ଆଜିଠାରୁ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ନୂଆଦିଲ୍ଲୀ,୨୯।୯: ୫ ଅକ୍ଟୋବର ୨୦୨୩ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଆଜିଠାରୁ ୱାର୍ମଅପ୍ ମ୍ୟାଚ ଖେଳାଯିବ। ପ୍ରଥମ ୱାର୍ମଅପ୍ ମ୍ୟାଚ ଗୁଆହାଟୀରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରଥମ ଦିନରେ ସମୁଦାୟ ତିନୋଟି ୱାର୍ମ ଅପ ମ୍ୟାଚ୍ ହେବ।…
ନିଦ୍ରାହୀନତାରୁ ହୃଦ୍ରୋଗ
ହୃଦ୍ରୋଗ ପଛରେ ଅନେକ କାରଣ ରହିଛି। ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲେ ଏଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥା ଯୋଡ଼ାଯାଇଛି। ହୃଦ୍ରୋଗ…
ଏ ବର୍ଷର ସ୍ଲୋଗାନ
ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହୃତ୍ପିଣ୍ଡ ଦିବସ’ ବା ଓ୍ବାଲର୍ଡ ହାର୍ଟ ଡେ। ତେବେ ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏକ ସ୍ଲୋଗାନ ଘୋଷଣା କରାଯାଏ। ସେହି ଅନୁସାରେ ଏବର୍ଷର ସ୍ଲୋଗାନ…
ହୃଦ୍ରୋଗ ଓ ଖାଦ୍ୟ
ହୃଦ୍ରୋଗ ପରି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ ଏବଂ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ବିଶେଷଭାବରେ ଆମେ ଯଦି ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ତେବେ ଏଭଳି ସମସ୍ୟା ଦେଖାଯିବାର…
ସାତଜନ୍ମରେ ଭାଜପା ସହ ମେଣ୍ଟ କରିବେ ନାହିଁ ନୀତୀଶ: ଲଲନ ସିଂ
ପାଟନା,୨୯।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ‘ ସହ ଅଛନ୍ତି ଏବଂ ସାତ ଜନ୍ମରେ ମଧ୍ୟ ଭାଜପା ସହ ମେଣ୍ଟ କରିବେ ନାହିଁ ବୋଲି ଜେଡିୟୁ ସଭାପତି ଲଲନ ସିଂ କହିଛନ୍ତି। ନୀତୀଶ କୁମାର ତାଙ୍କ ମତ…
ନିଜ ହାତରେ ନିୟନ୍ତ୍ରଣ
ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର…
ବିନା ପାଠ୍ୟପୁସ୍ତକରେ ପାଠପଢ଼ା
ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍ଟି) ଓ ଅନୁସୂଚିତ ଜାତି(ଏସ୍ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ…
ଦଶପଲ୍ଲା ରେଳଷ୍ଟେଶନ ଉଦ୍ଘାଟନ ତାରିଖ ଘୁଞ୍ଚୁଛି
ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ ହୋଇ…
ମୋଦି ସରକାର ଯୁବବର୍ଗଙ୍କ ସ୍ବପ୍ନକୁ ମାରିଦେଇଥିବାରୁ ଆତ୍ମହତ୍ୟା ବଢ଼ୁଛି: କଂଗ୍ରେସ
ନୂଆଦିଲ୍ଲୀ,୨୯ା୯(ପି.ଟି.):ବେରୋଜଗାରୀ ବୃଦ୍ଧି ପାଉଥିବାରୁ କଂଗ୍ରେସ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ଏହି ସରକାର ଦେଶର ଯୁବବର୍ଗଙ୍କ ଆଶା ଓ ସ୍ବପ୍ନକୁ ଦଳିଦେଇଥିବାରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ…
ପୂର୍ବତନ ନାଜି ସୈନ୍ୟଙ୍କୁ ସମ୍ମାନିତ କରି କ୍ଷମା ମାଗିଲେ ଟ୍ରୁଡୋ
ଓଟ୍ଟାଓ୍ବା,୨୮ା୯(ପି.ଟି.):ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ସେନା ପାଇଁ ଲଢ଼େଇ କରିଥିବା ବର୍ଷୀୟାନ ସୈନ୍ୟଙ୍କୁ କାନାଡା ପାର୍ଲାମେଣ୍ଟରେ ସମ୍ମାନିତ କରାଯିବାକୁ ବିଶ୍ୱବ୍ୟାପୀ ଏହାକୁ ନିନ୍ଦା କରାଯିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏଥିପାଇଁ କ୍ଷମା ମାଗିଛନ୍ତି। କାନାଡା ଇତିହାସରେ ଏହା ସବୁଠୁ…
ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା କାର୍ଯ୍ୟ ନିମ୍ନମାନର
ବରୀ,୨୯ା୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍ ଅଧୀନ ଗୋଳକୁଣ୍ଡ-ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଭାଗ ତରଫରୁ ୩୩ କୋଟି ୫୦ ଲକ୍ଷ ୮୧୩ ଟଙ୍କା ମଞ୍ଜୁର କରାଯାଇଛି। ହେଲେ…
ଅକ୍ଟୋବର ୧ରୁ ଅନ୍ଲାଇନ ଗେମିଂରେ ୨୮% ଜିଏସ୍ଟି
ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ଅକ୍ଟୋବର ୧ରୁ ଅନ୍ଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରଓ୍ବାଲ ଏହା…
Archives


