ମଣିପୁରରେ ପୁଣି ହିଂସା!
ଇମ୍ଫାଲ,୧୭।୧: ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବୋମା ଫିଙ୍ଗି ଏସବିଆଇ…
ସେନା ଶକ୍ତିରେ ଆମେରିକା ନମ୍ବର ଓ୍ବାନ, ଜାଣନ୍ତୁ ଭାରତ ରହିଛି କେତେ ନମ୍ବରରେ
ନୂଆଦିଲ୍ଲୀ,୧୭।୧: ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ଦେଶ। ଗ୍ଲୋବାଲ ଫାୟାର୍ ପାୱାର୍ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ର଼୍ୟାଙ୍କିଙ୍ଗରେ ଆମେରିକା ସାମରିକ ଶକ୍ତି ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହୋଇଛି। ରୁଷିଆ…
ଗୁମର ଖୋଲିଲା ଇରାନ ଏୟାର ଷ୍ଟ୍ରାଇକ! କେମିତି ନିଜ ଜାଲରେ ଫସିଗଲା ପାକିସ୍ତାନ
ନୂଆଦିଲ୍ଲୀ/ବାଗଦାଦ,୧୭।୧: ଇରାନ ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଦୁଇଟି ଆତଙ୍କବାଦୀ ବେସ ଉପରେ ବୋମା ପକାଇ ପାକିସ୍ତାନର ଗୁମର ଖୋଲିଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନର ଶିବିର ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଏବଂ କୁହାଯାଉଛି…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ୫୭ବର୍ଷ ପୂର୍ବରୁ ଡାକ ଟିକେଟରେ ଲେଖାଯାଇଥିଲା ସମୟ!
ନୂଆଦିଲ୍ଲୀ,୧୭।୧: ରାମ ମନ୍ଦିରକୁ ନେଇ ନିକଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଆଶା ଉଦ୍ଦୀପନା ସେତିକି ବୃଦ୍ଧି ପାଉଛି। ଏହାରି ଭିତରେ ନେପାଳର ଏକ ଡାକ…
ଭଏସ କ୍ଲୋନିଂରେ ଦେଶରେ ସର୍ବାଧିକ ଠକେଇ, ଏମିତି କଲ ଆସିଲେ କରିବେ କ’ଣ
ନୂଆଦିଲ୍ଲୀ,୧୭।୧: ଆଜିକାଲି ଭଏସ କ୍ଲୋନିଂ ଠକେଇର ଏକ ନୂଆ ମାଧ୍ୟମ ପାଲଟିଛି। ଠକମାନେ ପୀଡ଼ିତଙ୍କ ଘନିଷ୍ଠ ସମ୍ପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହିତ ନିଜ ସ୍ବରରେ ଫୋନରେ କଥାବାର୍ତ୍ତା କରନ୍ତି ଏବଂ ଏହା ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଦର୍ଶାଇ ହଜାର…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ
ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ହାଇକୋର୍ଟରେ ଏକ ଜନହିତ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ…
ଷ୍ଟପର ଭାଙ୍ଗି ପ୍ଲାଟଫର୍ମରେ ପଶିଗଲା ଛତିଶଗଡ଼ ଏକ୍ସପ୍ରେସ
ବିଲାସପୁର,୧୭।୧: ଛତିଶଗଡ଼ର ବିଲାସପୁର ରେଳ ଷ୍ଟେଶନରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଛତିଶଗଡ଼ ଏକ୍ସପ୍ରେସ ମଙ୍ଗଳବାର ରାତିରେ ଷ୍ଟେଶନରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନାନୁସାରେ, ଇଞ୍ଜିନକୁ କୋଚରୁ ଅଲଗା କରୁଥିବା ବେଳେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟପର…
China Virus: ବିଶ୍ୱକୁ ପୁଣି ବିପଦରେ ପକାଇବ ଚାଇନା, କରୋନା ଭଳି ଘାତକ ଭାଇରସକୁ ମୂଷା ଉପରେ କରୁଛି ପରୀକ୍ଷା
ବେଜିଂ,୧୭।୧: ସମଗ୍ର ବିଶ୍ୱରେ ୩ ବର୍ଷ ପୂର୍ବେ ତଥା ୨୦୨୦ରେ କରୋନା ପରି ଏକ ବିପଜ୍ଜନକ ରୋଗ ନିଦ ହଜାଇଦେଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା। ସମଗ୍ର ବିଶ୍ୱ ଚାଇନାକୁ କରୋନା ରୋଗ ପାଇଁ ଦାୟୀ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଶରଦ ପାଓ୍ବାରଙ୍କୁ ମିଳିଲା ନିମନ୍ତ୍ରଣ
ମୁମ୍ବାଇ,୧୭।୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଚିଠି ଲେଖି କୃତଜ୍ଞତା…
ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା…
ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍ରେ ରଖିଛି। ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ…
‘ସିଙ୍ଘମ ଏଗେନ୍’ର ଝଲକ ଦେଖାଇଲେ ରୋହିତ
ବମ୍ବେ: ବହୁ ପ୍ରତିକ୍ଷିତ ଫିଲ୍ମ ‘ସିଙ୍ଘମ ଏଗେନ୍’ର ଝଲକ ଦେଖାଇଛନ୍ତି ନିର୍ମାତା ରୋହିତ ସେଟ୍ଟୀ। ଚଳିତ ବର୍ଷ ସିନେମା ରିଲିଜ ହେବ। ଏଥିରେ ଅଭିନେତା ଅଜୟ ଦେବଗନ ଦମ୍ଦାର ଆକ୍ସନ କରୁଥିବା ନଜର ଆସିବେ। ଏହାଛଡ଼ା ନାୟିକା ଭୂମିକାରେ କରିନା କପୁରଙ୍କୁ…
ଦାମୀ ଡ୍ରେସ୍ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍ପି, ଅଭିଯୋଗ ପରେ ଦେଲେ ଇସ୍ତଫା
ଓ୍ବେଲିଂଟନ,୧୬।୧: ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ଆଉ ଜଣେ ଏମ୍ପି। ହେଲେ ସେ ସଂସଦରେ ଗୀତ ଗାଇ କିମ୍ବା ଭାଷଣ ଦେଇ ନୁହେଁ ବରଂ ଚୋରି ଅଭିଯୋଗକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଜବ ଲାଗିଲେ ହେଁ ଘଟଣାଟି ସତ୍ୟ। ଏମ୍ପିଜଣଙ୍କ ହେଲେ ଗୋଲରିଜ…

