ନେତାନ୍ୟାହୁଙ୍କ ଘାତକ ପ୍ଲାନ୍
ଜେରୁଜେଲମ୍,୨ା୧୧: ହମାସ୍ ସହ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ଘାତକ ଯୋଜନା ପ୍ରଘଟ ହୋଇଛି। ସୂଚନାନୁସାରେ ଇସ୍ରାଏଲ ଗାଜାବାସୀଙ୍କୁ ଇଜିପ୍ଟର ସିନାଇ ଉପଦ୍ୱୀପକୁ ସ୍ଥାନାନ୍ତର ପାଇଁ ଯୋଜନା କରିଛି। ଇସ୍ରାଏଲର ଗୋଇନ୍ଦା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୦…
ବିପଦସଙ୍କୁଳ ଅବସ୍ଥାରେ ବାଳିକା ହାଇସ୍କୁଲ
ଖଣ୍ଡପଡ଼ା,୨ା୧୧(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍ରେ ନୂତନ ବିଡିଓ ଭାବେ ଅଙ୍କୁର ଅଭିଷେକ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବଡ଼ବାଣପୁର ବସନ୍ତ କୁମାର ବିଦ୍ୟାପୀଠ ପରିଦର୍ଶନ…
ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ
ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପରିଚାଳନା କମିଟି ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପର୍ଯ୍ୟଟନ କେନ୍ଦ୍ରରେ ବିଗତ…
ପଦାରେ ପଡ଼ିଲା ରାଶନକାର୍ଡ ଅନିୟମିତତା
ନୟାଗଡ଼/ଓଡ଼ଗାଁ,୨ା୧୧(ଲୋକନାଥ ମିଶ୍ର/ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ରାଜ୍ୟସ୍ତରରେ ପୁରସ୍କୃତ କୁରାଳ ପଞ୍ଚାୟତରେ ରାଶନ କାର୍ଡ ପ୍ରଦାନରେ ଅନିୟମିତତା ଚର୍ଚ୍ଚାକୁ ଆସିଛି । ଏଠାରେ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିଲେ ହେଁ ରାଶନକାର୍ଡ ହାତେଇ…
ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…
ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି। ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ ଉତ୍ତର…
ଶେଷରେ ସଫଳତାର ରାଜ୍ ଖୋଲିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨।୧୧: ୨୦୨୩ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ତଥା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ଚାଲିଛି। ଭାରତୀୟ ଅଧିନାୟକ ବହୁତ ଭଲ ଫର୍ମରେ ଅଛନ୍ତି। ବିଶ୍ୱକପ ମଧ୍ୟରେ ରୋହିତ ଶର୍ମା ତାଙ୍କ ସଫଳତାର ରହସ୍ୟ ପ୍ରକାଶ କରିଛନ୍ତି।…
ପୃଥିବୀ ଉପରେ ମୃତ୍ୟୁ ପରି ବୁଲୁଛି ଉପଗ୍ରହ: ଧକ୍କା ହେଲେ କଣ ହେବ ଜାଣନ୍ତୁ
ଆଧୁନିକତା ନାମରେ ମଣିଷ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଅବଶ୍ୟ ଏହି ରେସରେ ମଣିଷ ଏପରି ଅନେକ କାର୍ଯ୍ୟ କରିଛି, ଯାହା ତାକୁ ବିନାଶ ଆଡ଼କୁ ନେଇପାରେ। ଏଥି ମଧ୍ୟରୁ ଗୋଟିଏ ହେଉଛି ଉପଗ୍ରହ। ବର୍ତ୍ତମାନ ହଜାର ହଜାର ଉପଗ୍ରହ ପୃଥିବୀ…
ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ସାଇନ୍ବୋର୍ଡ
ନିରାକାରପୁର,୧ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ଷ୍ଟେଶନ ଉନ୍ନତିକରଣଠାରୁ ଆରମ୍ଭ କରି ଟ୍ରେନ୍ ଭିତରେ ଯାତ୍ରୀ କିଭଳି ସୁରକ୍ଷିତ ଓ ଆରାମରେ ଯାତାୟାତ କରିପାରିବେ, ଟ୍ରେନ୍ଟି ଲାଇନ୍ରେ କିଭଳି ସୁବିଧାରେ ଯାଇପାରିବ ଓ ଦୂରରୁ କେଉଁଠି କ’ଣ…
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼
ଓ୍ବାଶିଂଟନ,୧ା୧୧:ଆମେରିକାର ଇଣ୍ଡିଆନା ରାଜ୍ୟ ଅନ୍ତର୍ଗତ ଭାଲପାରାଇସୋ ସହରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ବରୁଣଙ୍କୁ ଫୋର୍ଟ ଓ୍ବାନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଏକ ପବ୍ଲିକ୍ ଜିମ୍ରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିବା ଭାରତୀୟ ଛାତ୍ର…
ଶିନ୍ଦେଙ୍କ ଘୋଷଣା: ମରାଠାଙ୍କୁ ମିଳିବ ସଂରକ୍ଷଣ
ମୁମ୍ବାଇ,୧ା୧୧:ମହାରାଷ୍ଟ୍ରର ଅନ୍ୟ ସମ୍ପ୍ରଦାୟଗୁଡ଼ିକୁ ମିଳୁଥିବା ସଂରକ୍ଷଣ ସୁବିଧାକୁ ଅପରିବର୍ତ୍ତିତ ରଖି ମରାଠାମାନଙ୍କୁ ସଂରକ୍ଷଣ ଯୋଗାଇଦେବା ଲାଗି ବୁଧବାର ସର୍ବଦଳୀୟ ବୈଠକରେ ସହମତି ହୋଇଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘୋଷଣା କରିଛନ୍ତି। ମରାଠାମାନଙ୍କୁ ସଂରକ୍ଷଣ ଯୋଗାଇଦେବା ଦାବିରେ ଆକ୍ଟିଭିଷ୍ଟ ମନୋଜ ଜରାଙ୍ଗେ ଗତ…
ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଆରମ୍ଭ, ମେ’ ୩୧ ପର୍ଯ୍ୟନ୍ତ ଫିସିଂ ମନା
ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବିରଳ ଅଲିଭ୍ ରିଡ୍ଲେଙ୍କ ମିଳନ ରୁତୁ ଆରମ୍ଭ ହୋଇଛି। ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ। ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ…
ସନ୍ତୋଷୀ ସାହୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ
ଭୁବନେଶ୍ୱର,୧ା୧୧: ନବଗଠିତ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏ୍ଏସ୍ ସନ୍ତୋଷୀ ସାହୁ ନିଯୁକ୍ତ ହୋଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୋର୍ଡ ଅଫ୍ ରେଭିନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର…
Archives


