Posted inଫୁରସତ

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ୧୨ ବର୍ଷ ପରେ ଜଣେ କୋଟି ପତି ହୋଇ ପାରିବେ। ଏହି ବ୍ୟବସାୟରେ କାରଖାନା ସ୍ଥାପନ କିମ୍ବା ଦୋକାନ ଖୋଲିବାର ମଧ୍ୟ ଆବଶ୍ୟକତା ନାହିଁ। ପାଖରେ କେବଳ ଖାଲି ଜମି ରହିବା ଆବଶ୍ୟକ। ଯଦି ପାଖରେ ଜମି ଏବଂ ୧ ଲକ୍ଷ ଟଙ୍କା ଅଛି ତେବେ ନିଶ୍ଚିତ ଭାବରେ ଜଣେ କୋଟି ପତି ହୋଇ ପାରିବେ। ଏହି ବ୍ୟବସାୟ ହେଉଛି ମେହୋଗାନି ଗଛରୁ ଟଙ୍କା ରୋଜଗାର।

ମହୋଗାନି ଗଛ ବର୍ତ୍ତମାନ ବଜାରରେ ଘନ ମିଟର ପିଛା ୨୦୦୦ ଟଙ୍କାରେ ବିକ୍ରି ହେଉଛି । ଗୋଟିଏ ଗଛର ମୂଲ୍ୟ ୪୦ରୁ ୫୦ ହଜାରରୁ ଆରମ୍ଭ ହୋଇଥାଏ। ଏହା ସମ୍ଭବ ୧୨ ବର୍ଷ ପରେ ଏହାର ମୂଲ୍ୟ ଆହୁରି ବଢ଼ିପାରେ। ଯଦି ଜଣେ ୧୨୦ ଗଛ ଲଗାନ୍ତି ତେବେ ୧୨ ବର୍ଷ ମଧ୍ୟରେ କୋଟିଏ ଟଙ୍କା ମୂଲ୍ୟର ସମ୍ପତ୍ତି ସୃଷ୍ଟି କରିପାରିବେ।

୧ ଏକରରେ ମେହୋଗାନି ଚାରା ରୋପଣ କରାଗଲେ ପର୍ଯ୍ୟାପ୍ତ ଦୂରତା ରଖି ୧୦୦୦ ଚାରା ରୋପଣ କରାଯାଇପାରିବ। ୧୦-୧୨ ବର୍ଷ ମଧ୍ୟରେ, ଗୋଟିଏ ଗଛରୁ ୨୦ ଘନଫୁଟ ପର୍ଯ୍ୟନ୍ତ କାଠ ମିଳିବ। ୧୦୦୦ ଗଛରୁ ୨୦ ହଜାର ଘନଫୁଟ କାଠ ମିଳିବ । ଏହି ବ୍ୟବସାୟ ଦ୍ୱାରା
ଜଣେ ନିଜର ମୂଳଧନ ଛାଡି ୯୯ ଲକ୍ଷ ଟଙ୍କାର ଲାଭ କରି ପାରିବେ। ଯେଉଁଠାରେ ପବନ କମ ପ୍ରବାହିତ ହୁଏ ସେଠାରେ ମହୋଗାନି ଗଛ ଲଗାଯାଇପାରିବ। ଏହି ଗଛର ଲମ୍ବ ଭାରତରେ ୬୦ ଫୁଟ ପର୍ଯ୍ୟନ୍ତ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri