Home

ଭଡା ନ ଦେବାରୁ କରତରେ କବାଟ କାଟିଦେଲେ ଘର ମାଲିକ

ଏବେ ଲୋକମାନେ ଘରକୁ ଭଡାରେ ଲଗାଇ ଭଲ ରୋଜଗାର କରୁଛନ୍ତି। କହିବାକୁ ଗଲେ ଗୋଟିଏ ସାଧାରଣ ୯ ଟୁ ୫ ଚାକିରିରେ ଯେତିକି ରୋଜଗାର ନ ହେଉଛି କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ତେବେ…

ତସଲିମା ନାସରିନ- ରୁଦ୍ରଙ୍କ ପ୍ରେମ, ବିବାହ, ବିଚ୍ଛେଦ

ତସଲିମା ନାସରିନ ପ୍ରେମ କରି ବିବାହ କରିଥିଲେ କବି ରୁଦ୍ର ମହମ୍ମଦ ଶହୀଦୁଲ୍ଲାଙ୍କୁ । ତେବେ ଏକାଧିକ ପ୍ରେମର ଅଭିଯୋଗ କରି ରୁଦ୍ରଙ୍କୁ ଛାଡ଼ି ଚାଲିଯାଆନ୍ତି ତସଲିମା । ତସଲିମାଙ୍କ ସହିତ ବିବାହ ବିଚ୍ଛେଦର ଚାରିବର୍ଷ ପରେ ଅର୍ଥାତ୍‌ ୧୯୯୧ ମସିହାରେ…

ଶୀତରେ କେମିତି ରହିବେ ଫିଟ୍‌? ଜାଣିରଖନ୍ତୁ କିଛିଟା ଜରୁରୀ ଡାକ୍ତରୀ ଟିପ୍ସ…

ଶୀତଦିନେ ଫିଟ୍‌ ରହିବା ପାଇଁ ଟିକେ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ। ତା’ସହିତ କିଛିଟା ଜରୁରୀ ଡାକ୍ତରୀ ଟିପ୍ସକୁ ବି ମାନିବାକୁ ହୁଏ। ଯେମିତି କି ଶୀତଦିନେ ଶୋଷ ବେଶି ଲାଗୁ ନ ଥିବାରୁ ଅନେକେ ଏହିଦିନେ କମ୍‌ ପାଣି ପିଇଥାନ୍ତି;…

ଘରେ ଅବା ଅଫିସ୍‌ରେ ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର ଅଛି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର କିମ୍ବା ପେଣ୍ଟିଂକୁ ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାରଣ ଏହା ସଫଳତା, ପ୍ରଗତି ତଥା ଶକ୍ତିର ପ୍ରତୀକ ବୋଲି ବି କୁହାଯାଏ। ତେବେ…

ସମ୍ବଲପୁରୀ ଲୁକ୍‌ରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍‌ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ…

କଶ୍ମୀରୀ ଓ୍ବାଣ୍ଟେଡ୍‌ ଯାଜପୁରରୁ ଗିରଫ

ନିଜକୁ ଡାକ୍ତର ଦର୍ଶାଇ ଯାଜପୁର ଜିଲାରେ ପ୍ରାୟ ୭ବର୍ଷ ଧରି ରହିଥିଲେ କଶ୍ମୀର ପୋଲିସର ଜଣେ ଓ୍ବାଣ୍ଟେଡ୍‌ ଅଭିଯୁକ୍ତ ତଥା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ(୩୭)। ଅନେକ ଠକେଇ, ପ୍ରତାରଣା ଅଭିଯୋଗ ତାଙ୍କ ବିରୋଧରେ ରହିଥିବାବେଳେ ସେ ଏକାଧିକ ଯୁବତୀଙ୍କୁ…

ମଣ୍ଡି ଅପେକ୍ଷାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୧୨(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରିପାରିନାହାନ୍ତି। ଏଥିପାଇଁ ଅଭାବୀ ବିକ୍ରୀର ସୁଯୋଗ ବ୍ୟବସାୟୀ ଗୋଷ୍ଠି ନେଉଛନ୍ତି।…

ବନ ବିଭାଗର ତଥ୍ୟ ଖୋଲିଲା ଗୁମର

ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍‌ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ…

ମଶାଧୂଆଁରେ ଅଣନିଃଶ୍ୱାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଜଣେ ଗୁରୁତର

କେନ୍ଦୁଝର,୧୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଶାଧୂଆଁରେ ଅଣନିଃଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମର ବେଣୁଧର ମାଝିଙ୍କ ପୁଅ ସୁରେନ୍ଦ୍ର (୩୦)। ଗୁରୁତର ହେଲେ ହରିଚନ୍ଦନପୁର ବ୍ଲକ…

ବଳାତ୍କାର ପରେ ହତ୍ୟା କରି ୭ ବର୍ଷ ବୟସ୍କା ନାବାଳିକାଙ୍କର କଲିଜା ରାନ୍ଧି ରୁଟି ସହ ଖାଇଥିବା ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ…

ଲକ୍ଷ୍ନୌ,୧୬।୧୨ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଭଦରସ ମାମଲାରେ ଚାରିଜଣ ଦୋଷୀଙ୍କୁ ଶନିବାର କାନପୁର ଦେହାତ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିିତ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି। କାନପୁରର ଭଦରସ ଘଟଣା ଏତେ…

ମାତାପିତାଙ୍କ ଚରିତ୍ର ସମାଜରେ ଖରାପ ହେଲେ ବି ସନ୍ତାନଙ୍କ ସମ୍ମୁଖରେ ସବୁବେଳେ ସ୍ବଚ୍ଛ: ହାଇକୋର୍ଟ…

ଚଣ୍ଡିଗଡ,୧୬।୧୨ : ଡ୍ରଗ୍ସ ଉପରେ ନିର୍ଭରଶୀଳ ଥିବା ପିତା ତାଙ୍କ ୧୦ ବର୍ଷର ଝିଅଙ୍କୁ ଭେଟିପାରିବେ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଏହା ଜଣେ ପିତାଙ୍କ ଅଧିକାର ଏଥିରୁ ତାଙ୍କୁ କେହି ବଞ୍ଚିତ…

ଟ୍ରେନ ଯାତ୍ରା ସମୟରେ ଚୋରି ପାଇଁ ରେଳବାଇକୁ ଦାୟୀ କରାଯାଇ ପାରିବ ନାହିଁ…

ଭୋପାଳ,୧୬।୧୨ : ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ, ମଧ୍ୟପ୍ରଦେଶ ପଶ୍ଚିମ କେନ୍ଦ୍ରୀୟ ରେଳ ବିଭାଗ, ଜବଲପୁରରେ ଏକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀ ତାଙ୍କ ସାମଗ୍ରୀ ଚୋରି କରିଥିବା ଅଭିଯୋଗ କରିଥିବା ଆବେଦନକୁ ଗ୍ରହଣ କରିଛି। ଅଭିଯୋଗକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?