ରୁଚି-ଫାର୍ମ ବି’କୁ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର
ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ର ଫାର୍ମ-ବି ବ୍ରାଣ୍ଡ୍ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍ଏସ୍ଏମ୍ଇ ପକ୍ଷରୁ ନଭି ମୁମ୍ବାଇର…
ଓଠ ସଦୃଶ ଫୁଲ
କେପ୍ ଟାଉନ: ପ୍ରକୃତିର ସୃଷ୍ଟି ଅତ୍ୟନ୍ତ ଅଜବ ହୋଇଥାଏ; ଯାହାକୁ ଦେଖି ଲୋକେ ଖୁସି ହେଉଥିବାବେଳେ ଅନେକ ସମୟରେ ତାହା ଆଖିକୁ ବିଶ୍ୱାସ ମଧ୍ୟ ହୁଏନି। ତେବେ ଏପରି ଏକ ଗଛ ଅଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ଓଠ…
ବିଶ୍ୱର ଗଭୀରତମ ଗୁମ୍ଫା
ତିବଲିସି: ବିଶ୍ୱରେ ଏମିତି କିଛି ଅଜବ ସ୍ଥାନ ରହିଛି, ଯାହା ରୋମାଞ୍ଚକର ହେବା ସହ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ। ଏପରି ଏକ ଜାଗା ହେଉଛି ଭେରିଓଭକିନା ଗୁମ୍ଫା; ଯାହା ବିଶ୍ୱର ସବୁଠୁ ଗଭୀରତମ। ଗୁମ୍ଫା ଏତେ ଗଭୀର ଯେ, ଯେ କେହି…
ସୁଇଜରଲାଣ୍ଡରେ ଛୁଟି କଟାଉଛନ୍ତି କରିନା
ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାନ୍ ତାଙ୍କ ପସନ୍ଦର ସ୍ଥାନ ସୁଇଜରଲାଣ୍ଡରେ ବର୍ତ୍ତମାନ ଛୁଟି କଟାଉଛନ୍ତି। ଗତବର୍ଷ ସେ ତାଙ୍କ ସ୍ବାମୀ ଓ ପିଲାଙ୍କ ସହିତ ଏଠାରେ ଛୁଟି କଟାଇଥିଲେ। ତେବେ ଏଥର ସେ ତାଙ୍କ ସାଙ୍ଗ ନତାସା ପୁନାୱାଲାଙ୍କ…
ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ ଜିଲାର…
ଝାଡ଼ଖଣ୍ଡର ଦଳିତ, ଆଦିବାସୀଙ୍କ ପାଇଁ ପେନ୍ସନ୍ ଘୋଷଣା
ରାଞ୍ଚତ୍,୩୦ା୧୨(ପି.ଟି.): ଝାଡ଼ଖଣ୍ଡର ଆଦିବାସୀ ଏବଂ ଦଳିତମାନେ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ପେନ୍ସନ୍ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୁକ୍ରବାର ସେମାନଙ୍କ ପାଇଁ ପେନ୍ସନ୍ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଜେଏମ୍ଏମ୍ ନେତୃତ୍ୱାଧୀନ ସରକାରଙ୍କ ୪…
ବିଦେଶୀ ବ୍ୟାଙ୍କକୁ ପସନ୍ଦ ନୁହେଁ ଭାରତୀୟ ଧନୀଙ୍କ ଟଙ୍କା
