଅଲ ଶିଫା ହସ୍ପିଟାଲ ନିକଟରୁ ମିଳିଲା ଇସ୍ରାଏଲ ମହିଳା ସେନାଙ୍କ ମୃତଦେହ, ହମାସ କରିଥିଲା ଅପହରଣ
ତେଲ ଆଭିବ,୧୭।୧୧: ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି…
ପୁଣି କରଜ କରିବ ପାକିସ୍ତାନ
ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ…
ଏୟାର ଇଣ୍ଡିଆର ୩୭ ବର୍ଷର ପାଇଲଟଙ୍କର ହାର୍ଟ ଆଟାକରେ ମୃତ୍ୟୁ
ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ। ପାଇଲଟଙ୍କ ମୃତ୍ୟୁ ପରେ ବିମାନ ଚଳାଚଳ ନିୟାମକ ସଂସ୍ଥା ଆଗକୁ ଆସିଛି ଏବଂ ଏହି ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ତେବେ…
ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା
ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି। ଏହି…
ନିର୍ବାଚନରେ ଜିତିବା ଲାଗି ଫକିରଙ୍କଠାରୁ ଚପଲରେ ମାଡ ଖାଇଲେ କଂଗ୍ରେସ ପ୍ରାର୍ଥୀ,ଭିଡିଓ ଭାଇରାଲ
ରତଲାମ,୧୭।୧୧: ନିର୍ବାଚନରେ ଜିତିବା ଏବଂ ଲୋକଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାର୍ଥୀମାନେ ବାବା ଏବଂ ଫକିରଙ୍କ ସାହାଯ୍ୟ ମଧ୍ୟ ନେଇଥାନ୍ତି। ମଧ୍ୟପ୍ରଦେଶର ରତଲାମରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପରାସ ସାକଲେଚା ଫକିର ବାବାଙ୍କଠାରୁ ଆଶୀର୍ବାଦ ନେବାକୁ ଯାଇଥିଲେ। ବାବା ତାଙ୍କୁ…
୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର,ମାଗଣା ବିଜୁଳି,ବିବାହରେ ମିଳିବ ସୁନା ଆଉ ଟଙ୍କା
ହାଇଦ୍ରାବାଦ,୧୭।୧୧: ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ତା’ର ଘୋଷଣାପତ୍ର ପ୍ରକାଶ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଏହି ମନିଫେଷ୍ଟୋ ଜାରି କରାଯାଇଥିଲା। କଂଗ୍ରେସ ଏହାର ମନିଫେଷ୍ଟରେ ଏଲପିଜି ସିଲିଣ୍ଡର ୫୦୦ଟଙ୍କା,…
ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର, ଭିଡିଓ ଦେଖିଲେ କରିବେ ପ୍ରଶଂସା
ଏବେ ବିବାହ ଋତୁ ଆରମ୍ଭ ହୋଇଗଲାଣି। ରାସ୍ତାରେ ଯାଉଥିବା ବର ଏବଂ ବରଯାତ୍ରୀ ଦଳଙ୍କ ଉପରେ ନିଶ୍ଚିତ ଆପଣଙ୍କ ନଜର ପଡୁଥିବ। ବର ସହ ଲମ୍ବା ଧାଡ଼ି ଲାଗି ବରଯାତ୍ରୀ ଆସିବା ସାଧାରଣ କଥା। ଅନେକ ବର କାର୍, ଘୋଡ଼ାଗାଡ଼ି, ଟ୍ରକ୍,…
କ୍ୟାନ୍ସର ଯୋଗୁ ଆଉ ହେବନି ମୃତ୍ୟୁ! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା
କାଲିଫର୍ନିଆ, ୧୭।୧୧: କ୍ୟାନ୍ସର ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ ସୁଇଚ’ ପାଇଛନ୍ତି। ଏହା କ୍ୟାନ୍ସର କୋଷକୁ ମାରିବାରେ ସଫଳ ହେବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ କମ୍ପେରେସିଭ କ୍ୟାନ୍ସର ସେଣ୍ଟରର…
ସମ୍ପର୍କୀୟଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କଲେ ପରିବାର ଲୋକେ
ଜେରୁଜେଲମ୍,୧୭ା୧୧: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରିବାର ନାଁ ନେଉନି। ବରଂ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଇସ୍ରାଏଲ ଏବଂ ୧୧ ହଜାରରୁ…
ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ
ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆବାସିକ କୋଠାକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ଅତି କମରେ ୧୮…
କୋହଲିଙ୍କୁ ନେଇ ଏମିତି କହିଦେଲେ କଙ୍ଗନା ରାଣାଓ୍ବତ
ନୂଆଦିଲ୍ଲୀ,୧୭।୧୧: ନିକଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଫାଇନାଲରେ ପ୍ରବେଶ କରିଛି। ଏହା ବ୍ୟତୀତ ବିରାଟ…
ଫିଲିପାଇନ୍ସରରେ ଭୂକମ୍ପ ଝଟକା
ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର (୬.୨ମାଇଲ) ଗଭୀରରେ ଥିଲା।…

