Home

କର ବା ମର ମ୍ୟାଚ ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲେ ୪ ଖେଳାଳି, ପାକିସ୍ତାନକୁ ବଡ ଝଟକା…

ମୁମ୍ବାଇ,୮।୧୧ : ସେମିଫାଇନାଲ ପାଇଁ ପାକିସ୍ତାନ ଏବେ ବି ଦୌଡ଼ରେ ଅଛି। ଯଦି ପାକିସ୍ତାନ ଇଂଲଣ୍ଡକୁ କର ବା ମର ମ୍ୟାଚରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ତେବେ ଇଂଲଣ୍ଡ ବିପକ୍ଷ…

ସାଂଘାତିକ ସ୍ଥିତିରେ ଯୁଦ୍ଧର ମୋଡ: ଇସ୍ତଫା ଦେଲେ ଏମପି

ଇଂଲଣ୍ଡ, ୮।୧୧: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ବ୍ରିଟେନର ବିରୋଧି ଦଳ ଲେବର ପାର୍ଟିର ଏମପି ଇମ୍ରାନ ହୁସେନ ଇସ୍ତଫା ଦେଇଛନ୍ତି। ଇମ୍ରାନ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଲଗାତାର ଦାବି କରି ଆସୁଥିଲେ। ଏହି କ୍ରମରେ…

ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…

ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ…

ଘରୋଇ ହିଂସା ଅଭିଯୁକ୍ତ ପାଖରେ ରଖି ପାରିବେନି ବନ୍ଧୁକ: ସୁପ୍ରିମକୋର୍ଟଙ୍କ ରାୟ…

ଓ୍ବାଶିଂଟନ,୮।୧୧: ଆମେରିକାର ବନ୍ଧୁକ ନିୟମ ଅନୁଯାୟୀ, ଘରୋଇ ହିଂସା ଅପରାଧୀ ଅବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଅଧିକ ହିଂସା ରୋକିବା ପାଇଁ ପାଖରେ ବନ୍ଧୁକ ରଖିବାକୁ ଦିଆଯାଇ ନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା ଏବଂ ସେମାନଙ୍କୁ…

ଇସ୍ରାଏଲକୁ ପଠାଯାଉଥିଲା ଗୋଳା ବାରୁଦ, ସେନା ଜାହାଜକୁ ଅଧା ବାଟରେ ରୋକିଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ୍‌,୮।୧୧: ଦିନକୁ ଦିନ ଗାଜା ଷ୍ଟ୍ରିପରେ ଯୁଦ୍ଧର ଧ୍ୱଂସଲୀଳା ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଅନେକ ସହରରେ ଗାଜା ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀମାନେ ତୁରନ୍ତ ଯୁଦ୍ଧ ବିରାମ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ହେଲା ଚାଲିଛି। ଯେଉଁଠାରେ ଅଧିକାଂଶ ଦେଶ ଗାଜା ଷ୍ଟ୍ରିପରେ ଚାଲିଥିବା ଇସ୍ରାଏଲ ଆକ୍ରମଣକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏଥି ସହିତ କେତେକ ଇସଲାମ ସଂଗଠନ ଏବଂ…

ଗାଜା ପାଲଟିଛି ପିଲାଙ୍କ କବରସ୍ତାନ: ଜାତିସଂଘ…

ଜେନେଭା,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ମାସ ବିତିଗଲାଣି। ଏହି ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ଯୋଗୁ ଗାଜା ଷ୍ଟ୍ରିପର ଅବସ୍ଥା ଖରାପ…

ସମୁଦ୍ରରୁ ବାହାରିବ ୩୧୫ବର୍ଷର ଜାହାଜ, ଭରି ରହିଛି ମୂଲ୍ୟବାଦ ଧାତୁ

ବୋଗଟା, ୮।୧୧: ସମୁଦ୍ରରେ ବୁଡିଯାଇଥିବା ୩୧୫ବର୍ଷର ଜାହାଜ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କଲମ୍ବିଆ ସରକାର କ୍ୟାରିବିୟାନ ସମୁଦ୍ରରେ ବଡିଯାଇଥିବା ‘ସ୍ୟାନ ଜୋସେ’ ଜାହାଜକୁ ବାହାର କରିବେ । ଜାହାଜରେ ସୁନା, ରୁପା ସମେତ ବିଭିନ୍ନ ମୂଲ୍ୟବାନ ଧାତୁ ଭରି…

୨୦୨୪ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା: କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦, ୬ ଇଚ୍ଛାଧୀନ ଛୁଟି

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ…

ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍‌

ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍‌ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍‌ର ଇନିଂସ ଖେଳିଥିଲେ। ଏହି…

ମ୍ୟାକ୍ସଓ୍ବେଲଙ୍କ ଡବଲ ସେଞ୍ଚୁରୀ, ସେମିଫାଇନାଲରେ ଅଷ୍ଟ୍ରେଲିଆ…

ମୁମ୍ବାଇ,୭।୧୧ : ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି। ୯ ଟି ମ୍ୟାଚରେ ଏହା ଅଷ୍ଟ୍ରେଲିଆର…

ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍‌

ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍‌ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୨୦୧ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା କରାଇବାରେ ବଡ଼ ଯୋଗଦାନ ଦେଇଥିଲେ। ଶତକ ମାରିବା ପରେ ତାଙ୍କ ପାଦରେ ଆଘାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri