Home

ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

କେନ୍ଦ୍ରାପଡ଼ା,୧୦ା୧: ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା, ରାଜ୍ୟ ସଭା ସଦସ୍ୟା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ…

ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

ଇମ୍ଫାଲ,୧୦।୧: ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି। ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ…

ବିନାଶକାଳେ ବିପରୀତ ବୁଦ୍ଧି…ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେବା ନିଷ୍ପତ୍ତିକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୧୦।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଏମ୍‌ପି ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ନିମନ୍ତ୍ରଣକୁ…

୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ସଦ୍‌ଦ୍ଭାବନା ସଭାଗୃହ ପ୍ରକୋଷ୍ଠଠାରେ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଗୋପାଳପୁର ବେଳାଭୂମି…

ବ୍ୟକ୍ତିଗତ କାରଣ ପାଇଁ ପ୍ରଥମ ମ୍ୟାଚ୍‌ରୁ ଓହରିଲେ କୋହଲି

ମୋହାଲି,୧୦।୧: ମୋହଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ। ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି, କୋହଲି ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ମ୍ୟାଚରେ ଖେଳିବେ। ଭାରତ ପାଇଁ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୦ା୧(ଦୁର୍ଯ୍ୟୋଧନ ପାତ୍ର): ଜଣେ ମହିଳା ମାଓବାଦୀ ବୁଧବାର ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମହିଳା ମାଓବାଦୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲା କଟକକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡବି…

ବିଶ୍ୱର ଟପ୍‌-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ, ମୁଁ ଦେଉଛି ଗ୍ୟାରେଣ୍ଟି: ମୋଦି

ନୂଆଦିଲ୍ଲୀ,୧୦।୧: ଭାଏବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମେ ଏକ ଲକ୍ଷ୍ୟ ସ୍ଥିର କରିଛୁ ଯେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବା…

Instagram Scam: ପୋଷ୍ଟ ଲାଇକ୍‌ କରିବା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଠକେଇରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍‌ଲାଇନ୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ ଉପାୟକୁ…

ଚୁଚୁନ୍ଦ୍ରାକୁ ଜାବୁଡି ଧରି ୧୨ ଘଣ୍ଟା ଗଛରେ ଓହଳି ରହିଲା ଅଜଗର: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସାପ ଶିକାର କରୁଥିବା ଏକ ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଏକ ଅଜଗର ସାପ ଚୁଚୁନ୍ଦ୍ରାକୁ ଧରି ଗଛ ଡାଳରେ ଓହଳି ଥିବା ଦେଖାଯାଇଛି। ଇନଷ୍ଟାଗ୍ରାମ ୟୁଜର୍ସ Stuart McKenzie ଘଟଣାର ଭିଡିଓ ଶେୟାର କରିଛନ୍ତି।…

ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ନୂଆଦିଲ୍ଲୀ,୧୦।୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା…

ବ୍ଲଡ୍‌ ଗ୍ରୁପ୍‌ରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ବ୍ଲଡ୍‌ଗ୍ରୁପ୍‌ରୁ ଆପଣ ଜାଣିପାରିବେ ଆପଣଙ୍କ ବ୍ୟକ୍ତିତ୍ୱ କିପରି। ୧୯୨୦ରୁ ଜାପାନରେ ଏହା ଏକ ଉଚ୍ଚ ମାନ୍ୟତା ପାଇଛି। ଏପରିକି ଲୋକମାନେ ସେମାନଙ୍କର ସିଭି ଏବଂ ଡେଟିଂ ପ୍ରୋଫାଇଲରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି। ଆପଣଙ୍କ ପ୍ରକୃତି କ’ଣ ଆପଣ କେଉଁ ପ୍ରକାରର…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଆଫଗାନିସ୍ତାନକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୦।୧: ଜାନୁଆରୀ ୧୧ରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଆଫଗାନିସ୍ତାନ ଏକ ବଡ଼ ଝଟକା ଦେଇଛି। ଦଳର ଭେଟେରାନ ଖେଳାଳି ରସିଦ ଖାନ ପୁରା ସିରିଜରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?