Home

ଶ୍ରୀଲଙ୍କା ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ

ମୁମ୍ବାଇ, ୨।୧୧:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଗୁରୁବାର ଏହାର ୭ମ ମ୍ୟାଚ ଖେଳିବ। ଏଥର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଶ୍ରୀଲଙ୍କା। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ…

କମାଲ ଦେଖାଉଛନ୍ତି ନବୀନଙ୍କ ଡୁପ୍ଲିକେଟ୍‌: ପେସା ମେକାନିକ, ନିଶା କିନ୍ତୁ…

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବେଶ ଓ ତାଙ୍କ ଭଳି କଥା। ହଠାତ୍‌ ଦେଖିଲେ ଚମକି ଯିବେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ଫଲୋ କରି ଉପସ୍ଥାପନା କରିବା ତାଙ୍କର ମୁଖ୍ୟ ପରିଚୟ। ଜିଲାରେ କୌଣସି ଯାନିଯାତ୍ରା ହେଉ କିମ୍ବା…

ଫୋନ୍‌ରେ କଥା ହୋଇ ଖୋଲୁଥିଲେ ଗାଡ଼ି ତାଲା

କଟକ,୨ା୧୧ (କାର୍ତ୍ତିକ ସାହୁ)ସିଡିଏ ଫେଜ୍‌-୨ ଓ କଟକ ସଦର ଥାନା ଅଞ୍ଚଳରୁ ବାଇକ୍‌ ଚୋରି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୫ଟି ବାଇକ୍‌ ଜବତ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା…

ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ମନ୍ଥର

ସାକ୍ଷୀଗୋପାଳ, ୨ା୧୧(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତର ୪୬ଟି ଗ୍ରାମକୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ପଞ୍ଚାୟତିରାଜ ବିଭାଗ ଏବଂ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପୂର୍ବ ସତ୍ୟବାଦୀରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି।…

ଫିଲ୍ଡିଂ ମେଡାଲ ଓ ବିଟିଏସ୍‌

ଗୌତମ ଗମ୍ଭୀର ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାରତୀୟ କ୍ରିକେଟ ଦଳର ବିହାଇଣ୍ଡ ଦ ସିନ୍‌(ବିଟିଏସ୍‌) ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଗତ ଭାବରେ ଏହ ମୋର ମଧ୍ୟ ପସନ୍ଦ। ପୁରୁଷମାନଙ୍କ ଏହି କ୍ରୀଡାରେ ଖେଳାଳି ଯୁବସୁଲଭ ବ୍ୟକ୍ତିତ୍ୱ ଦେଖିବାକୁ ମଧ୍ୟ ମିଳୁଛି।…

ରୋଇଂରୁ ଓଡ଼ିଶାକୁ ୨ ବ୍ରୋଞ୍ଜ

ଭୁବନେଶ୍ୱର, ୨।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ରୋଇଂ ଇଭେଣ୍ଟରେ ଓଡ଼ିଶା ୨ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ୨୬ରେ ପହଞ୍ଚତ୍ଛି। ଫଳରେ…

ରାୟଗଡ଼ାର ଭାଇଭଉଣୀଙ୍କୁ ସ୍ବର୍ଣ୍ଣ

ରାୟଗଡ଼ା,୨।୧୧ (ଆଶିଷ ରଞ୍ଜନ ପଣ୍ଡା): ବିଶ୍ୱ କ୍ରସ୍‌ବୋ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲା ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭାଇଭଉଣୀ ଏ.ଲୋହିତ ପଟ୍ଟନାୟକ ଓ ଏ.ନେହା ପଟ୍ଟନାୟକ ା ଇଣ୍ଡିଆନ୍‌ କ୍ରସ୍‌ବୋ ଶୁଟିଂ ଆସୋସିଏଶନ ପକ୍ଷରୁ ଉତ୍ତରପ୍ରଦେଶର…

୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଛି’

ନୂଆଦିଲ୍ଲୀ,୨ା୧୧(ପି.ଟି.): ପାରା ଏସିଆନ୍‌ ଗେମ୍ସରେ ଦେଶର ସମ୍ମାନ ବୃଦ୍ଧି କରିଥିବା ଆଥ୍‌ଲେଟମାନଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଙ୍ଗଝୋରେ ଅନୁଷ୍ଠିତ ପାରା ଗେମ୍ସରେ ଭାରତ ୧୧୧ ପଦକ…

କୁଆଁରୀ ଝିଅଙ୍କୁ ସୁରକ୍ଷା ଦିଅନ୍ତି ପାଳଭୂତ

ଗୋପ,୨।୧୧(ଭାରତୀ ଭୂଷଣ ଉପାଧ୍ୟାୟ) ଦୁଇ ଶହ ବର୍ଷ ଧରି ଗୋପ ବ୍ଲକ ଅଧୀନ ମହଲପଡ଼ା ପଞ୍ଚାୟତ ଓରେଇ ଗ୍ରାମରେ ବଞ୍ଚିଛି ପାଳଭୂତ ପରମ୍ପରା। ଗ୍ରାମରେ ଏହା ଏକ ଭିନ୍ନ ପରମ୍ପରା ଭାବରେ ଦେଖିବାକୁ ମିଳେ। ଏହି ପାଳଭୂତ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ…

ବଦଳିଲା ରାଉରକେଲା ବିମାନ ଚଳାଚଳ ସମୟ, ନଭେମ୍ବର ୬ରୁ…

ରାଉରକେଲା,୨।୧୧(ସଙ୍ଗୀତା ଜେନା): ୨୦୨୩ ଜାନୁଆରୀ ମାସରେ ରାଉରକେଲାକୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେଲା। ଏହା ଅପରାହ୍ନ ୫ଟା ସମୟରେ ହେଉଥିଲା। ହେଲେ ନଭେମ୍ବର ମାସ ୬ରୁ ଏହାର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟସାରଣୀ ଅନୁଯାୟୀ,ଉଡ଼ାଣ କୋଲକାତାରୁ ଦିନ ୧୧ଟା…

ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଭୁବନେଶ୍ୱର,୨।୧୧: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ, ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ କମ୍ପାନୀର ସମସ୍ତ ଅପରେଟିଂ ୟୁନିଟ୍‌, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ମୁଖ୍ୟାଳୟରେ କର୍ମଚାରୀମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ…

ଛାତ୍ରୀଛାତ୍ରଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଶିକ୍ଷା

ଭୁବନେଶ୍ୱର,୨।୧୧: ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏମ୍‌ବିଏ ଓ ଏମ୍‌ସିଏ ପାଠ୍ୟକ୍ରମର ଛାତ୍ରୀଛାତ୍ରମାନଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଅଧିକ ଜ୍ଞାନଦେବା ଉଦ୍ଦେଶ୍ୟରେ ସଫ୍ଟୱେର୍‌ କନ୍‌ସଲ୍ଟାନ୍ସି କମ୍ପାନୀ କୋସେଣ୍ଟ ଏବଂ ଓଡିଟେକ୍‌ ସଲ୍ୟୁଶନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri