Home

ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସର ହୋଶ୍‌ ଉଡିଲା

କାନପୁର,୧୬।୧: ଉତ୍ତର ପ୍ରଦେଶର କାନପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସ ବିଭାଗର ହୋଶ୍‌ ଉଡିଯାଇଛି। ଛାତ୍ର ଜଣକ ଇଣ୍ଡିଗୋ ଏୟାରଲାଇନ୍ସର କଷ୍ଟମର କେୟାରକୁ ଫୋନ କରି ଧମକ ଦେଇଥିଲେ। ଏହା ପରେ କମ୍ପାନୀ ଦିଲ୍ଲୀ ପୋଲିସ ଅଧିକାରୀଙ୍କୁ…

ରାମ ମନ୍ଦିର ଉଦଘାଟନରେ ଯିବେ ନାହିଁ ରାହୁଲ, କହିଲେ ଏହା ମୋଦିଙ୍କ ରାଜନୈତିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୬।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୨ ଜାନୁଆରୀ ୨୦୨୪ ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନ (ଆରଏସଏସ) ଏବଂ…

ବିନା ଚାର୍ଜିଂରେ ଫୋନ୍‌ ଚାଲିବ ୫୦ ବର୍ଷ

ନୂଆଦିଲ୍ଲୀ,୧୬।୧: ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍‌। ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ। ନୂଆ ଟେକ୍ନୋଲୋଜି ଦ୍ୱାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ। ଚାଇନାରେ ଏକ ଷ୍ଟାର୍ଟ ଅପ…

ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା

ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ ଅବିଶ୍ୱସନୀୟ…

କୈକେୟି ଭୂମିକାରେ ଲାରା ଦତ୍ତ

ମୁମ୍ବାଇ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ରାମାୟଣ ପୁଣି ଥରେ ଚର୍ଚ୍ଚାରେ ଅଛି। ପ୍ରତ୍ୟେକ ଥର ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କିଛି ନୂଆ ଅପଡେଟ ବାହାରକୁ ଆସୁଛି। ଏଥିରେ ରଣବୀର କପୁର ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ସାଇ ପାଲ୍ଲବି…

ଯେଉଁ ୩ ଜଣ ବନ୍ଦୀଙ୍କ ଭିଡିଓ ଜାରି କରିଥିଲା ହମାସ, ଏବେ ସେମାନଙ୍କ ମଧ୍ୟରୁ ୨ ମୃତ

ଜେରୁଜେଲମ,୧୬।୧: ପ୍ରାୟ ୧୦୦ଦିନରୁ ଅଧିକ ସମୟ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯେଉଁଠାରେ ଇସ୍ରାଏଲ ହମାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥି…

ହିମସ୍ଖଳନରେ ଫସିଲେ ୧ହଜାର ପର୍ଯ୍ୟଟକ

ବେଜିଂ,୧୬।୧: ଚାଇନାର ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ହିମ ସ୍ଖଳନ ବା ବରଫ ଝଡ଼ ପରେ ପାଖାପାଖି ୧ ହଜାର ପର୍ଯ୍ୟଟକ ଦୂର ଦୂରାନ୍ତର ଗ୍ରାମରେ ଫସି ରହିଛନ୍ତି, ଯେଉଁଠାରେ କିଛି ମିଟର ଉଚ୍ଚତାର ବରଫ ପାତ ଓ ଖରାପ ମୌସୁମୀ କାରଣରୁ…

ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୮୦ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ନୂଆଦିଲ୍ଲୀ,୧୬।୧: କରୋନା ମହାମାରୀ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିଛି । ପ୍ରତିଦିନ ନୂଆ ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୧୮୦ଟି ନୂଆ ମାମଲା ରେକର୍ଡ ହୋଇଛି। ଏହା ସହିତ…

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦରେ ହିନ୍ଦୁ ପକ୍ଷକୁ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ନେଇଛନ୍ତି। ଏହି ମସଜିଦକୁ ସର୍ଭେ କରିବା ପାଇଁ କମିଶନର ନିଯୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ…

‘ଲେଟର ବମ’ ଫୁଟାଇଲେ ସୁକେଶ ଚନ୍ଦ୍ରଶେଖର, ସିବିଆଇ-ଏଲଜିଙ୍କୁ କଲେ ଅଭିଯୋଗ

ନୂଆଦିଲ୍ଲୀ,୧୬।୧: ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଆଉ ଏକ ଲେଟର ବୋମା ଫିଙ୍ଗିଛନ୍ତି। ସୁକେଶ ଚନ୍ଦ୍ରଶେଖର ସିବିଆଇ ଏବଂ ଦିଲ୍ଲୀ ଏଲଜି ବା ଉପରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଠକ ସୁକେଶ…

ଆମେରିକାର ରାଷ୍ଟ୍ରପତି ପଦ ଦୌଡରୁ ଓହରିଲେ ରାମସ୍ବାମୀ

ଓ୍ବାଶିଂଟନ୍‌,୧୬।୧: ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜର ଦାବି ପ୍ରତ୍ୟାହୃତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ବିଷୟରେ ରାମସ୍ବାମୀ କହିଛନ୍ତି। ବିବେକ ରାମସ୍ବାମୀ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ରାମସ୍ବାମୀ…

Fifa Awards 2023: ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି

ନୂଆଦିଲ୍ଲୀ,୧୬।୧୨: ଗତ ଚାରି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଛନ୍ତି। ଏକ କଡ଼ା ପ୍ରତିଯୋଗିତାରେ ସେ ନରୱେ ଷ୍ଟ୍ରାଇକର ଏରଲିଙ୍ଗ ହାଲାଣ୍ଡଙ୍କୁ ପଛରେ ପକାଇ ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?