ସତବୀରଙ୍କୁ ଭବ୍ୟ ସ୍ବାଗତ
ମାଲକାନଗିରି/କାଲିମେଳା,୧୧ା୧ (ଦୁର୍ଯ୍ୟୋଧନ ପାତ୍ର/ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସତବୀର ସିଂ । ସେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ବୁଧବାର ନିଜ ଗ୍ରାମକୁ ଫେରିଛନ୍ତି।…
ନିର୍ବାଚନ ଇସ୍ତାହାରରେ ବିଏସ୍କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ
ଭୁବନେଶ୍ୱର,୧୧।୧(ଅନିଲ ଦାସ)ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫-ଟି…
୧୪ରୁ ସିକେ ନାଇଡୁ ଟ୍ରଫି କ୍ରିକେଟ
ସମ୍ବଲପୁର,୧୧ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୨୩ବର୍ଷରୁ କମ୍ ସର୍ବଭାରତୀୟ କର୍ନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିସକାଶେ ପ୍ରସ୍ତୁତି ଶେଷ…
ପରିଚୟ ଖୋଜୁଛି ‘କବିତ୍ରା’
କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ମୁଖ୍ୟାଳୟକୁ ଲାଗିଥିବା କବିତ୍ରା ଗ୍ରାମ ଅପହଞ୍ଚ ହୋଇ ରହିଛି। ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁ ଗ୍ରାମକୁ ରାଜସ୍ବ ମାନ୍ୟତା ମିଳି ନ ଥିବାରୁ ଏଠାରେ ରହୁଥିବା ଲୋକେ ସରକାରୀ ଯୋଜନା ଓ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି।…
ମାଳଦ୍ୱୀପ-ଚାଇନା ୨୦ ଚୁକ୍ତି
ବେଜିଂ/ମାଲେ/ନୂଆଦିଲ୍ଲୀ,୧୧ା୧: ଲାକ୍ଷାଦ୍ୱୀପକୁ ନେଇ ଭାରତ ସହ ମାଳଦ୍ୱୀପର କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ଏଭଳି ସମୟରେ ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ଡ. ମୋହମ୍ମଦ ମୁଇଜୁ ବୁଧବାର ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ଙ୍କୁ ଭେଟିଛନ୍ତି। ଏହି…
ଚାଷୀଙ୍କୁ ଭେଳିକି କାନପୁର ପ୍ରକଳ୍ପ
କେନ୍ଦୁଝର,୧୧ା୧(ଦୀପକ ମିଶ୍ର)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅଞ୍ଚଳରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଭେଳିକି ହୋଇଛି। ମୁଖ୍ୟ ଶାସନ ସଚିବ ଜିଲା ଗସ୍ତ ସମୟରେ ୨୦୨୩ ଜୁନ୍ରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଡିସେମ୍ବରରେ ଜମିକୁ ପାଣି ମାଡ଼ିବ…
କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ
ନୀଳଗିରି, ୧୧।୧(ପ୍ରଶାନ୍ତ ବିଶ୍ୱାଳ)ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ…
ନିଅଁରେ ବ୍ୟବହାର ହେଉଛି ପାଉଁଶ ଇଟା
ନୟାଗଡ଼,୧୧।୧(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରର ପ୍ରତ୍ୟକ୍ଷ ଦେବୀ ମା’ଦକ୍ଷିଣକାଳୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ପାଇଁ ନିଅଁରେ ପାଉଁଶ ଇଟା ବ୍ୟବହାର କରାଯାଉଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ନିଅଁ ଖୋଳାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ…
ସାବଧାନ ! ରାମ ମନ୍ଦିର ଉଦଘାଟନ ପୂର୍ବରୁ ଠକେଇ ଆରମ୍ଭ: ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର…
ନୂଆଦିଲ୍ଲୀ,୧୧।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକିବା ଆରମ୍ଭ କରିଛନ୍ତି। ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଠକମାନେ ପ୍ରଭୁ…
ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…
ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି। ମାତ୍ର…
ଜଗତ୍ସିଂହପୁର ଜିଲା ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର,୧୦ା୧(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତ୍ସିଂହପୁର ଜିଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବୁଧବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର…
ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା
ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା…

