Home

୩୩ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ, ଚାରିଆଡେ ମୃତଦେହ ଗଦା…

ଜେରୁଜେଲମ,୯।୧୧ : କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି। ଯେଉଁ କାରଣରୁ ସାଧାରଣ ଲୋକ ମଧ୍ୟ…

ବିଗ ବସ୍‌ରେ ଏଣ୍ଟ୍ରି କରିବେ ଦବଙ୍ଗ ଲେଡି

ରିଅଲିଟି ଶୋ’ ବିଗ ବସ ଆଜିକାଲି ସବୁଠାରୁ ଚର୍ଚ୍ଚିତ ଶୋ’। ଏବେ ଏହି ଶୋ’କୁ ନେଇ ଏକ ବଡ଼ ଅପଡେଟ୍‌ ଆସିଛି। ବର୍ତ୍ତମାନ ଏହି ଶୋ’ରେ ଦୁଇଟି ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି। ନିକଟରେ ସାମର୍ଥ ଜୁରେଲ ୱାଇଲ୍ଡ କାର୍ଡ…

ମିଛୁଆ କଂଗ୍ରେସର ବେଲୁନ୍‌ରୁ ପମ୍ପ୍‌ ବାହାରିଗଲା: ମୋଦି

ଭୋପାଳ,୯ା୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶର ୨୪୦ ବିଧାନସଭା ଆସନରେ ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ ନିର୍ବାଚନ ପ୍ରଚାର ମଧ୍ୟ ଜୋର୍‌ସୋର ଚାଲିଛି। ଏହି କ୍ରମରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି…

ହଲମାର୍କିଂ ବି ହୋଇପାରେ ନକଲି! ଧନତେରସରେ ଅଳଙ୍କାର କିଣିବାବେଳେ ରୁହନ୍ତୁ ସତର୍କ..

ମୁମ୍ବାଇ,୯।୧୧ : ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେଶନ ଅଫ ଇଣ୍ଡିଆ…

ଦିଓ୍ବାଲୀରେ ସତର୍କ ରୁହନ୍ତୁ ଡାଇବେଟିସ ରୋଗୀ, ଏହିସବୁ ଖାଦ୍ୟର ନେଇପାରିବେ ମଜା

ଡାଇବେଟିସରେ ରୋଗୀଙ୍କୁ ସବୁବେଳେ ହେଲଦି ଖାଇବା ସହ ଡାଏଟ କଣ୍ଟ୍ରୋଲ କରିବା ପାଇଁ କୁହାଯାଇଥାଏ। ତେବେ ଆଗକୁ ଦିଓ୍ବାଲୀ ଆସୁଥସିବାବେଳେ ଘରେ ଘରେ ବିଭିନ୍ନ ଖାଦ୍ୟପେୟର ଆୟୋଜନ ହେବା ସହ ମିଠା ମଧ୍ୟ ପ୍ରସ୍ତୁତ ହେବ। ଘରକୁ ଆସୁଥିବା ଅତିଥି ବହୁ…

ଚଳନ୍ତା ଟ୍ରେନ୍‌ରୁ ଏମିତି କୌଶଳରେ ଓହ୍ଲାଉଛି କୁକୁର, ଭିଡିଓ ଦେଖିଲେ…

ପ୍ରାୟତଃ ମଣିଷମାନେ ଭାବନ୍ତି ଯେ, ପଶୁମାନେ ନିର୍ବୋଧ। ସେମାନେ ପ୍ରକୃତି ଏବଂ ଏହାର ନିୟମ ବୁଝନ୍ତି ନାହିଁ। ଆମେ ବିଜ୍ଞାନ ସୃଷ୍ଟି କରି ଏହାକୁ ଅଧ୍ୟୟନ କରିଥାଉ। ଯାହା ପରେ ଆମେ ପ୍ରକୃତିର କଥାକୁ ବୁଝିଥାଉ। ପ୍ରାଣୀମାନେ ଅଧ୍ୟୟନ କରିନାହାନ୍ତି ସତ…

ଓଜନ କମାଦେବାରୁ ମାଲିକଙ୍କୁ ଚିହ୍ନି ପାରିଲା ନାହିଁ କୁକୁର: ଆଉ ତା’ପରେ ଯାହା ଘଟିଲା, ଭିଡିଓ କରିବ ଭାବପ୍ରବଣ

କୁକୁର ଏପରି ଏକ ପଶୁ, ଯାହାକୁ ଅଧିକାଂଶ ଲୋକ ଘରେ ରଖି ପାଳିବାକୁ ପସନ୍ଦ କରନ୍ତି। କୁକୁରର ବିଶ୍ୱସ୍ତତା ଏବଂ ପ୍ରେମ ସବୁଠି ଉଦାହରଣ ଭାବରେ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା…

ସେମିଫାଇନାଲ ବନାମ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ପାଇଁ କର ବା ମର ଅବସ୍ଥା…

ବେଙ୍ଗାଲୁରୁ,୯।୧୧ : ଆଇସିସି ବିଶ୍ୱକପ ୨୦୨୩ ର ୪୧ତମ ମ୍ୟାଚ ଗୁରୁବାର ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଏକ କର ବା ମର ପ୍ରତିଯୋଗିତା। ଯଦି ନ୍ୟୁଜିଲାଣ୍ଡ…

ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାଇଁ ଝଟକା, ଅଧିନାୟକ ହଠାତ ଘୋଷଣା କଲେ ଅବସର …

ନୂଆଦିଲ୍ଲୀ,୯।୧୧ : ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲୀୟ ପ୍ରଶଂସକମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଷ୍ଟାର ଖେଳାଳି ଅବସର ନେଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଗୁରୁବାର ଦିନ…

ନିର୍ବାଚନ ରାଜନୀତିରୁ ଅବସର ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୧।୯: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ନିର୍ବାଚନ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁର ଲୋକ ସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୌଡାଙ୍କ ଏହି ଆଗାମୀ…

ଐଶ୍ୱର୍ଯ୍ୟାଙ୍କଠାରୁ ଆରମ୍ଭ କରି ଶାହାରୁଖଙ୍କ ଯାଏ, ଏହି ସ୍କୁଲରେ ପଢ଼ିଥାନ୍ତି ବଲିଉଡ୍‌ର ଷ୍ଟାରକିଡ୍ସ, ଫିସ୍‌ ଜାଣିଲେ ଚକିତ ହେବେ

ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଲୋକ, ସମସ୍ତେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହିଁଥାନ୍ତି। ଯେତେବେଳେ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ଟଙ୍କା ହାତରେ ଥାଏ ତେବେ ଆକାଶ ବି ହାତ ମୁଠାରେ ଭଳି ଲାଗେ। ଆଜକୁ ୨୦…

ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି, ବର୍ଷା ବଢ଼ାଇଲା ଚିନ୍ତା…

ବେଙ୍ଗାଲୁରୁ,୯।୧୧ : ଆଇସିସି ବିଶ୍ୱକପ ୨୦୨୩ ର ୪୧ତମ ମ୍ୟାଚ ଗୁରୁବାର ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଏହା ଏକ କର ବା ମରପ୍ରତିଯୋଗିତା। ଯଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri