୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ
ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି। ଯୁଦ୍ଧ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କଲେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ
ବଲାଙ୍ଗୀର,୯ା୧୧(ସୁନୀଲ କୁମାର ମହାନ୍ତି): ଚିଟ୍ଫଣ୍ଡ୍ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଗୁରୁବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲିରେ ଆସି ଜମାକାରୀଙ୍କ ଟଙ୍କା ଫେରାଅ ନଚେତ ଗାଦି ଛାଡ଼…
୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ବିମାନବନ୍ଦରରେ ଡ୍ୟାନ୍ସ କଲେ ପ୍ରେମିକା, ଭାଇରାଲ ହେଉଛି ଭିଡିଓ
ଓଟାଓ୍ବା,୯ା୧୧: କୁହାଯାଏ, ପ୍ରେମରେ ଥିବା ଲୋକମାନେ ପ୍ରାୟତଃ ନିଜ ସାଥୀମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବା ପାଇଁ ଅନନ୍ୟ ଉପାୟ ଖୋଜିଥାନ୍ତି। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ନିଜ ସାଥୀଙ୍କୁ…
ବାଇକ୍ରେ ଷ୍ଟଣ୍ଟ୍ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍
ସାଧାରଣତଃ ଲୋକମାନେ ବାଇକ୍ରେ ବସି ଷ୍ଟଣ୍ଟ୍ କରୁଥିବାର ଦେଖିଥିବେ। ବେଳେବେଳେ ଏହି ଷ୍ଟଣ୍ଟ୍ ବହୁତ ବିପଦଜ୍ଜନକ ହୋଇଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍ରେ ବିପଜ୍ଜନକ ଷ୍ଟଣ୍ଟ୍…
ଗାଙ୍ଗୁଲିଙ୍କ ପାକିସ୍ତାନ ପ୍ରେମ: ମୁଁ ଚାହୁଁଛି ପାକିସ୍ତାନ ସେମିଫାଇନାଲ ଖେଳୁ
ନୂଆଦିଲ୍ଲୀ,୯।୧୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ୨୦୨୩ର ସେମିଫାଇନାଲକୁ ନିଜ ମତ ରଖିଛନ୍ତି। ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲିଙ୍କ ଇଚ୍ଛା ପଛରେ ଥିବା ଯୁକ୍ତି ହେଉଛି ଯଦି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରେ…
ନୀତୀଶ କୁମାର ଆଜିକାଲି ଅଶ୍ଳୀଳ ଫିଲ୍ମ ଦେଖି ଶୋଉଛନ୍ତି ଆଉ ଜାଗୁଛନ୍ତି: ମନୋଜ ତିଓ୍ବାରୀଙ୍କ କଟାକ୍ଷ…
ପାଟନା,୯।୧୧ : ବିହାର ବିଧାନସଭାରେ ମହିଳାଙ୍କ ଉପରେ ବିବାଦୀୟ ବିବୃତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗିଛନ୍ତି, କିନ୍ତୁ ରାଜନୀତି ଏହି ପ୍ରସଙ୍ଗ ନେଇ ଉତ୍ତେଜନା ଜାରି ରହିଛି। ଗୋଟିଏ ପଟେ ନୀତୀଶଙ୍କୁ ଆରଜେଡି-ଜେଡିୟୁ ସୁରକ୍ଷା ଦେଉଥିବାବେଳେ ଅନ୍ୟ ପଟେ…
ଥାନା ସମ୍ମୁଖ ଡ୍ରେନରୁ ମିଳିଲା ନବଜାତ ଶିଶୁ୍କନ୍ୟାର ମୃତଦେହ
ପୁରୁଷୋତ୍ତମପୁର,୯।୧୧(ସିମାଞ୍ଚଳ ମିଶ୍ର): ସରକାର ଶିଶୁ କନ୍ୟାଙ୍କର ସୁରକ୍ଷା ପ୍ରତି ଗରୁତ୍ୱ ଦେଉଥିବା ବେଳେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ଏକ ଡ୍ରେନ ମଧ୍ୟରେ ଏକ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇଛି।…
ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୯।୧୧: କର୍ନାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରୁଛନ୍ତି। ହଷ୍ଟେଲ ଯାଞ୍ଚ ସମୟରେ ଏହି ଘଟଣା ଘଟିଛି। ମହାଦେବପ୍ପା ହଷ୍ଟେଲ ରୋଷେଇ…
କ୍ୟାବିନେଟ୍ ପୂର୍ବରୁ ହନୁମାନଗଡ଼ରେ ପୂଜା କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୯ା୧୧: କ୍ୟାବିନେଟ୍ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଡ଼ରେ ପୂଜା କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ରାମମନ୍ଦିର ଉପରେ ମଧ୍ୟ ନଜର ରଖିଥିଲେ। ହନୁମାନଜୀ ଏବଂ ରାମଲାଲାଙ୍କ ଆଶୀର୍ବାଦ ଗ୍ରହଣ କରିବା ପରେ ଅଯୋଧ୍ୟା ରାମକଥା ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀଙ୍କ…
ଯାହା ନାଁ ଅନୁସାରେ ନିଜ ନାଁ ରଖିଥିଲେ, ଆଜି ତାଙ୍କୁ ଟପିପାରନ୍ତି ରାଚିନ
ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ରେ ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ବଡ ଖେଳାଳି ବୋଲି ପ୍ରମାଣିତ ହୋଇଥିବା ରାଚିନ ରବିନ୍ଦ୍ର ଆଜି ଗୋଟିଏ ପ୍ରସଙ୍ଗରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିପାରନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚରେ ଗୋଟିଏ…
ରଦ୍ଦ ହୋଇପାରେ ଗେହଲଟଙ୍କ ନାମାଙ୍କନ, ସତ୍ୟପାଠରେ ତ୍ରୁଟି…
ଜୟପୁର,୯।୧୧ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସିଏମ ଏବଂ ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଯୋଧପୁରର ସର୍ଦ୍ଦାରପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ, ତାଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ…
୧୯୦୦ପଦବୀରେ ନିଯୁକ୍ତି ଦେବ ଭାରତୀୟ ଡାକ ବିଭାଗ, ଅନଲାଇନରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ,୯।୧୧: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ଏହିସବୁ ପଦବୀଗୁଡିକ ହେଲା ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍)। ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ଆବେଦନ କରିପାରିବେ।…
Archives


