Home

ପିଲାଙ୍କୁ କାଶ ହେଉଥିଲେ ମାତାପିତା ନିଅନ୍ତୁ ବିଶେଷ ଯତ୍ନ

ଅନେକ କାରଣରୁ ପିଲାମାନଙ୍କର କାଶ ହୋଇପାରେ – ପାଣିପାଗ ପରିବର୍ତ୍ତନ, ଥଣ୍ଡା-ଗରମ, ଭାଇରାଲ ସଂକ୍ରମଣ, ଆଲର୍ଜି, ଧୂଳି-ମାଟି, ପ୍ରଦୂଷଣ ଇତ୍ୟାଦି। କିନ୍ତୁ ଯେତେବେଳେ ପିଲାମାନଙ୍କ ନିକଟରେ ୨-୩ ସପ୍ତାହ ପର୍ଯ୍ୟନ୍ତ କାଶ ଲାଗି ରହିଥାଏ, ଏହା ନିମୋନିଆରେ ପରିଣତ ହେବାର ସମ୍ଭାନା…

ନୀତୀଶଙ୍କ ବୟାନକୁ ନେଇ ପଛଘୁଞ୍ଚା ଦେଉଛି ବିରୋଧୀ ମେଣ୍ଟ, କଂଗ୍ରେସ ଚୁପ

ନୂଆଦିଲ୍ଲୀ,୯।୧୧: ବିହାର ବିଧାନସଭାରେ ପ୍ରଜନନ ହାର ସମ୍ପର୍କରେ ବୟାନ ଦେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଉଛି। ଭାଜପା ଏବଂ ଏହାର ସହଯୋଗୀମାନେ ତାଙ୍କୁ ଟାର୍ଗେଟ କରିଥିବାବେଳେ ବିରୋଧୀ ଦଳକୁ ସମର୍ଥନ କରୁଥିବା ଦଳ ଲୋକ ସଭା…

ପ୍ରକୃତିବି ପାକିସ୍ତାନକୁ କଲାନି ସମର୍ଥନ

ଚେନ୍ନାଇ,୯।୧୧: ବିଶ୍ୱକପ ୨୦୨୩ର ୪୧ତମ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ନ୍ୟୁଜିଲ୍ୟାଣ୍ଡ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ସେମିଫାଇନାଲକୁ ଯିବାର ପାକିସ୍ତାନର ଆଶା…

ଓ୍ବାର୍ଲଡ କପ ମଧ୍ୟରେ ଚମକିଲା ଦିନେଶ କାର୍ତ୍ତିକଙ୍କ ଭାଗ୍ୟ

ନୂଆଦିଲୀ,୯।୧୧: ବିଶ୍ୱକପ ୨୦୨୩ ମଧ୍ୟରେ ଦୀନେଶ କାର୍ତ୍ତିକଙ୍କ ଭାଗ୍ୟ ଚମକିଛି। ଟୁର୍ନାମେଣ୍ଟ ସମୟରେ ତାଙ୍କୁ ଟିମର କ୍ୟାପଟେନଶିପ ନେବା ପାଇଁ ବଡ଼ ଦାୟିତ୍ୱ ଦିଆଯାଇଛି। ୨୦୨୩ରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ତାମିଲନାଡୁ…

ଏଥିକ୍ସ କମିଟିର ନିଷ୍ପତ୍ତି ପରେ ଆସିଲା ମହୁଆଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୧୧: କ୍ୟାଶ ଫର କ୍ୱେରି ମାମଲାରେ ଲୋକ ସଭାର ନୈତିକ କମିଟି ବା ଏଥିକ୍ସ କମିଟି ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି। ଗୁରୁବାର କମିଟି ଦ୍ୱାରା ମୋଇତ୍ରଙ୍କ ବିରୋଧରେ ଏକ ରିପୋର୍ଟ ଗ୍ରହଣ…

ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଲା ନ୍ୟୁଜିଲ୍ୟାଣ୍ଡ, ୫ ଉଇକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ

ଚେନ୍ନାଇ,୯।୧୧: ବିଶ୍ୱକପର ୪୧ ତମ ମ୍ୟାଚ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୨୩.୨ ଓଭରରେ ୫ ଉଇକେଟ୍‌ ହରାଇ…

ଆଠ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡାଦେଶ ବିରୋଧରେ ଅପିଲ କଲା ଭାରତ ମିଳିଲା କନସୁଲାର ଆକ୍ସେସ

ଦୋହା,୯।୧୧: ନିକଟରେ କାତାରରେ ଆଠ ଜଣ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡରେ ଭାରତର ଆଇନ ଟିମ ଏକ ଆବେଦନ କରିଛନ୍ତି। ନିକଟରେ ପୂର୍ବତନ ଦୂତାବାସ କର୍ମଚାରୀଙ୍କୁ ଭେଟିବା ପାଇଁ ଭାରତୀୟ ଦୂତାବାସକୁ ମଧ୍ୟ କନସୁଲାର ସୁବିଧା ଦିଆଯାଇଥିଲା। ଗୁରୁବାର…

ଓ୍ବାର୍ଲଡ କପ ସେମିଫାଇନାଲ, ଫାଇନାଲ ଟିକେଟ ମିଳିବାର ଶେଷ ଚାନ୍ସ,, ରାତି ୮ଟାରେ ଖୋଲିପାରେ ଭାଗ୍ୟ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ର ସେମିଫାଇନାଲ ଏବଂ ଫାଇନାଲ ପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ଟିକେଟ ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶେଷ ଦଳ ପାଇଁ…

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି…

ମହମ୍ମଦ ଶାମିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ,୯।୧୧ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପରେ ତାଙ୍କର ଜଲଓ୍ବା ଜାରି ରଖିଛନ୍ତି। ବିରୋଧୀ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ମହମ୍ମଦ ଶାମି ଏକ ସମସ୍ୟା ହୋଇ ରହିଛନ୍ତି। ସର୍ବାଧିକ ୱିକେଟ ନେଇଥିବା ବୋଲର ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି।…

୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାସ୍‌

ପାଟନା,୯।୧୧: ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ସଂଶୋଧନଗୁଡ଼ିକ ରାଜ୍ୟ ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ନୂତନ ବ୍ୟବସ୍ଥା ପାଇଁ ରହିଛି। ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର…

ଆଜି ରାତିରେ ଆକାଶରେ ଘଟିବ ବିରଳ ଘଟଣା

ଆଜି ଅର୍ଥାତ୍‌ ଗୁରୁବାର ରାତିରେ ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଏହା ପ୍ରଥମଥର ହେବାକୁ ଯାଉଛି। ରାତିରେ କିଛି ସମୟ ପାଇଁ ଆକାଶର ଉଜ୍ଜ୍ୱଳ ଗ୍ରହକୁ ଦେଖିପାରିବେ ନାହିଁ। ଏହି ଦୃଶ୍ୟ ଯେତେବେଳେ ପୃଥିବୀର ଦୁଇ ଗ୍ରହ ଶୁକ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri