Home

ଡିଜିପି ଦାୟିତ୍ୱରେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦ା୧୨: ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ବିଜୁ ପଟ୍ଟନାୟକ…

କେବଳ ହିନ୍ଦୁଙ୍କର ନୁହନ୍ତି, ସାରା ପୃଥିବୀର ଭଗବାନ ହେଉଛନ୍ତି ଶ୍ରୀରାମ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୩୦।୧୨ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସମର୍ପଣ ପୂର୍ବରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଭଗବାନ ଶ୍ରୀରାମ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଶ୍ୱର ସମସ୍ତ ଲୋକଙ୍କର ଅଟନ୍ତି। ଅବଦୁଲ୍ଲା କହିଛନ୍ତି ଭଗବାନ ରାମ…

ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…

କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ ଏଭଳି…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩୦ା୧୨: ଶନିବାର ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି। ଇଣ୍ଡୋନେସିଆ ପ୍ୟାସିଫିକ୍‌…

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ କରିଥାନ୍ତି ନୂଆବର୍ଷ

ଆଉ ଦିନକ ପରେ ପାଳନ ହେବ ଇଂରାଜୀ ନୂଆବର୍ଷ। ଏହି ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ବାଗତ କରିଥାନ୍ତି।…

ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ, ଫିଲ୍ମ ଦୁନିଆରୁ ନେଲେ ସନ୍ୟାସ, କିଏ ଏହି ନୁର ବୁଖାରୀ

ଇସଲାମବାଦ,୩୦।୧୨: ନିର୍ବାଚନ ନେଇ ପାକିସ୍ତାନରେ ଦେଖାଯାଇଛି ରାଜନୈତିକ ହଲଚଲ। ଦେଶର ବଡ ବଡ ନେତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ଦେଶର ସେଲିବ୍ରେଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ପାକିସ୍ତାନୀ ଫିଲ୍ମ ଜଗତ ‘ଲଲିଉଡ’ର ଲୋକପ୍ରିୟ ଅଭିନେତ୍ରୀ ନୁର…

ବିବାହରେ ଯୋଗଦେଲେ ୩୦୦ପାଉଣ୍ଡ, ରଶମ-ଖାଦ୍ୟ-ରହିବା ପାଇଁ ରହିଛି ଅଲଗା ଚାର୍ଜ, ନିମନ୍ତ୍ରଣ କାର୍ଡ ଦେଖି ଅତିଥି ହତବାକ୍‌

ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ…

ପାକିସ୍ତାନରେ ପୋଲିଓ ଆତଙ୍କ

ଇସଲାମାବାଦ,୩୦।୧୨: ପାକିସ୍ତାନର ୪ଟି ଜିଲାରେ ପୋଲିଓ ଜୀବାଣୁ ଚିହ୍ନଟ ହୋଇଛି। ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ସେବା ନିୟମାବଳୀ ଏବଂ ସମନ୍ବୟ ମନ୍ତ୍ରଣାଳୟ ଅନୁଯାୟୀ, ସେଠାକାର ୪ ଜିଲାର ପରିବେଶ ନମୁନାରେ ପୋଲିଓ ଜୀବାଣୁ ଦେଖିବାକୁ ମିଳିଛି। ସିହ୍ନୁଆ ନ୍ୟୁଜ ଏଜେନ୍ସିର ସୂଚନାଅନୁଯାୟୀ…

୬ ବନ୍ଦେ ଭାରତ ସମେତ ୮ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ…

ଡରାଉଛି କରୋନା, ୭ ମାସର ରେକର୍ଡ ଭାଙ୍ଗିଲା ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୩୦।୧୨: କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ-୧୯, ଜେଏନ.୧ ର ନୂତନ ପ୍ରକାର ୯ଟି ରାଜ୍ୟରେ ବ୍ୟାପିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…

ବେଙ୍ଗାଲୁରୁ,୩୦।୧୨: ରୁମମେଟ୍‌ କିମ୍ବା ଫ୍ଲାଟମେଟ୍‌ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍‌ ସହ ରୁମ୍‌ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ…

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?