ନୂଆଦିଲ୍ଲୀ,୩୦।୧୨: ଆନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ଆଉ ଭାରତୀୟ ଧନୀ ବ୍ୟକ୍ତିଙ୍କ ଟଙ୍କା ପସନ୍ଦ କରୁ ନାହାଁନ୍ତି। ଆରବିଆଇର ନୂତନ ନିୟମ ବିଦେଶରେ ଅଧିକ ଟଙ୍କା ପଠାଇବା ପାଇଁ ଭାରତୀୟ ଧନୀ ବ୍ୟକ୍ତିଙ୍କ ଉପରେ ନଜର କଡାକଡି କରିଛି। ଏହି କାରଣରୁ, ଯେଉଁ ବ୍ୟାଙ୍କଗୁଡିକ…
ସୋନିଆ ଯୋଗଦେବା ନେଇ ଠିକ୍ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ
ନୂଆଦିଲ୍ଲୀ,୩୦ା୧୨: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି। ତେବେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ…
ନୌସେନା କମାଣ୍ଡର ହେଲେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ
ବେଜିଂ,୩୦।୧୨(ପି.ଟି.): ଚାଇନାର ନୌସେନା କମାଣ୍ଡର ଜେନେରାଲ ଡଙ୍ଗ୍ ଜୁନ୍ଙ୍କୁ ଶୁକ୍ରବାର ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗ୍ଫୁ କୌଣସି ସ୍ପଷ୍ଟୀକରଣ ନ ଦେଇ ଦୁଇମାସ ଅନୁପସ୍ଥିତ ରହିବାରୁ ଗତ ଅକ୍ଟୋବରରେ ଚାଇନାର…
ୟୁକ୍ରେନ୍ରେ କ୍ଷେପଣାସ୍ତ୍ର ବର୍ଷା
କିଭ୍,୩୦ା୧୨: ୟୁକ୍ରେନ୍ ଉପରେ ରୁଷିଆ ୨୨ ମାସ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଶୁକ୍ରବାର ଆକାଶମାର୍ଗରୁ ସର୍ବବୃହତ୍ ଆକ୍ରମଣ କରିଛି। ୟୁକ୍ରେନ୍କୁ ଟାର୍ଗେଟ କରି ରୁଷିଆ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୬ଟି ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ…
ନଦୀ ଉପରେ ଲ୍ୟାଣ୍ଡ କଲା ବିମାନ, ଥିଲେ ୩୦ଯାତ୍ରୀ ୪କ୍ରୁ ମେମ୍ବର, ଫଟୋ ଦେଖିଲେ ଶିହରି ଉଠିବେ
ଅଧିକାଂଶ ସମୟେ ଟେକ୍ନିକାଲ କିମ୍ବା ପାଇଲଟଙ୍କ ଭୁଲ ଯୋଗୁ ଭୟାନକ ବିମାନ ଦୁର୍ଘଟଣା ଘଟିଥାଏ। କେଇଥର ପାଇଲଟ କୌଣସି ରେସିଡେଣ୍ଟେଟିଆଲ ଇଲାକା କିମ୍ବା କୌଣସି ସଡକରେ ଫ୍ଲାଇଟ ଲ୍ୟାଣ୍ଡିଂ କରିଦେଇଥିବା ଖବର ଶୁଣିବାକୁ ପାଇଥିବେ। କିନ୍ତୁ ନିକଟରେ ଘଟିଥିବା ଏପରି ଏକ…
ମହିଳା ମଡେଲଙ୍କ ଓଠ-ନାକକୁ ଖାଇ ଦେଇଥିଲା କୁକୁର, ନିଜ ସଂଘର୍ଷର କାହାଣୀ ବଖାଣିଲେ ମହିଳା
କାଲିଫର୍ନିଆର ଗୋଟିଏ ପିଟ୍ବୁଲ ଆକ୍ରମଣରେ ନିଜ ଓଠ ହରାଇଛନ୍ତି ଜଣେ ସୁନ୍ଦରୀ ମଡେଲ। ପିଟ୍ବୁଲ ତାଙ୍କ ଓଠର ଉପରି ଭାଗକୁ ଚୋବାଇ ଖାଇ ଦେଇଛି। ଏସବୁ ପରେ ବି ସେ ନିଜ କ୍ୟାରିୟରରେ ଓ ତାଙ୍କ ବ୍ୟକ୍ତିଗତ ଜୀବନରେ କିପରି ଭାଙ୍ଗି…

