Home

କିଏ ସେହି କୁଏତର ନୂଆ ଶାସକ ଶେଖ ମେଶାଲ, ତାଙ୍କ ସମ୍ପତିର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁଏତ ସିଟି,୧୭।୧୨: କୁଏତର ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଶେଖ ମେଶାଲଙ୍କୁ ନୂତନ ଆମିର ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ଆମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ଡିସେମ୍ବର ୧୬ରେ ୮୬…

ଉତ୍ତର କୋରିଆକୁ ଧ୍ୱଂସ କରିଦେବ ଆମେରିକା: କିମଙ୍କୁ ବାଇଡେନଙ୍କ ଧମକ…

ଓ୍ବାଶିଂଟନ,୧୭।୧୨ : ଆଣବିକ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇ ଆମେରିକା ଉତ୍ତର କୋରିଆକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛିନ୍ତି ଆମେରିକା କିମ୍ବା ଏହାର ସହଯୋଗୀ ଦେଶ ବିରୁଦ୍ଧରେ ଆଣବିକ ଆକ୍ରମଣର ଉଚିତ ଜବାବ ଦିଆଯିବ। କିମ…

ଚୋରି ହୋଇଯାଇଥିଲା ବାଇକ୍‌, ଫେସ୍‌ବୁକ୍‌ରେ ଏମିତି କିଛି ଲେଖିଲେ ବ୍ୟକ୍ତି: ୨ ଦିନରେ ଘରେ ବାଇକ୍‌ ରଖି ଦେଇଗଲେ ଚୋର

ଯଦି ଆଜିର ସମୟକୁ ସୋସିଆଲ ମିଡିଆର ଯୁଗ କୁହାଯିବ, ତେବେ କିଛି ଭୁଲ ହେବ ନାହିଁ। ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ। ସୋସିଆଲ ମିଡିଆ ସାହାଯ୍ୟରେ ହଜିଯାଇଥିବା ଜିନିଷଗୁଡ଼ିକୁ ସହଜରେ ପାଇପାରୁ। ଆଜିକାଲି ସୋସିଆଲ ମିଡିଆରେ ଏମିତି…

‘ମେରେ ସପନୋ କି ରାନୀ’ ଗୀତରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କଲେ ବୃଦ୍ଧ, ଝୁମି ଉଠିଲା ସୋସିଆଲ ମିଡିଆ

କୁହାଯାଏ ସାନ ହେଉ କି ବଡ ବୟସ କୌଣସି କାମରେ ଛାପ ପକାଇ ପାରେନି। ସୁସ୍ଥ ଓ ଖୁସମିଜାଜ ହୃଦୟଟେ ପାଇଁ ସବୁବେଳେ ଖୁସି ରହିବା ଦରକାର। ବୟସ ତ ସଂଖ୍ୟା ମାତ୍ର। ତେଣୁ ଯେତେଦିନ ବି ବଞ୍ଚିବା ଖୁସିର ସହ…

ଏକାଥରକେ ୫ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍‌ରେ ନୂଆ କାରନାମା କଲେ ବାବର ଆଜମ

ପର୍ଥ,୧୭।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ସହ ବିଶେଷ କିଛି କରିପାରି ନ ଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବାବର ଆଜାମ ତାଙ୍କର ୧୩…

ଶିବରାଜଙ୍କୁ ପୁଣି ଝଟକା ଦେବ ଭାଜପା ! ଜ୍ୟୋତିରାଦିତ୍ୟଙ୍କ ପତିଆରା ବୃଦ୍ଧି ପାଇଁ ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା…

ଭୋପାଳ,୧୭।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଶିବରାଜ ସିଂ ଚୌହ୍ବାନଙ୍କୁ ଭାଜପା ସବୁଠାରୁ ବଡ ଝଟକା ଦେଇଛି। ଏଥର ଦଳ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସିଏମ କରିଛି। ଏବେ ରାଜ୍ୟରେ ଚର୍ଚ୍ଚା କରାଯାଉଛି ଶିବରାଜ ମୋହନ…

କିଏ ପିଉଛି ଫିନାଇଲ ତ କିଏ ଖାଉଛି ବିଷ, କାହିଁକି ଏମିତି କରୁଛନ୍ତି ଏହି ଦେଶର ମହିଳା

କାବୁଲ,୧୭।୧୨: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଯଦି କାହାର ଅବସ୍ଥା ବିଗିଡି ଯାଇଛି, ତେବେ ଏହା ମହିଳା ଏବଂ ବାଳିକା। ସେମାନେ କ୍ଷମତାକୁ ଆସିବା ମାତ୍ରେ ତାଲିବାନ ଧୀରେ ଧୀରେ ସେମାନଙ୍କର ଦମନକାରୀ ନୀତି କାର୍ଯ୍ୟକାରୀ କରିବାକୁ ଲାଗିଲା। ଏହାର ଫଳାଫଳ…

ସୋଲାର ଏକ୍ସପ୍ଲୋସିଭ୍‌ କମ୍ପାନୀରେ ବିସ୍ଫୋରଣ: ଚାଲିଗଲା ୯ ଜୀବନ, ୩ ଆହତ

ନାଗପୁର,୧୭।୧୨: ମହାରାଷ୍ଟ୍ରର ନାଗପୁରର ବାଜାରାଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍‌ କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କାଷ୍ଟ ବୁଷ୍ଟ ପ୍ଲାଣ୍ଟରେ ପ୍ୟାକ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ…

ହାଡ଼ଥରା ଶୀତ: ଜମ୍ମୁ-କଶ୍ମୀରରେ ଜମାଟ ବାନ୍ଧି ବରଫ ପାଲଟିଲା ନଦୀ-ଝରଣା ପାଣି,ଭିଡିଓ ଭାଇରାଲ…

ଶ୍ରୀନଗର,୧୭।୧୨ : ଦେଶରେ ହାଡ଼ଥରା ଶୀତ ଜାରି ରହିଛି। ମଧ୍ୟ ଭାରତଠାରୁ ଆରମ୍ଭ କରି ଉତ୍ତର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଶୀତ ଲହର ଯୋଗୁ ସାଧାରଣ ଜୀବନଯାତ୍ରା ଠପ୍‌ ହୋଇ ଯାଇଛି। କଶ୍ମୀରର ପହଲଗାମ ଏବଂ ଗୁଲମାର୍ଗରେ ପ୍ରବଳ ତୁଷାରପାତ ହୋଇଛି।…

ନକ୍ସଲଙ୍କ ସହ ଏନକାଉଣ୍ଟରରେ ସିଆର୍‌ପିଏଫ୍‌ ଅଧିକାରୀ ଶହୀଦ

ସୁକମା,୧୭।୧୨: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲାରେ ରବିବାର ନକ୍ସଲଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ଅଧିକାରୀ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।…

ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ…

ବଲିଉଡ୍‌ରେ ପରିଚୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁଅ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡରେ ପରିଚୟ ସୃଷ୍ଟି କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। କେବଳ ଗୋଟିଏ ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ। ବଲିଉଡର ଏପରି ଜଣେ ଅଭିନେତା ଅଛନ୍ତି, ଯିଏ ଭଲ ରାଜନୈତିକ ପୃଷ୍ଠଭୂତି ଛାଡି ନେତା ହେବା ପରିବର୍ତ୍ତେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?