ଜେଲରେ କୌଣସି କାମ କରୁ ନ ଥିଲେ ଅମରମଣି-ମଧୁମଣି
ଗୋରଖପୁର,୨୭।୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ୧୮ ବର୍ଷ ୭ ମାସ ଅପରିହାର୍ଯ୍ୟ ସଜା ସମୟରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ୧୭ ବର୍ଷ ୯ମାସ ସଜା କାଟିଥିବା ତାଙ୍କ ପତ୍ନୀ ମଧୁମଣି ଜେଲରେ କୌଣସି କାମ କରୁ ନ…
ମୋବାଇଲ ମାନିଆ: କିଶୋର, ଛୋଟ ପିଲାଙ୍କ ମଧ୍ୟରେ ବଢୁଛି ଅନିଦ୍ରା ସମସ୍ୟା…
ସିଆଟେଲ,୨୭।୮ : କମ୍ପ୍ୟୁଟରରେ ଛୋଟ ପିଲା ଏବଂ କିଶୋରମାନେ ଅଧିକ ସମୟ ବିତାଇବା ଦ୍ୱାରା ଏବେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସିଆଟେଲ ଶିଶୁ ହସପିଟାଲର ମୁଖ୍ୟ ଚିକିତ୍ସକ ତଥା ସ୍ଲିପିଙ୍ଗ ସେଣ୍ଟରର ମୁଖ୍ୟ ଶିଶୁ ଚିକିତ୍ସକ ମେଡା…
ମ୍ୟୁଜିୟମରୁ ୨୦୦୦ରୁ ଅଧିକ କଳାକୃତି ଗାଏବ
ଲଣ୍ଡନ,୨୭ା୮: ବ୍ରିଟେନ ମ୍ୟୁଜିୟମ୍ରୁ ୨୦୦୦ରୁ ଅଧିକ କଳାକୃତି କେଉଁଆଡ଼େ ଗାଏବ ହୋଇଯାଇଛି। ଯାହାକି ଅନ୍ଲାଇନ୍ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏଥିମଧ୍ୟରୁ କେତେକ ଐତିହାସିକ କଳାକୃତି ମଧ୍ୟ ଉଦ୍ଧାର କରାଯାଇଛି। ଏହି ସମୟରେ…
ଅଷ୍ଟ୍ରେଲିଆରେ ଆମେରିକୀୟ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ମାନବେରା,୨୭।୮: ଅଷ୍ଟ୍ରେଲିଆରେ ସାମରିକ ଅଭ୍ୟାସ ବେଳେ ପ୍ରାୟ ୨୦ ଆମେରିକୀୟ ନୌସେନାଙ୍କୁ ନେଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡାରୱିନ ଉତ୍ତରରେ ଥିବା ତିୱି ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି। ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଏହି ଦୁର୍ଘଟଣା ପ୍ରିଡେଟର ରନ…
ଟ୍ରମ୍ପଙ୍କ ଗୋଟିଏ ଫଟୋର ମୂଲ୍ୟ ପାଖାପାଖି ୫୭କୋଟି ଟଙ୍କା!
ଓ୍ବାଶିଂଟନ,୨୭।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଫଟୋକୁ ଖୁବ ସମର୍ଥନ ମିଳିଛି। ସୂଚନାଯୋଗ୍ୟ, ଜର୍ଜିଆ ମାମଲାରେ ଡୋନାଲ୍ଡ ଟ୍ରମ୍ଫ ଗୁରୁବାର ଆତ୍ମ ସମର୍ପଣ କରିଥିଲେ। ଏହାପରେ ଟ୍ରମ୍ଫଙ୍କର ଅପରାଧୀଭାବେ ଫୋଲିସ ଏକ ମଗ ସଟ ନେଇଥିଲା। ଏବେ ଏହି…
ଫ୍ଲୋରିଡାରେ ଗୁଳିକାଣ୍ଡ: ୩ ମୃତ…
ଓ୍ବାଶିଂଟନ,୨୭।୮ : ଆମେରିକାର ଫ୍ଲୋରିଡାସ୍ଥିତ ଏକ ଜେନେରାଲ ଷ୍ଟୋରରେ ତିନି ଜଣଙ୍କୁ ଜାତିଆଣ ବିବାଦ ନେଇ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ କହିଛନ୍ତି ହତ୍ୟାକାରୀ ଜାତିଭିତ୍ତିକ…
ପ୍ରିଗୋଝିନଙ୍କ ମୃତ୍ୟୁ ପରେ ବେଲାଋଷ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା, ଜୀବନ ପ୍ରତି ବିପଦ ଥିବା ନେଇ ୨ଥର ଚେତାଇ ଥିଲି, ହେଲେ ପୁଟିନ…
ମିନସ୍କ,୨୭।୮: ୱାଗନର୍ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଝିନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ତାଙ୍କୁ ଦୁଇଥର ଚେତାବନୀ ଦେଇଥିଲି। ପ୍ରିଗୋଝିନ ଯେବେ ପୁଟିନଙ୍କ ବିରୋଧରେ…
ଆସାମ ଭାଜପା ଏମପିଙ୍କ ଘରୁ ୧୦ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର, ଯାଞ୍ଚ ଆରମ୍ଭ
ଗୁଆହାଟୀ,୨୭।୮: ଆସାମର ଭାଜପା ଏମପି ରାଜଦୀପ ରୟଙ୍କ ସିଲଚଲ ସ୍ଥିତ ଘରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅଟିର ବୟସ ପ୍ରାୟ ୧୦ ବର୍ଷ ହେବ। ସେ ତାଙ୍କ ମାଆ ଓ ଭଉଣୀ ସହ ଏମପିଙ୍କ ଘରେ…
୯/୧୧ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀଙ୍କ ମୃତ୍ୟୁଦଣ୍ଡ କ୍ଷମା କରାଯାଇପାରେ, ପୀଡିତଙ୍କ ପରିବାର ମଧ୍ୟରେ ଅସନ୍ତୋଷ…
ଓ୍ବାଶିଂଟନ,୨୭।୮ : ୧୧ ସେପ୍ଟେମ୍ବର ୨୦୦୧ ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀଙ୍କ ମୃତ୍ୟୁଦଣ୍ଡକୁ କ୍ଷମା କରିଦିଆଯାଇପାରେ। ଏନେଈ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ…
‘ମୋଗଲଙ୍କ ଗୋଲାମ ଆଜି ଶିଖାଉଛନ୍ତି ହିନ୍ଦୁତ୍ୱ’, ସାମନାରେ ଭାଜପାକୁ ଟାର୍ଗେଟ କଲେ ସଞ୍ଜୟ ରାଉତ
ମୁମ୍ବାଇ,୨୭।୮: ଶିବସେନା ୟୁବିଟି ନେତା ଓ ସାମନାର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ ତାଙ୍କର ସପ୍ତାହିକ କଲମ ‘ରୋକଠୋକ’ ମାଧ୍ୟମରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଉତ ସାମନାରେ ଲେଖିଛନ୍ତି ଯେ ଆଜି ଦେଶ ଚଳାଉଥିବା ସମସ୍ତ ଏଜେନ୍ସି ଗୋଟିଏ…
ମଝି ଆକାଶରେ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା…
କିଭ,୨୭।୮ : ୟୁକ୍ରେନର ରାଜଧାନୀ କଳିଯୁଗର ପଶ୍ଚିମ ଅଞ୍ଚଳରେ ଦୁଇଟି ଏଲ-୩୯ ଯୁଦ୍ଧ ତାଲିମ ବିମାନ ମଧ୍ୟଭାଗରେ ମୁହାଁମୁହିଁ ଧକ୍କା ହେବାପରେ ତିନିଜଣ ୟୁକ୍ରେନ ସାମରିକ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ୟୁକ୍ରେନର ବାୟୁସେନା କହିଛି ଏହି ଘଟଣା କିଭର ପଶ୍ଚିମ ଅଞ୍ଚଳରେ…
ଚର୍ଚ୍ଚରେ ଗୁଳିମାଡ଼ କରି ଲୋକଙ୍କୁ ଅପହରଣ କଲେ ବନ୍ଧୁକଧାରୀ, ୭ ମୃତ…
ପୋର୍ଟ ଓ ପ୍ରିନ୍ସ,୨୭।୮ : ହାଇତିର ରାଜଧାନୀ ପୋର୍ଟ-ଓ-ପ୍ରିନ୍ସର ଉତ୍ତର ଉପକଣ୍ଠକୁ ନିୟନ୍ତ୍ରଣ କରୁଥିବା ଏକ ଗ୍ୟାଙ୍ଗ ଏକ ଚର୍ଚ୍ଚକୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ କରିଛନ୍ତି। ଏହି ସମୟରେ, ଚର୍ଚ୍ଚ ନେତାଙ୍କ ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…
Archives


