ପୂର୍ବତନ ପ୍ରେମିକଙ୍କ ସହ ପ୍ୟାଚ୍ଅପ୍ କରିନେଲେ କି ସୁସ୍ମିତା? ଦୀପାବଳି ପାର୍ଟିରେ ହାତ ଧରି ଏଣ୍ଟ୍ରି କରିବା ପରେ ଚର୍ଚ୍ଚା ବଢ଼ିଲା…
ବମ୍ବେ: ଅଭିନୟକୁ ନେଇ କମ୍ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ। କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଖବର ଶିରୋନାମାରେ ରହିଆସିଛନ୍ତି ସେ।…
ଜାହ୍ନବୀଙ୍କୁ ପ୍ରେମିକ କହିଲେ- ‘ମୁଁ କେବଳ ତୁମର’
ବମ୍ବେ: ଆଗରୁ ଲୁଚାଛପାରେ ଚାଲିଥିଲା ପ୍ରେମ। ହେଲେ ଏବେ ଖୋଲାଖୋଲି ଭାବେ ଏହାକୁ ସ୍ବୀକାର କରିଛନ୍ତି ବଲିଉଡ୍ ଡିଭା ଜାହ୍ନବୀ କପୁର। ଶିଖର ପହରିଆଙ୍କ ପ୍ରେମରେ ପଡ଼ିଛନ୍ତି ସେ। ପୂର୍ବରୁ ଅନେକ ଥର ଦୁହିଁଙ୍କୁ ଏକାଠି ଦେଖାଯାଇଥିଲେ ହେଁ ସମ୍ପର୍କ ଉପରେ…
ଗାଜା ଯୁଦ୍ଧ: ପ୍ରତି ୧୦ ମିନିଟରେ ୩ ପିଲାଙ୍କୁ କରାଯାଉଛି ଆକ୍ରମଣ, ଜଣେ ପିଲାଙ୍କର ଘଟୁଛି ମୃତ୍ୟୁ…
ଜେରୁଜେଲମ,୮।୧୧ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ସବୁଠାରୁ ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଛି। ଏକ ମାସରୁ ଅଧିକ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧରେ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରତ ୧୦ମିନିଟରେ…
ବିନା ପରୀକ୍ଷାରେ ଅଫିସର ହେବାର ସୁଯୋଗ, ଦରମା ମାସକୁ ୭୫ ହଜାର…
ନୂଆଦିଲ୍ଲୀ,୮।୧୧ : ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଚାକିରି ପାଇବାକୁ ଯୋଜନା କରୁଥିବା ଯୁବବର୍ଗମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଆପଣ ତୁରନ୍ତ ସିଆରପିଏଫରେ ଆବେଦନ…
ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା
ଓ୍ବାଶିଂଟନ୍,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ…
ମହୁମାଛି ଜଗିବେ ଭାରତ-ବାଂଲାଦେଶ ସୀମା, ବିଏସଏଫର ‘ମିଶନ ହନି’…
ନୂଆଦିଲ୍ଲୀ,୮।୧୧ : ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ । ସୀମାନ୍ତ…
ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…
ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି ନ…
ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି
ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ…
ଆଲାଦ୍ଦିନଙ୍କ ପରି କୁହୁକ ଗାଲିଚାରେ ବୁଲିଲେ ଯୁବକ, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୮।୧୧ : ଅନେକେ ଆଲାଦ୍ଦିନଙ୍କୁ ଭେଟିବା ଏବଂ ତାଙ୍କ ଯାଦୁକରୀ କୁହୁକ ଗାଲିଚା ଉପରେ ଯାତ୍ରା କରିବାର ସ୍ବପ୍ନ ଦେଖିଥାଇ ପାରନ୍ତି। ସମ୍ପ୍ରତି ଗୁରୁଗ୍ରାମର ଜଣେ ଯୁବକ ଆଲାଦ୍ଦିନ ପରି ପୋଷାକ ପରିଧାନ କରି ରାସ୍ତାରେ ବୁଲି କରି ନିଜରକୁହୁକ ଗାଲିଚାରେ…
ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ…
ଭୋପାଳ,୮।୧୧ : ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ!…
ପାକିସ୍ତାନ ଏହି ଆଇସିସି ନିୟମ ଦ୍ୱାରା ସହଜରେ ଖେଳିବ ସେମିଫାଇନାଲ, କ’ଣ ରହିଛି ଏଥିରେ…
ନୂଆଦିଲ୍ଲୀ,୮।୧୧ : ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ଏବେ ମଧ୍ୟ ବିଶ୍ୱକପ ୨୦୨୩ର ଦୌଡ଼ରେ ଅଛି। ଏକ ସମୟରେ ଲାଗୁଥିଲା ପାକିସ୍ତାନ ଏହି ବିଶ୍ୱକପରୁ ଦୂରେଇ ରହିବ, କିନ୍ତୁ ବାବର ଆଜମଙ୍କ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ସେମିଫାଇନାଲରେ ପ୍ରବେଶ…
ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ
ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…
Archives


