Home

ପିଲାଙ୍କୁ ମା’ଙ୍କ ଠାରୁ ଛଡାଇ ନେଲେ ବାପାଙ୍କ ବିରୋଧରେ ହୋଇ ପାରିବନି ଅପହରଣ ମାମଲା: ହାଇକୋର୍ଟ…

ମୁମ୍ବାଇ,୨।୧୧ : ମା’ଙ୍କର ହେପାଜତରେ ଥିବା କୌଣସି ପିଲାଙ୍କୁ ବାପା ଛଡ଼ାଇ ନେଲେ, ତା’ହେଲେ ତାଙ୍କ ବିରୋଧରେ ଅପହରଣ ମାମଲା ହେବ କି ନାହିଁ, ସେ ନେଇ ବମ୍ବେ ହାଇକୋର୍ଟ ଏହା ଉପରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ବମ୍ବେ…

ବିଲ୍ଡିଂ ଭିତରେ ଯାଉଛି ମେଟ୍ରୋ ଟ୍ରେନ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଟ୍ରେନ୍‌ ସହର ମଧ୍ୟରେ ଥିବା ଏକ ବିଲ୍ଡିଂ ଭିତରେ…

ସୀମା ହାଇଦରଙ୍କୁ ପ୍ରଥମଥର ୟୁଟ୍ୟୁବରୁ ମିଳିଲା ଟଙ୍କା: ଏହି କାର୍ଯ୍ୟରେ କଲେ ବିନିଯୋଗ

ଲକ୍ଷ୍ନୌ,୨।୧୧: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପ୍ରଥମ ରୋଜଗାର ଟଙ୍କା ମିଳିଛି। ସେ ଏହି ଟଙ୍କା ୟୁଟ୍ୟୁବରୁ ପାଇଛନ୍ତି। ପ୍ରଥମଥର ରୋଜଗାର ଟଙ୍କା ପାଇବା ପରେ ସୀମା ବହୁତ ଖୁସି ଅଛନ୍ତି। ବିଶେଷ କଥା ହେଉଛି କରବାଚୌଥର କିଛି ଦିନ…

ପାଠପଢ଼ା ବନ୍ଦ, ୨୨ ଲକ୍ଷରୁ ଅଧିକ ପିଲାଙ୍କର ସ୍କୁଲରୁ କଟିଲା ନାମ, ୭୫ ପ୍ରତିଶତରୁ କମ ଉପସ୍ଥାନ ଥିଲେ ମିଳିବନି ବୋର୍ଡ ପରୀକ୍ଷା ଆଡମିଟ କାର୍ଡ…

ପାଟନା,୨।୧୧ : ଶିକ୍ଷା ବିଭାଗର କଠୋର ପ୍ରଭାବ ବର୍ତ୍ତମାନ ବିହାରରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ଆସୁ ନ ଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ ଦୁଇଟି ସ୍ଥାନରେ ନାମଲେଖା କରିବା…

ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ହମାସ: ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ହିଁ ଆମେ ଶାନ୍ତି ପାଇବୁ

ଜେରୁଜେଲମ,୨।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ହମାସର ଅନେକ ବରିଷ୍ଠ ସଦସ୍ୟ ଇସ୍ରାଏଲର ଏହି ଆକ୍ରମଣରେ ଭୟଭୀତ ନ ହୋଇ ତାକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି।…

ନିଃସ୍ବାର୍ଥପର ମନୋଭାବ ଥିଲେ ସରୋଗେସିକୁ ଦିଆଯିବ ଅନୁମତି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ,୨।୧୧ : ନିଃସ୍ବାର୍ଥପର ଏବଂ ଆର୍ଥିକ ଲାଭ ନ ଥିବା କ୍ଷେତ୍ରରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏନେଇ ସରୋଗେସି ମା’ଙ୍କୁ ପଚରାଉଚରା କରିବାକୁ କୋର୍ଟ ପୋଲିସକୁ…

ପାକିସ୍ତାନରେ ଲାଗିଲା ଏମରଜେନ୍ସି

ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏଥିପାଇଁ ଲାହୋରର ହାଇକୋର୍ଟ ପାକିସ୍ତାନ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥିଯୋଗୁ ସରକାର…

କିଙ୍ଗ୍‌ଖାନଙ୍କ ଜନ୍ମଦିନରେ ବିଲେଇ ଫଟୋ ପଠାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଆଜି ଅର୍ଥାତ୍‌ ନଭେମ୍ବର ୨ରେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗ୍‌ଖାନ୍‌ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ: ଜାଣନ୍ତୁ କାହିଁକି

ମୁମ୍ବାଇ,୨।୧୧: ଭାରତୀୟ ଦଳ ବିଶ୍ୱକପ ୨୦୨୩ର ସେମିଫାଇନାଲର ଅତି ନିକଟତର ହୋଇଛି। ଶ୍ରୀଲଙ୍କାକୁ ପରାସ୍ତ କରିବା ମାତ୍ରେ ସେମିଫାଇନାଲରେ ପ୍ରବେଶ କରିବ। ଟିମ ଇଣ୍ଡିଆର ବିଜୟରୁ ପାକିସ୍ତାନ ମଧ୍ୟ ଆଶା କରିବ। ଯଦି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ…

ମୋ ସ୍ବାମୀଙ୍କୁ ୧୫ ଦିନ ପାଇଁ ଛାଡ଼ନ୍ତୁ, ମୁଁ ମା’ହେବାକୁ ଚାହୁଁଛି: ହାଇକୋର୍ଟରେ ଗୁହାରି କଲେ ମହିଳା

ଭୋପାଳ,୨।୧୦: ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ମହିଳା ମା’ ହେବାକୁ ଚାହୁଁଥିବାରୁ ତାଙ୍କ ସ୍ବାମୀଙ୍କୁ ଜେଲରୁ ମୁକ୍ତ କରିବାକୁ ଗୁହାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟ ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,…

କିଙ୍ଗ ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର କିଙ୍ଗ ଖାନ ଶାହାରୁଖ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୩ ତାଙ୍କ ପାଇଁ ସଫଳତାର ବର୍ଷ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୱାନ ଏବଂ ପଠାନ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଉଭୟ…

ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ପତିତପାବନଙ୍କୁ ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ସ୍ବୟଂ ଜଗନ୍ନାଥଙ୍କୁ ବି ଛାଡ଼ିନାହାନ୍ତି। ପୁରୁଷୋତ୍ତମପୁର ସହର ମଧ୍ୟରେ ରହିଥିବା ରଥସାହି ଜଗନ୍ନାଥ ମନ୍ଦିରର ମୁଖଶାଳାରେ ପୂଜା ପାଉଥିବା ସ୍ବୟଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀଧାରୀ ପତିତପାବନଙ୍କୁ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri