Home

Viral Video: ଛୋଟ ଯାନରେ ଯାଉଛି ବିଶାଳକାୟ ହାତୀ, ଦେଖିଲେ କହିବେ…

ଆପଣ ରାସ୍ତାରେ ହାତୀ ଚଳପ୍ରଚଳ କରୁଥିବାର ନିଶ୍ଚିତ ଦେଖିଥିବେ। ମାତ୍ର ଏକ ଛୋଟ ଯାନରେ ଏକ ବିଶାଳକାୟ ହାତୀକୁ ନେବା ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ…

ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ…

ବିବାହିତ ଯୋଡି ହେବେ ମାଲାମାଲ, ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା

ନୂଆଦିଲ୍ଲୀ,୧୭।୧: ଯଦି ଜଣେ ବିବାହିତ ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। କାରଣ ବିବାହିତ ଲୋକଙ୍କ ପାଇଁ ସରକାର ଏକ ଚମତ୍କାର ଯୋଜନା ଚଳାଇଛନ୍ତି। ଏଥିରେ ବିନିଯୋଗ କରି ଆପଣ ମାସକୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ…

ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁସ୍ତକ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ର ଏକ କପି ଦେଇଥିଲେ।…

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି

ଥିରୁଭାନନ୍ତପୁରମ୍‌,୧୭।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସକାଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଧଳା ଧୋତି, କୁର୍ତ୍ତା ଏବଂ ଶାଲ୍‌ ପିନ୍ଧି କେରଳର…

କଂଗ୍ରେସ ଉପରେ ବର୍ଷିଲେ ମୋଦି

ଥିରୁଭାନନ୍ତପୁରମ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ କାମ କରିଛୁ। ଆମ କାର୍ଯ୍ୟର ପ୍ରଭାବ ଦେଶରେ ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି,…

ବିମାନ ଛାଡିବାର ଥିଲା, ପାଇଲଟ କହିଲେ ଏମିତି କଥା ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୧: ଗୋଟିଏ ପଟେ କୁହୁଡ଼ି ଯୋଗୁ ବିମାନ ସେବା ପ୍ରଭାବିତ ହେଉଥିବାବେଳେ ଅନ୍ୟ ପଟେ ପାଟନା ବିମାନବନ୍ଦରରେ ବୁଧବାର କିଛି ଘଟିଛି ଯାହା ପାଇଲଟଙ୍କ କଥା ଶୁଣି ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିମାନ ଭିତରେ ବସିଥିବା ଯାତ୍ରୀମାନେ ପାଟନା ଠାରୁ…

ପ୍ରତିକ ଗାନ୍ଧୀଙ୍କ ସହ ରୋମାନ୍ସ କରିବେ ବିଦ୍ୟା ବଲାନ

ମୁମ୍ବାଇ: ଜାନୁଆରୀ ୧୬ରେ ବିଦ୍ୟା ବଲାନ ଇନଷ୍ଟାଗ୍ରାମରେ ଏକ ସିକ୍ରେଟ ପୋଷ୍ଟ ସହିତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ଯାହା କହିବାକୁ ଚାହିଁଲେ ତାଙ୍କର ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଦୁଇ ହାତର ଭିକ୍ଟ୍ରି ସାଇନ…

ଇତିହାସ ରଚିବାକୁ ଯାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିବାର ଦ୍ୱାରସ୍ଥ ହୋଇଛି। ବୁଧବାର ଯେତେବେଳେ ଟିମ ଇଣ୍ଡିଆ ବେଙ୍ଗାଲୁରୁରେ ଆଫଗାନିସ୍ତାନକୁ ଭେଟିବ, ସେତେବେଳେ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇବ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର…

ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବହୁତକୁ ବଡ ସଫଳତା ମିଳିଛି। ହିଜବୁଲ ମୁଜାହିଦ୍ଦିନର ଜଣେ ବଡ ଫାଇନାନ୍ସରଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀରର ସୋପୋର…

ଆଧାର କାର୍ଡ ଜନ୍ମ ତାରିଖର ପ୍ରମାଣ ଭାବେ ଧରାଯିବନି

ନୂଆଦିଲ୍ଲୀ,୧୭।୧: ଆଧାର କାର୍ଡ ସମ୍ବନ୍ଧରେ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ। ଇପିଏଫଓ ଏହାକୁ ବୈଧ ଦଲିଲ ତାଲିକାରୁ ବାଦ ଦେଇଛି ।…

ବିମାନ ଟଏଲେଟରେ ଫସି ଗଲେ ଯାତ୍ରୀ, ସେହିଠାରେ ବସି ଶେଷ କଲେ ଯାତ୍ରା

ନୂଆଦିଲ୍ଲୀ,୧୭।୧: ସ୍ପାଇସଜେଟ ଏୟାରଲାଇନ୍ସର ମୁମ୍ବାଇ-ବାଙ୍ଗାଲୋର ବିମାନରେ ଥିବା ଜଣେ ଯାତ୍ରୀ ୧ଘଣ୍ଟା ୩୦ ମିନିଟ ପାଇଁ ଶୌଚାଳୟରେ ଅଟକି ରହିଥିଲେ। ଯାନ୍ତ୍ରିକ ତ୍ରୁଟି ହେତୁ ଟଏଲେଟ ଗେଟ ଖୋଲା ନ ଥିବାରୁ ଯାତ୍ରୀ ବାହାରକୁ ଯାଇପାରିନଥିଲେ। ବିମାନଟି ବେଙ୍ଗାଲୁରୁର କେମ୍ପାଗୋଡା ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?