ମୁସଲିମ ଦେଶ ଫେଲ, ଏବେ ମୋଦି କରିବେ ଯୁଦ୍ଧର ଶେଷ, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇମାମ ବୁଖାରିଙ୍କ ଅପିଲ
ନୂଆଦିଲ୍ଲୀ,୩୦।୧୨: ମଧ୍ୟ ପୂର୍ବର ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆର୍ମି (ଆଇଡିଏଫ)ର ଆକ୍ରମଣ ଗତ ୩ ମାସ ଧରି ଚାଲିଆସୁଛି। ଏହି ଯୁଦ୍ଧରେ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ବର୍ତ୍ତମାନ ଏହା ଉପରେ ଦିଲ୍ଲୀର ଜାମା…
ବ୍ୟାଣ୍ଡ-ବାଜା ନେଇ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ବିଗି, ଦେଲା ହଟ୍ ସରପ୍ରାଇଜ, ଭିଡିଓ ଭାଇରାଲ
ଫୁଡ ଡେଲିଭରି କମ୍ପାନୀ ଭାବେ ପରିଚିତ ସ୍ବିଗି ତାଙ୍କ ଗ୍ରାହକଙ୍କୁ ଠିକ୍ ସମୟରେ ଫୁଡ ଡେଲିଭରି କରି ଲୋକପ୍ରିୟ ହୋଇପାରିଛି। ବେଳେବେଳେ ସ୍ବିଗି ନିଜ ଗ୍ରାହକଙ୍କୁ ଫୁଡ ଡେଲିଭରି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ। ଯେପରି ଖାଦ୍ୟରେ ଡିସକାଉଣ୍ଟ ଦେବା…
ବେଲଣା କାଠି, ଚପଲ, ଝାଡୁରେ ଆଙ୍କିଲେ ଚିତ୍ର, ଭିଡିଓ ଦେଖିଲେ
ଜଣେ ଚିତ୍ରକର କିଛି ଏପରି ଅଦ୍ଭୁତପୂର୍ବ ଚିତ୍ର କରନ୍ତି ଯେ, ଜଣେ ସାଧାରଣ ମଣିଷ ତାକୁ କେବେ ବି କଳ୍ପନା ମଧ୍ୟ କରିପାରିବ ନାହିଁ। କଳ୍ପନା ସାଗରରେ ବୁଡି ଚିତ୍ରକର ଏମିତି କିଛି ଆଙ୍କି ଦିଅନ୍ତି ଯାହାକୁ ବୁଝିବା ଆମ ପକ୍ଷେ…
୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି କୋହଲିଙ୍କ ନାଁ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ରୋନାଲ୍ଡୋ
ନୂଆଦିଲ୍ଲୀ,୩୦।୧୦: ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ରହିଛି। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ବିଶ୍ୱକପ୍ ୨୦୨୩ରେ ମଧ୍ୟ…
ଏମିତି ଗବେଷଣା କରାଯିବ, ମଣିଷ ଜୀବିତ ରହିବ ୧୫୦ ବର୍ଷ, ୨୦୨୪କୁ ନେଇ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ
୨୦୨୩ବର୍ଷ ଶେଷ ହେଉଛି ଏବଂ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ୨୦୨୪ବର୍ଷ ବିଶ୍ୱ ପାଇଁ କିପରି ହେବ ସେନେଇ ଫ୍ରାନ୍ସର ଜ୍ୟୋତିଷ ନୋଷ୍ଟ୍ରାଡାମସ ଅନେକ ଭବିଷ୍ୟବାଣୀ କରିଛନ୍ତି। ଷୋଡଶ ଶତାବ୍ଦୀର ନୋଷ୍ଟ୍ରାଡାମସ ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ୧୫୫୫ରେ ଭବିଷ୍ୟତ…
ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା
ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ…
‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ
ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର ମୂଳ…
ଦୁହ୍ଲନିୟା-୩ରେ ଧମାଲ କରିବେ ବରୁଣ
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଦମଦାର ଅଭିନୟ ପାଇଁ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ହିଟ ମୁଭି ଦେଇଛନ୍ତି। ‘ହମ୍ପ୍ଟି ଶର୍ମା କି ଦୁହ୍ଲନିଆ’ ଏବଂ ‘ବଦ୍ରିନାଥ କି ଦୁହ୍ଲନିଆ’…
ସାଇକେଲରେ ଏମିତି ଷ୍ଟଣ୍ଟ କଲେ ଯୁବତୀ…
ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏପରି ଅଦ୍ଭୁତ ଭିଡିଓ ଦେଖିଥାଉ ଯାହା ଆମକୁ ହସାଇଥାଏ। ବେଳେବେଳେ ଆମେ ମଧ୍ୟ କିଛି ସୂଚନାପୂର୍ଣ୍ଣ ଭିଡିଓ ପାଇଥାଉ ଯାହାକୁ ଦେଖିବା ଦ୍ୱାରା ଆମେ କିଛି ଶିଖିଥାଉ। ବେଳେବେଳେ ଏହା ଘଟେ ଯେ କିଛି ଭିଡିଓ…
ସ୍ବାମୀଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଓଢଣା ତଳେ ଗୁଟଖା ଖାଉଥିଲେ ବୋହୂ, ମାମଲା ପହଞ୍ଚିଲା…
ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ସେମାନଙ୍କ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ ଘରର ବୋହୂ ଲୁଚାଇ ଲୁଚାଇ ଓଢଣା ତଳେ…
ସୁକନ୍ୟା ଯୋଜନା ସୁଧ ହାର ୮.୨%କୁ ବୃଦ୍ଧି
ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ…
ନଭେମ୍ବରରେ କୋର୍ ଇଣ୍ଡଷ୍ଟ୍ରିର ଉତ୍ପାଦନ ୭.୮% ବୃଦ୍ଧି
ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ ୫.୭% ରହିଥିଲା। ଏ ନେଇ ଶୁକ୍ରବାର ବାଣିଜି୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ…

