Home

୧୧୧ ବର୍ଷ ପରେ ଟାଇଟାନିକ୍‌ର ଡିନର୍‌ ମେନ୍ୟୁ ହେବ ନିଲାମ

ଫିଲ୍ମ ଟାଇଟାନିକର ବିଶାଳକାୟ ଜାହାଜ କଥା ଅଧିକାଂଶ ଲୋକଙ୍କର ମନେ ଥିବ। ୧୧୧ ବର୍ଷ ପୂର୍ବେ ଏକ ବରଫ ସହିତ ଧକ୍କା ହେବା ପରେ ଏହା ବୁଡ଼ି ଯାଇଥିଲା। ଏହି ଜାହାଜ ବୁଡ଼ିଯିବା କାରଣରୁ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ।…

ବିକ୍ରାନ୍ତଙ୍କ ଅଭିନୟ ମନ ଜିଣିଲା, ଆଗାମୀ ଫିଲ୍ମରେ କାଷ୍ଟ କରିବେ ରାଜକୁମାର ହିରାନୀ !

ବମ୍ବେ: ଚଳଚ୍ଚିତ୍ର ‘ଟୁଏଲ୍‌ଭଥ୍‌ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଫିଲ୍ମନିର୍ମାତା ରାଜକୁମାର ହିରାନୀ। ସେ ବିକ୍ରାନ୍ତଙ୍କୁ ନିଜର ଆଗାମୀ ଫିଲ୍ମରେ ନେବା ଲାଗି…

ବର୍ଷେ ଧରି ନାବାଳକଙ୍କ ଛାତ୍ରଙ୍କୁ ଯୌନ ଶୋଷଣ କରିଆସୁଥିଲେ ହଷ୍ଟେଲ ରୋଷେୟା, ବାନ୍ଧିଲା ପୋଲିସ

ମୋରଡ଼ା,୯ା୧୧(ସ୍ମାରକ ମାଜୀ): ନାବାଳକ ଛାତ୍ରଙ୍କୁ ହଷ୍ଟେଲର ଜଣେ ରୋଷେୟା ଦୀର୍ଘ ୧ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ବନ୍ଧା ହେବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ଧାତିକା ସରକାରୀ ପ୍ରାଥମିକ…

ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ହାଇକୋର୍ଟ

କଟକ,୯।୧୧: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବିଚାରପତି ଏସକେ. ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, “ପଞ୍ଚାୟତ ରାଜ ବିଭାଗ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ସଂରକ୍ଷଣର ପବିତ୍ରତା…

ଭୋଡାଫୋନ୍‌ର ବଡ଼ ବିଜୟ; ଆୟକର ବିଭାଗକୁ ୧୧୨୮ କୋଟି ଟଙ୍କା ଫେରସ୍ତ କରିବାକୁ କହିଲେ ବମ୍ବେ ହାଇକୋର୍ଟ

ବମ୍ବେ,୯।୧୧: ଭୋଡାଫୋନ୍‌-ଆଇଡିଆକୁ ଟିକସ ମାମଲାରେ ବଡ଼ ବିଜୟ ମିଳିଛି। ବମ୍ବେ ହାଇକୋର୍ଟ କମ୍ପାନୀ ଟିକସ ଭାବେ ଦେଇଥିବା ୧,୧୨୮ କୋଟିକୁ ଫେରାଇବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ସୁଧ ସହ ଦେବାକୁ ହେବ। ଟେଲିକମ୍‌ କମ୍ପାନୀ ଦାୟର କରିଥିବା…

କୋହଲିଙ୍କୁ ପରିହାସ କଲେ ଯୁବରାଜ

ନୂଆଦିଲ୍ଲୀ,୯।୧୧: ନିକଟରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏମଏସ ଧୋନି ଓ ତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ନେଇ ଏକ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ସେ କହିଥିଲେ ମୁଁ ଆଉ ଧୋନି କେବେହେଲେ ନିକଟତର ବନ୍ଧୁ ନୁହେଁ। ଆଉ ଏବେ…

ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲେ ସ୍ବାମୀ: ଯାଞ୍ଚ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ଏମିତି ମେସେଜ୍‌, ଦେଖିଲେ ଉଡିଯିବ ହୋଶ୍‌

ବିବାହ ପରେ ମଧ୍ୟ ଅନେକ ଲୋକ ଅନୈତିକ ସମ୍ପର୍କ ବଜାୟ ରଖନ୍ତି। କିଛି ଲୋକ ଏହାକୁ ଗୁପ୍ତ ରଖୁଥିବାବେଳେ କିଛି ଲୋକ ଏହାକୁ ଖୋଲାଖୋଲି ସ୍ବୀକାର କରନ୍ତି। ଯେଉଁମାନେ ନିଜ ସମ୍ପର୍କକୁ ଗୁପ୍ତ ରଖନ୍ତି, ସେମାନଙ୍କୁ ଅନେକ କଷ୍ଟଦାୟକ ପରିସ୍ଥିତି ଦେଇ…

ମୋ’ ମୁର୍ଖତା ପାଇଁ ମାନ୍‌ଝୀ ହୋଇଥିଲେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାର

ପାଟ୍‌ନା,୯ା୧୧: ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀଙ୍କ ଉପରେ ରାଗି ଯାଇ ତାଙ୍କୁ ବହୁତ ଗାଳି ଦେଇଥିଲେ। ପ୍ରକୃତରେ ବିଧାୟକଙ୍କ ସଂଶୋଧନ ବିଲ୍‌ ଉପରେ…

ଶ୍ରୀଲଙ୍କା ଏମ୍‌ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍‌ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍‌ ଇଣ୍ଡିଆ ୩୦୨ରନ୍‌ରେ ବିଜେତା ହୋଇ ଥିଲା। ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍‌କୁ…

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୩ ନୂତନ ବିଚାରପତି

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟରେ ଗୁରୁବାର ତିନିଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି। ଏହା ସହିତ କୋର୍ଟ ବର୍ତ୍ତମାନ ୩୪ ବିଚାରପତିଙ୍କ ସହ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ। ଏହି ତିନିଜଣ ନୂତନ ବିଚାରପତି ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସତୀଶ…

୩୦ ବର୍ଷ ହେଲା ପଚାରୁନାହାନ୍ତି ପୁଅ, ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଛତ୍ରପୁର,୯ା୧୧(ଦିଲ୍ଲୀପ ସାମଲ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି। ହେଲେ ସେ ସମସ୍ତ ଯୋଜନା ସଠିକ୍‌ ଭାବେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନି। ପରିଣତ ବୟସରେ…

ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ ଯୁବକ, ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ପରିବାର ଲୋକେ

ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri