Home

ଲୋକ ସଭାରୁ ବହିଷ୍କୃତ ହେବା ପରେ ଏବେ ମହୁଆଙ୍କୁ ଖାଲି କରିବାକୁ ପଡିବ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୨।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ତୃଳମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସୂଚନାନୁସାରେ, ଲୋକ…

ଭାଇଙ୍କୁ ମିଳିଲାନି ‘ମୁଖ୍ୟମନ୍ତ୍ରୀ’ ପଦ, ଭାବପ୍ରବଣ ହେଲେ ଭଉଣୀ

ଭୋପାଳ,୧୨।୧୨: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋହନ ଯାଦବ। ଭାଜପା ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପଦ ପାଇଁ ମୋହନ ଯାଦବଙ୍କ ନାମ ରଖିଥିଲେ। ବର୍ତ୍ତମାନ ଏହି ସମୟରେ…

ମାଗିବା ଅପେକ୍ଷା ମରିବା ପସନ୍ଦ କରିବି: ଶିବରାଜ ସିଂ

ଭୋପାଳ,୧୨।୧୨: ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇବା ପରେ ବର୍ତ୍ତମାନ ଶିବରାଜ ସିଂ ଚୌହାନଙ୍କ ସ୍ଥାନରେ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ମୋହନ ଯାଦବଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶିବରାଜ ସିଂ ଚୌହାନ…

ଇତିହାସ ଜାଣନ୍ତି ନାହିଁ ଅମିତ ଶାହା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୧୨: ଜମ୍ମୁ କଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ସଂସଦରେ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଜବବା ଦେଇ କହିଛନ୍ତି, ଅମିତ ଶାହା ଇତିହାସ ଜାଣନ୍ତି ନାହିଁ,…

କର୍ମସିଆଲ ଜାହାଜକୁ ପୁଣି ଟାର୍ଗେଟ କଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୧୨।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ କ୍ରୁଜ କ୍ଷେପଣାସ୍ତ୍ର ସହିତ ଏକ ବ୍ୟବସାୟିକ ବା କମର୍ସିଆଲ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ହୁତି ବିଦ୍ରୋହୀମାନେ ୟେମେନରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ନ୍ୟୁଜ…

ବଢୁଛି ସଞ୍ଜୟଙ୍କ ଅଡୁଆ

ମୁମ୍ବାଇ,୧୨।୧୨: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଅସୁବିଧାରେ ଅଛନ୍ତି। ୟୁବିଟି ମୁଖପାତ୍ର ସାମାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲେଖାଯାଇଥିବା ତାଙ୍କ ଆର୍ଟିକିଲ ଏବେ ତାଙ୍କୁ ଅସୁବିଧାରେ ପକାଇଛି, ୟାଭାଟମାଲ ଜିଲାର…

୪୨ ବର୍ଷର ହେଲେ ଯୁବରାଜ

ନୂଆଦିଲ୍ଲୀ,୧୨।୧୨: ଯଦିଭାରତୀୟ କ୍ରିକେଟ ଦଳର ଇତିହାସରେ ଶ୍ରେଷ୍ଠ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଏ, ତେବେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଭାବେ ଟପ -୫ ରେ ରହିବ। କେବଳ ଗୋଟିଏ ନୁହେଁ ଭାରତ ଦୁଇଟି ବିଶ୍ୱକପ ଜିତିବାରେ ଯୁବରାଜ ସିଂ ଏକ…

ଗୁଗଲ୍‌ର ‘ଅଲ୍‌ ଟାଇମ୍‌ ମୋଷ୍ଟ୍‌ ସର୍ଚ୍ଚ’ ଭିଡିଓରେ ସାମିଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଚଳିତବର୍ଷରେ ଗୁଗଲ୍‌ରେ ସର୍ବାଧିକ ଆଲୋଚନା ହୋଇଥିବା ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ଏକମାତ୍ର କ୍ରିକେଟର୍‌ ଭାବେ ବିରାଟ କୋହଲି ସାମିଲ ହୋଇଛନ୍ତି। ଗୁଗଲ୍‌ ଏହି ଭିଡିଓରେ ବିଭିନ୍ନ…

ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ସକାଳ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା…

କୃଷକଙ୍କ ପାଇଁ ଖୁସି ଖବର, ବଳକା ପିଆଜକୁ କିଣିବେ ସରକାର

ମୁମ୍ବାଇ,୧୨।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ରାଜ୍ୟ ବିଧାନ ପରିଷଦରେ କହିଛନ୍ତି ଯେ ଯେଉଁ କୃଷକଙ୍କ ପିଆଜ ବିକ୍ରି ହୋଇନାହିଁ କିମ୍ବା ବିଡ ରଖାଯାଇପାରିବ ନାହିଁ ସେମାନଙ୍କଠାରୁ ପିଆଜ କିଣିବାକୁ କେନ୍ଦ୍ର ପ୍ରସ୍ତୁତ ଅଛି। ପିଆଜ ରପ୍ତାନି ଉପରେ ଲାଗିଥିବା…

କମ୍ପାର୍ଟମେଣ୍ଟାଲ ପରୀକ୍ଷା ବନ୍ଦକଲା ସିଆଇଏସ୍‌ସିଇ

ନୂଆଦିଲ୍ଲୀ,୧୨ା୧୨:କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀରେ ୨୦୨୪ଠାରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ। ଏହା ପରିବର୍ତ୍ତେ ପୁନଃ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯିବ। ଏଥିସହିତ ପୂର୍ବରୁ…

ହାର୍ଟ ପାଇଁ କ୍ଷତିକାରକ ବାସି ଭାତ

ନୂଆଦିଲ୍ଲୀ: ଆପଣ ରାତିରେ ଦିନର ବଳକା ଭାତ ଏବଂ ରାତିରେ ରାତିର ବଳକା ଚାଉଳ ମଧ୍ୟ ଖାଉଛନ୍ତି କି। ଯଦି ହଁ, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଏକାସାଙ୍ଗରେ ଅନେକ ରୋଗକୁ ନିମନ୍ତ୍ରଣ କରିବା ପରି ଏବଂ ହାର୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?