Home

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୨୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସଦର ଥାନା ଡିମିରିଡିହା ଗ୍ରାମର ସୁନୀଲ କୁମାର ନାଏକ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ…

ସମସ୍ତ ପ୍ରସାରଣ-ଡିଜିଟାଲ ରେକର୍ଡ ଭାଙ୍ଗିଲା ୨୦୨୩ ବିଶ୍ୱକପ

ନୂଆଦିଲ୍ଲୀ,୨୭।୧୨: ନଭେମ୍ବରରେ ଭାରତରେ ଶେଷ ହୋଇଥିବା ବିଶ୍ୱକପ ୨୦୨୩ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯାଇଥିବା ଆଇସିସି ଇଭେଣ୍ଟରେ ପରିଣତ ହୋଇଛି। ଏହି ବିଶ୍ୱକପ ପୂର୍ବ ଆଇସିସି ଇଭେଣ୍ଟର ପ୍ରସାରଣ ଏବଂ ଡିଜିଟାଲ ରେକର୍ଡକୁ ଭାଙ୍ଗି ଦେଇଛି। ଯେକୌଣସି ଆଇସିସି ଟୁର୍ନାମେଣ୍ଟରେ…

ହାତୀଛୁଆର ମୃତ୍ୟୁ

ଦେବଗଡ଼,୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ରେଞ୍ଜ ନୂଆଡିହି ଫରେଷ୍ଟ ସେକ୍ସନରେ ହାତୀଛୁଆର ମୃତ୍ୟୁ ହୋଇଛି। ରେଙ୍ଗାଲି ଡ୍ୟାମ କଂଠିମାଳ ଗ୍ରାମ ନିକଟସ୍ଥ ନାଳକଡ଼ରେ ପଡ଼ିଛି ହାତୀ ଶାବକର ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନବିଭାଗର ତଦନ୍ତ ଆରମ୍ଭ ହୋଇଛି।…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍‌ଏସ୍‌ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍‌ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି…

କଟ୍‌ନୀ ଛଟ୍‌ନୀକୁ ବିରୋଧ

ନୟାଗଡ଼,୨୭ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଆର୍‌ଏମ୍‌ସି ୟାର୍ଡଠାରେ ଧାନମଣ୍ଡି ଉଦ୍‌ଘାଟନ ସମୟରେ କଟ୍‌ନୀ ଛଟ୍‌ନୀକୁ ବିରୋଧ ସହ ବିକ୍ଷୋଭ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଭାଜପା ପକ୍ଷରୁ ବିରୋଧ ହୋଇଥିଲା। ଏପରିକି ସଚେତନତା ରଥ…

ସୁପରଷ୍ଟାର ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ରେ ରାଜ୍‌ କରୁଥିବା ସୁପରଷ୍ଟାର ସଲମାନ ଖାନ୍‌ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି। ସେ ୧୯୮୮ରେ ଚଳଚ୍ଚିତ୍ର ‘ବିୱି…

ଚାଇନା ଉପରେ ଏବେ କଡ଼ା ନଜର ରଖିବ ତାଇଓ୍ବାନ: ବିକଶିତ କଲା ଆଧୁନିକ ଡ୍ରୋନ…

ତାଇପେ/ବେଜିଂ,୨୭।୧୨ : ତାଇୱାନ ଏବେ ଚାଇନା ଠାରୁ ନିଜକୁ ରକ୍ଷା କରିବାରେ ବ୍ୟସ୍ତ ଅଛି। ତାଇୱାନର ପ୍ରଥମ ସ୍ବଦେଶୀ ବିକଶିତ ଦୀର୍ଘ ଦୂରଗାମୀ ଡ୍ରୋନ ସଫଳତାର ସହିତ ୨୦ ଘଣ୍ଟାର ଉଡ଼ାଣ ଶେଷ କରିଛି । ଉନ୍ନତ ତଦାରଖ ପାଇଁ ଏହା…

କାର୍‌ର ଧୂଳି କାଚରେ ଆଙ୍କିଲେ ଏପରି ଚିତ୍ର, ପ୍ରଶଂସା ନ କରି ରହି ପାରିଲେନି ଆନନ୍ଦ ମହିନ୍ଦ୍ରା

ଭାରତ ଏକ ଏପରି ଦେଶ ଯେଉଁଠି ଟ୍ୟାଲେଣ୍ଟ ଅଛପା ରୁହେ ନାହିଁ। ଏକଥା ଆମେ କହୁ ନାହଁୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ ୟୁଜର୍ସ ଏପରି କହିଛନ୍ତି। ଜଣେ ବ୍ୟକ୍ତି କାରର ଧୂଳି ଲାଗିଥିବା କାଚରେ କିଛି ଏପରି ଚିତ୍ରକଳା…

ଫିନଲାଣ୍ଡ ଉପରେ ବୋମା ବର୍ଷା କରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର…

ମସ୍କୋ,୨୭।୧୨ : ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରୁଷିଆ ଖୁବ ଶୀଘ୍ର ଉତ୍ତର ମିଲିଟାରୀ ଜିଲାରେ ଏହାର ନୂତନ ତୋପ ଲଗାଇବାକୁ ଯାଉଛି। ଏହା ହେଉଛି ରୁଷିଆର ସାମରିକ ଜିଲା ଯାହା ଫିନଲାଣ୍ଡ ଏବଂ ନରୱେ…

ୟେ ହଲକଟ ଜୱାନୀ..ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଯୁବତୀ: ୨ ମିଲିୟନ୍‌ରୁ ଅଧିକଥର ଦେଖାଗଲାଣି ଏହି ଭିଡିଓ

ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଲୋକମାନେ ଏହିପରି ଭିଡିଓଗୁଡିକ ବହୁତ ପସନ୍ଦ କରନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ବଲିଉଡ ଗୀତରେ ନାଚୁଥିବା ନଜର ଆସିଛନ୍ତି।…

ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ ଆଜିକାଲି ବିବାହ ସିଜିନ୍‌ ଚାଲିଛି। ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଏମିତି…

ଗଞ୍ଜାମରେ କରୋନା ଭୟ ନାହିଁ: ଜିଲାପାଳ

ଛତ୍ରପୁର,୨୭ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟରେ ପୁଣି ଲେଉଟିଲାଣି କରୋନା। ତେବେ ଗଞ୍ଜାମ ଜିଲା ଏଥିପାଇଁ ସଜାଗ ରହିଛି। ଜିଲାରେ ଏବେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏଣୁ ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?