Home

ବୟସ ବଢୁଛି, ସମୟ ବିତୁଛି, କ’ଣ କରିବେ ଏସବୁ ୫ ନେତା…

ନୂଆଦିଲ୍ଲୀ,୪।୧୨ : ରାଜସ୍ଥାନରୁ ତେଲେଙ୍ଗାନା ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଅନେକ ନେତାଙ୍କ ପାଇଁ ଭବିଷ୍ୟତ ପାଇଁ ଏକ ନୂଆ ରାସ୍ତା ଦେଖାଇଥିବାବେଳେ କେତେକଙ୍କ ପାଇଁ ଏହା ଏକ ଶେଷ ପରିସ୍ଥିତିରେ ପରିଣତ ହୋଇଛି। ଏହି ନେତାଙ୍କ ବୟସ ପ୍ରାୟ ୭୦ ରହିଛି।…

କୈଳାଶ ବିଜୟବର୍ଗିୟଙ୍କ ଭବିଷ୍ୟବାଣୀ: ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବ ଭାଜପା

ଇନ୍ଦୋର,୪।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ଚମତ୍କାର ବିଜୟ ପରେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି,ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ରୁ ଅଧିକ ଆସନ…

ହାରିବା ପରେ ‘ଆଘାତ’ ବୋଲି କହି ରାଜନୀତିରୁ ବିରତି ନେଲେ ସତିଶ ପୁନିଆ

ଜୟପୁର,୪।୧୨: ରାଜସ୍ଥାନର ନିର୍ବାଚନ ଯୁଦ୍ଧରେ ଭାରତୀୟ ଜନତା ପାର୍ଟି (ଭାଜପା)ପରମ୍ପରାକୁ ବଜାୟ ରଖି କଂଗ୍ରେସକୁ ପରାସ୍ତ କରି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲା। କିନ୍ତୁ ସେଠାରେ ଅନେକ ଆସନ ଥିଲା ଯେଉଁଠାରେ ଭାଜପାର ବରିଷ୍ଠ ନେତାଙ୍କୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲା।…

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଚାଲିଆସୁଛି। ରାଜସ୍ଥାନର ଏମିତି ଏକ ଦୋକାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ…

ସ୍କ୍ରାପ୍‌, ଗଛ, ଲୁହା ବ୍ୟବହାର କରି ନୌସେନାର ଜାହାଜ ନିର୍ମାଣ କଲେ ଛାତ୍ରୀଛାତ୍ର

ଛତ୍ରପୁର,୪ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ସରକାରୀ ଆଇଟିଆଇ ଛାତ୍ରୀଛାତ୍ର ଏକ ସ୍ବତନ୍ତ୍ର କାର୍ଯ୍ୟ କରି ଦେଖାଇଛନ୍ତି। ଅଦରକାରୀ ସ୍କ୍ରାପ୍‌, ଗଛ, ଲୁହା ଆଦିକୁ ବ୍ୟବହାର କରି ଅବିକଳ ନୌସେନାର ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରିଛନ୍ତି। ସୋମବାର ନାଭି…

ମିଜୋରାମ ବିଧାନସଭା ନିର୍ବାଚନ: ୮ ଆସନରେ ଜେଡପିଏମ ବିଜୟୀ

ଆଇଜଲ,୪।୧୨: ମିଜୋରାମରେ ଜେଡପିଏମ ୮ଟି ଆସନରେ ଜିତିଥିବାବେଳେ ଏହା ୧୯ଟି ଆସନରେ ଆଗୁଆ ରହିଛି। ଏଥି ସହ ଭାଜପା ମଧ୍ୟ ତା’ର ଖାତା ଖୋଲିଛି। ସେ ଗୋଟିଏ ଆସନ ଜିତିଥିବାବେଳେ ସେ ଅନ୍ୟ ଗୋଟିଏ ଆସନରେ ଆଗୁଆ ଅଛି। କଂଗ୍ରେସ ଏବଂ…

ଟ୍ରେନର ଏୟାରକାଫ୍ଟ ଦୁର୍ଘଟଣା: ୨ ପାଇଲଟ ମୃତ, ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ……

ହାଇଦ୍ରାବାଦ,୪।୧୨ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା…

୭୦ ବର୍ଷରେ ମା’ ହେଲେ ମହିଳା: କୌଣସି ‘ଚମତ୍କାର’ଠାରୁ କମ୍‌ ନୁହେଁ କାହାଣୀ

ଉଗାଣ୍ଡାରେ ଏକ ଚମତ୍କାର ଘଟଣା ଘଟିଛି। ଏଠାରେ ଜଣେ ୭୦ବର୍ଷୀୟା ମହିଳା ସେଠାରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ସାଫିନା ନାମୁକାଓ୍ବାୟା ବୋଲି କୁହାଯାଉଛି। ସେ ରାଜଧାନୀ କାମ୍ପାଲାର ଏକ ଡାକ୍ତରଖାନାରେ ଏକ ଝିଅ ଏବଂ ପୁଅ…

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ…

ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ କରି ବ୍ୟବସାୟୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ…

ଇତିହାସ ରଚିଲେ ଋତୁରାଜ ଗାଇକ୍ୱାଡ: ଟି-୨୦ରେ କଲେ ବଡ଼ କାରନାମା

ବେଙ୍ଗାଲୁରୁ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଋତୁରାଜ ଗାଇକ୍ୱାଡ ଚମତ୍କାରପ୍ରଦର୍ଶନ କରିଛନ୍ତି। ଯଦିଓ ଗାଇକ୍ୱାଡ ପଞ୍ଚମ ତଥା ଶେଷ ଟି-୨୦ରେ ମାତ୍ର ୧୦ ରନ ସ୍କୋର କରିଥିଲେ, ତଥାପି ସେ ଏହି ସିରିଜରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲେ। ପାଞ୍ଚ…

ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି

କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?