‘ସଞ୍ଜୟଙ୍କ ସ୍ବର ଚପାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର’
ନୂଆଦିଲ୍ଲୀ,୪।୧୦: ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କ ବାସଭବନରେ ଇଡି ଚଢାଉକୁ ନେଇ ଆମ ଆଦମୀ ପାର୍ଟି (ଏଏପି) କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। ସଞ୍ଜୟ ସିଂଙ୍କ ସ୍ବରକୁ ଦମନ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି…
ପୁରୁଷ ହକି: ଫାଇନାଲରେ ଭାରତ…
ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ ହାର୍ଦ୍ଦିକ…
ଦବିଲା ଟ୍ରେନ୍ ଲାଇନ୍, ଅଟକିଲା ଟ୍ରେନ୍
ବାଲେଶ୍ୱର,୪ା୧୦(ମାନସ ବିଶ୍ୱାଳ): ଟ୍ରେନ୍ ଲାଇନ୍ ଦବିଲା ପରେ ଅଟକି ରହିଲା ଟ୍ରେନ୍। ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଦବିଗଲା। ଅଧା ବାଟରେ ଅଟକିଲା ଟ୍ରେନ୍। ସୂଚାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ପ୍ରବଳ ବର୍ଷା ହୋଇଥିଲା।…
ବିଶ୍ୱକପ୍ ପୂର୍ବରୁ ଆରମ୍ଭ ହେଲା କ୍ୟାପ୍ଟେନ୍ସ ମିଟ୍: ବାବର କହିଲେ ‘ଆମେ ଭାରତରେ ଅଛୁ ବୋଲି ଲାଗୁନାହିଁ’
ଅହମ୍ମଦାବାଦ,୪।୧୦: ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍ ସମୟ ବାକି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମୁକାବିଲା ଖେଳାଯିବ। ଉଭୟ ଟିମ୍ ଗତ ବିଶ୍ୱକପ୍ ଫାଇନାଲ ଖେଳିଥିଲେ। ଏମିତିରେ ବିଶ୍ୱକପ୍ ଓପନିଂ…
ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନାରେ ମଧ୍ୟସ୍ଥତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୪।୧୦ : ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ। ଏହା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କୁ ତାଗିଦ…
ଅଭିନେତ୍ରୀଙ୍କ କାର୍ ଧକ୍କାରେ ୨ ମୃତ
ମୁମ୍ବାଇ,୪।୧୦: ଅଭିନେତା ଗାୟତ୍ରୀ ଯୋଶୀଙ୍କ କାର୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀରେ ଯାତ୍ରା କରୁଥିବା ସମୟରେ ଗାୟତ୍ରୀ ଏବଂ ତାଙ୍କ ସ୍ବାମୀ ବିକାଶ ଓବରୟଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ସମୟରେ ଉଭୟ ସାର୍ଡିନାରେ ଛୁଟି…
ଇଡି ଚଢ଼ାଇ ମାଧ୍ୟମରେ ୨୦୨୪ ନିର୍ବାଚନର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ-ଶାହା : ଆରଜେଡି…
ନୂଆଦିଲ୍ଲୀ,୪।୧୦ : ବୁଧବାର ଏଏପି ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢ଼଼ାଉ କରିଥିଲା। ଏନେଇ ଇଣ୍ଡିଆ ମେଣ୍ଟ ନେତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ଇଡି ଚଢ଼ାଉକୁ ପ୍ରତିଶୋଧର ରାଜନୀତି ବୋଲି କହିଛନ୍ତି।…
ମା’ଙ୍କୁ ଏମିତି ଉପହାର ଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୪।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ଏଣ୍ଟ୍ରି କରିଛି ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ ରସେଲ ଟେରିଅର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି। ଏହି କୁକୁରର…
ଜାଣନ୍ତି କି ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ ଆଉ ଏହାର ଦାମ୍ କେତେ…
ବିମାନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଲୋକମାନେ ଆନନ୍ଦରେ ବିମାନରେ ବସି ଝରକା ପଟେ ବାହାରକୁ ଚାହିଁ ସେମାନଙ୍କ ଉପଭୋଗ କରନ୍ତି। ମାତ୍ର ଅନେକ ଲୋକ ବିମାନ ସମ୍ବନ୍ଧୀୟ ଅନେକ କଥା ଜାଣି ନ ଥାନ୍ତି। ଉଦାହରଣ ସ୍ବରୂପ ବିମାନରେ…
ଗିରଫ ପୂର୍ବରୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪।୧୦: ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତ, ଇଡି ପକ୍ଷରୁ ଏକପାଖିଆ ଓ ମନମୁଖୀ ଆଚରଣ ଆଶା କରାଯାଇପାରିବ…
ଅକ୍ଟୋବର ୨୬ରୁ ‘କଫି ଉଇଥ୍ କରନ୍ ସିଜନ ୮’
ବମ୍ବେ: ଆସିବ କଫି ଉଇଥ୍ କରନ୍ର ନୂଆ ସିଜନ। ସୋସିଆଲ ମିଡିଆରେ ପ୍ରୋମୋ ଶେୟାର କରି ଏନେଇ ଜଣାଇଛନ୍ତି ହୋଷ୍ଟ କରନ୍ ଜୋହର। ହଟ୍ଷ୍ଟାରରେ ଶୋ’ରର ୮ମ ସିଜନ ଅକ୍ଟୋବର ୨୬ରୁ ଷ୍ଟ୍ରିମ୍ ହେବ। ଏହାଛଡ଼ା ଭିଡିଓରେ କରନ୍ ‘ନେପୋ ବେବିଜ’…
ଲଭଲିନାଙ୍କୁ ରୌପ୍ୟ ପଦକ
ହାଙ୍ଗଝୋ,୪।୧୦: ୨୦୨୩ ଏସିଆନ୍ ଗେମ୍ସରେ ଆଜି ଭାରତ ୫ଟି ପଦକ ପାଇଛି। ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଥିଲେ। ଲଭଲିନା ଫାଇନାଲ ମ୍ୟାଚରେ ହାରିଯାଇଥିଲେ। ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାସହ…
Archives


