Home

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି…

ନକଲି ନାଁରେ ସ୍କୁଲରେ ପାଠ ପଢୁଥିଲେ କିମ୍‌, କେବେ ବି କେଉଁ ପରୀକ୍ଷାରେ କରିନାହାନ୍ତି ପାସ୍‌

ପ୍ୟୋଙ୍ଗୟାଙ୍ଗ,୨୫ା୧୨: ଆପଣ ନିଶ୍ଚିତ ଭାବରେ ଶାସକମାନଙ୍କର ଅନେକ ରହସ୍ୟମୟ କାହାଣୀ ପଢ଼ିଥିବେ। ଆଜି ଏମିତି ଜଣେ ଶାସକଙ୍କ ବିଷୟରେ କହିବୁ ଯିଏ ପିଲାଦିନରୁ ଅଜବ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ସେ ଏକ ନକଲି ନାଁରେ ସ୍କୁଲରେ ପଢୁଥିଲେ ଏବଂ ତାଙ୍କ ଜେଜେବାପା…

ବାପାଙ୍କ ବିବାହରେ ସରପ୍ରାଇଜ୍‌ ଦେଲେ ପୁଅ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଦମ୍ପତି ଭଉଣୀ ଅର୍ପିତା ଖାନଙ୍କ ଘରେ ବିବାହ କରିଥିଲେ। ଅନେକ ବଲିଉଡ ତାରକା ଅରବାଜ-ଶୌରାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦୁହିଁଙ୍କ ବିବାହର ଫଟୋ…

IND Vs SA: ସେଞ୍ଚୁରିଅନ ଟେଷ୍ଟ ପାଇଁ ବିରାଟ କୋହଲିଙ୍କ ମାଷ୍ଟରପ୍ଲାନ..

ସେଞ୍ଚୁରିଅନ,୨୫।୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ…

ପିଲାଙ୍କୁ ଜାଳି ଦିଆଯାଉଛି, ମହିଳାଙ୍କ ସହ ବଳାତ୍କାର: ହମାସର ଆତଙ୍କରାଜକୁ ନେଇ ପୋପଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁଜେଲମ,୨୫।୧୨: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ୍‌jସ୍ତ୍ରୀ ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ ବନ୍ଧକମାନଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ସଂପର୍କରେ ପୋପଙ୍କୁ ହସ୍ତକ୍ଷେପ କରିବାକୁ କହିଛନ୍ତି। ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ…

ଆୟୁଷ୍ମାନ ଯୋଗରେ ଆସିବ ନୂଆବର୍ଷ ୨୦୨୪: ବିବାହ ପାଇଁ ଏହା କରନ୍ତୁ ପ୍ରେମୀ ଯୁଗଳ…

ପ୍ରୟାଗରାଜ : ନୂତନ ବର୍ଷ ୨୦୨୪ ଆସିବାକୁ ଯାଉଛି। ତେବେ ଅତିବାହିତ ଥିବା ପ୍ରେମୀଯୁଗଳଙ୍କ ପାଇଁ ନୂଆବର୍ଷ ବହୁ ସମ୍ଭାବନା ନେଇ ଆସୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷ ଆୟୁଷ୍ମାନ ଯୋଗରେ ଆସିବାକୁ ଯାଉଛି ଏବଂ ଏହି ଯୋଗକୁ ଅତ୍ୟନ୍ତ…

ସାନଭାଇଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ବଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ବଡ଼ ଭାଇ ସାନଭାଇଙ୍କୁ ହତ୍ୟା କରିଛନ୍ତି। ଭବାନୀପାଟଣା ସହର ବିବିସିପଡ଼ାର ବଡ଼ ଭାଇ ମହେନ୍ଦ୍ର ବାଗ ଓ ସାନଭାଇ ଗଣେଶ ବାଗଙ୍କ…

ଇତିହାସ ରଚିବାକୁ ଆଉ ମାତ୍ର ୧୧ ଉଇକେଟ ଦୂରରେ ଅଶ୍ୱିନ୍‌

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଆର ଅଶ୍ୱିନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି।…

ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଧାନଚାଉଳ ଖାଇଲେ

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୩ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଏହି ହାତୀପଲ ରବିବାର ରାତିରେ ସାହାରପଡ଼ା ସେକ୍ସନରୁ ବୈତରଣୀ ନଦୀ ପାର ହୋଇ ପାଟଣା ସେକ୍ସନରେ ଘର ଭାଙ୍ଗିବା ସହ ଘର ଭିତରୁ…

ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କୁ ମଧ୍ୟ ସ୍ମରଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଦଳରେ ଯୋଗ ଦେଲେ ଏହି ଖେଳାଳି

ସେଞ୍ଚୁରିଅନ୍‌,୨୫।୧୨: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତି ନାହିଁ।…

ବୁଷ୍ଟର ଡୋଜ ନେବା ଜରୁରୀ କି ? କେବେ ଦିଆଯିବ ଚତୁର୍ଥ ଟିକା: ଜେଏନ.୧ ଭାରିଆଣ୍ଟ ନେଇ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୨ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥି ସହିତ, ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂତନ ସବ-ଭାରିଆଣ୍ଟ ଜେଏନ.୧ ଭାରତରେ ପ୍ରବେଶ କରିଛି। କେରଳରେ ପ୍ରଥମ ମାମଲା ରିପୋର୍ଟ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?