Home

ଏହି ଯୁବତୀଙ୍କୁ ବିବାହ ପାଇଁ ୧୪ ଯୁବକ କରିଥିଲେ ଆବେଦନ, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୧୬ା୧୨: ସୂର୍ଯ୍ୟନଗରୀ ଯୋଧପୁରର ନାରୀ ନିକେତନରେ ଆୟୋଜିତ ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହ ଏକ ଦିବ୍ୟାଙ୍ଗ ଯୁବତୀଙ୍କର ଥିଲା। ପ୍ରାୟ ୨୦ ବର୍ଷ ପୂର୍ବେ ଯାହାଙ୍କୁ ଦୁର୍ଭାଗ୍ୟ ବୋଲି ଭାବି ପରିବାର ଲୋକେ ଲବକୁଶ ଗୃହରେ…

ଭଗବାନପୁର-କଞ୍ଚିଲୋରେ ହାତୀ ଉପଦ୍ରବ: ପାଚିଲା ଧାନଫସଲ କଲେ ନଷ୍ଟ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ଅଧିନସ୍ଥ କଞ୍ଚିଲୋ ଓ ଭଗବାନପୁର ମୌଜାରେ ଥିବା ଧାନ ବିଲରେ ୨୩ ଟିକିଆ ହାତୀପଲ ପଶି ପ୍ରାୟ ୧୫ ଏକରରୁ ଊର୍ଦ୍ଧ୍ୱ ଧାନ ଜମିରେ ଅମଳ ହେବାକୁ ଥିବା ଧାନଫସଲ ଯେତିକି…

ଖେଳରେ ଯିଏ ପଦକ ଆଣିବ ତାଙ୍କୁ ଚାକିରି ମିଳିବ…

ପାଟନା,୧୬।୧୨ : ଏକ କାର୍ଯ୍ୟକ୍ରମ ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରାଜ୍ୟରେ କ୍ରୀଡାର ବିକାଶ ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଖେଳରେ ଯିଏ ପଦକ ଆଣିବେ ସେ ଚାକିରି ପାଇବେ। ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ସେ…

ବେଆଇନ ଖଣିରେ ଚଢ଼ାଉ: ୨ ଟ୍ରକ୍‌ ଜବତ, ୨ ଗିରଫ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ଚୋରା ମାଙ୍କଡ଼ା ପଥର ଖଣିରେ ଚଢ଼ାଉ କରି ଓଡି-0୨-ଏମ୍‌-୩୪୯୮, ଓଆର୍‌-0୯-ଏଚ୍‌-୪୬ ୧୬ନମ୍ବର ବିଶିଷ୍ଟ ୨ଟି ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ଜବତ କରିଛି। ବିଭୂତି ଭୂଷଣ ପରମାଣିକ ଓ ପ୍ରଫୁଲ୍ଲ ଜେନା…

ରାମ ମନ୍ଦିର ଉଦଘାଟନ ପୂର୍ବରୁ ମୁସଲମାନଙ୍କ ଦାବି, ମୋଦି କରନ୍ତୁ ମସଜିଦର ଶିଳାନ୍ୟାସ…

ଅଯୋଧ୍ୟା,୧୬।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି…

ଗାଜାରେ ଇସ୍ରାଏଲ ସେନାର ବୋମା ବିସ୍ଫୋରଣ: ଶତାଧିକ ମୃତ୍ୟୁ ଆଶଙ୍କା

ଜେରୁଜେଲମ୍‌,୧୬ା୧୨: ଆମେରିକାର ପରାମର୍ଶ ସତ୍ତ୍ୱେ ଇସ୍ରାଏଲ ସେନା ଶନିବାର ଉତ୍ତର ଏବଂ ଦକ୍ଷିଣ ଗାଜା ଉପରେ ଏକ ବଡ଼ଧରଣର ବୋମାମାଡ଼ କରିଛି। ବୋମା ବିସ୍ଫୋରଣ ହୋଇଥିବା ସ୍ଥାନ ମଧ୍ୟରେ ଗାଜା ସହରର ଓ୍ବାଇଏମ୍‌ଏ ବିଲ୍ଡିଂକୁ ଅନ୍ତର୍ଭୁକ୍ତ। ଯେଉଁଠାରେ ଶହ ଶହ ଲୋକ…

ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା ଅନୁଯାୟୀ ଆପଲ ଏବଂ ସାମସଙ୍ଗ ଉପକରଣରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହି…

ଚୋରାଚାଲାଣ ବେଳେ ଧାନବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ

କୋକସରା,୧୬ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଯୋଗାଣ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲାକୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଜାତୀୟ ରାଜପଥ…

ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା। ଏଥି ସହିତ, କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କ…

ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ, କହିଲେ ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସି ମିଳିବ

ହିଞ୍ଜିଳିକାଟୁ,୧୬ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): କେବଳ ପାଠପଢ଼ା ନୁହେଁ, ଖେଳକୁଦ, ନାଚ ଗୀତ, ବକ୍ତୃତା ସହ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜକୁ ସ୍ବତନ୍ତ୍ର ଭାବେ ଗଢ଼ିବା ପାଇଁ ମନ୍ତ୍ର ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶନିବାର…

କର୍ମଚାରୀ ଟ୍ରାଫିକ ନିୟମ ପାଳନ ନ କଲେ ମାଲିକଙ୍କ ପାଖରେ ଅଭିଯୋଗ କରିବ ପୋଲିସ ବିଭାଗ: ନୂଆ ଟ୍ରାଫିକ ଆଇନ…

ବେଙ୍ଗାଲୁରୁ,୧୬।୧୨ : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପାନେ ଦେବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। ଏହି ଅନୁଯାୟୀ, ଯଦି କୌଣସି କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତେବେ ପୋଲିସ ଏହି ଘଟଣାରେ…

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?