ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ ଆକ୍ରମଣ କଲା ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’, ୧୦ଜଣ ଅଧିକାରୀ ହୋଇଛନ୍ତି ଆକ୍ରମଣର ଶିକାର
ଓ୍ବାଶିଂଟନ୍,୨୭।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଆଉ ଜଣେ ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ କମାଣ୍ଡର ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି। ହ୍ବାଇଟ ହାଉସରେ ସିକ୍ରେଟ ଏଜେଣ୍ଟଙ୍କ ଉପରେ ଏହି ଆକ୍ରମଣ ହୋଇଛି।…
ମାମୁ ଶିବରାଜଙ୍କ ଶାସନରେ ମଧ୍ୟପ୍ରଦେଶ ସହିଛି ବହୁ ଆର୍ଥିକ କ୍ଷତି: କଂଗ୍ରେସ…
ଭୋପାଳ,୨୭।୯ : ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମନ୍ତ୍ରୀ ତଥା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।…
ସୁରକ୍ଷିତ ନୁହେଁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା, ପିଲାମାନଙ୍କ ପାଇଁ ଏହା ‘ବିଷ’ ସଦୃଶ
ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ସାଧାରଣ କଥା ପାଲଟିଛି। ସ୍କୁଲ, କଲେଜ ଅଥବା ଅଫିସରେ ଲୋକମାନେ ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ଅଧିକ…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ଉଭୟ ଦଳରେ ବଡ଼…
ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣ: ୬୮ମୃତ
ବାକୁ,୨୭।୯: ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଲୋକମାନେ ସେମାନଙ୍କ ଗାଡିରେ ଇନ୍ଧନ…
ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ରାଜ୍ୟ
ଭୋପାଳ,୨୭।୯: ମଧ୍ୟପ୍ରଦେଶର ଇନ୍ଦେରରେ ଅନୁଷ୍ଠିତ ସ୍ମାର୍ଟ ସିଟିର ନ୍ୟାଶ୍ନାଲ୍ କନଫରେନ୍ସ ସାମିଲ ହୋଇନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇନ୍ଦୋର ସମେତ ୧୫ରୁ ଅଧିକ ସହରକୁ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ…
ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…
ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି। ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ ସଂକଳ୍ପ…
ଏସିଆନ୍ ଗ୍ସେରେ ଭାରତର ଦବ୍ଦବା ଜାରି: ସିଫ୍ଟ କୌର ଜିତିଲେ ସ୍ବର୍ଣ୍ଣ
ହାଙ୍ଗଝୋ,୨୭।୯: ଏସିଆନ୍ ଗ୍ସେରେ ଭାରତର ଦବ୍ଦବା ଜାରି ରହିଛି। ବୁଧବାର ଭାରତ ଆଉ ସ୍ବର୍ଣ୍ଣ ପଦକ ଜିତିଛି। ୫୦ ମିଟର ରାଇଫଲ ଇଭେଣ୍ଟରେ ସିଫ୍ଟ କୌର ଦେଶ ପାଇଁ ପଞ୍ଚମ ସ୍ବର୍ଣ୍ଣ ଜିତିଛନ୍ତି। ଏହି ଇଭେଣ୍ଟରେ ଚାଇନା ଦ୍ୱିତୀୟ ସ୍ଥାନ ଅଧିକାର…
ଆମେରିକାକୁ ଚାଇନାର ଧମକ: ରକ୍ତର ବହିବ ନଦୀ
ବେଜିଂ,୨୭।୯: ଆମେରିକା ଓ ଚାଇନା ଦୁଇ ସୁପର ପାୱାର ମଧ୍ୟରେ ବିବାଦର ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଲାଣି। ଆମେରକା ଋଷିଆ ବିରୋଧରେ ସାମାରିକ ଆଲାଏନ୍ସ ନାଟୋ ଗଠନ କରିଛି। ଯଦି ଚାଇନା ବିରୋଧରେ ଏଭଳି କିଛି କରିବାକୁ ଚେଷ୍ଟା କରେ, ତେବେ…
ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ:ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜ୍ରେ ୨-୦ରେ ଆଗରେ ଅଛି। ଏହି ମ୍ୟାଚ ପାଇଁ ଉଭୟ ଦଳର ପ୍ଲେ-୧୧ରେ ବଡ…
ଆସାମ-ମେଘାଳୟ ସୀମାନ୍ତ ଗାଁରେ ମୁହାଁମୁହିଁ ସ୍ଥିତି…
ଗୁଆହାଟୀ/ଶିଲଂ,୨୭।୯ : ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ନିକଟରେ ଥିବା ଏକ ଗ୍ରାମରେ ସଂଘର୍ଷ ଘଟିଛି। ଏହି ସମୟରେ ଉଭୟ ପକ୍ଷ ପରସ୍ପର ଉପରେ କଡ଼ା ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଆକ୍ରମଣ ପାଇଁ ବାଟୁଳି ଏବଂ ଧନୁତୀର ବ୍ୟବହାର କରାଯାଇଥିଲା।…
ଶକ୍ତି ପ୍ରଦର୍ଶନ କଲା ଦକ୍ଷିଣ କୋରିଆ, କିମଙ୍କ ଆଖିରୁ ହଜିଲା ନିଦ…
ସିଓଲ,୨୭।୯ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ କୋରିଆକୁ ଅସୁବିଧାରେ ପକାଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କର ଆଖିରୁ ଏଥର ନିଦ…
Archives


