ଭାଜପା କହିଛି, ମିଛ କହୁଛନ୍ତି ରାହୁଲ
ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟା ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଜାତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓବିସିରେ ଜନ୍ମ ହୋଇନାହାଁନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରେ…
ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା
ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ…
Video: ଶାହାରୁଖ ଖାନ୍ଙ୍କ ଘର ଭିତର ଦୃଶ୍ୟ ଲିକ୍, ପଡ଼ୋଶୀଙ୍କ ଏଭଳି କାର୍ଯ୍ୟ ଦେଖି ପ୍ରଶଂସକ ଖପ୍ପା
ବମ୍ବେ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର ଦୃଶ୍ୟ…
ନିର୍ବାଚନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଶହୀଦ
ଇସଲାମାବାଦ,୮।୨: ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ଭୋଟ ଗ୍ରହଣ ଆଜି ଅର୍ଥାତ୍ ଗୁରୁବାର ସକାଳେ ଆରମ୍ଭ ହୋଇଛି। ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି। ଆତଙ୍କବାଦୀମାନେ ଖାଇବର…
ଜିଲ୍ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍ କରିଥିଲେ ବାଇଡେନ୍…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ
ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ…
ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ
ଭୁବନେଶ୍ୱର,୮ା୨(ଅନିଲ ଦାସ): ରାଜ୍ୟ ସରକାର ଯେତେ ଯାହା ବିକାଶ କଲେ ମଧ୍ୟ ବିରୋଧୀ ଦଳଙ୍କୁ ତାହା ଦେଖାଯାଉନାହିଁ। ଯେକୌଣସି କଥାରୁ ଖିଅ ବାହାର କରିବା ବିରୋଧୀଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ସେ…
ଇତିହାସ ସୃଷ୍ଟି କଲେ ମୂଳ ଭାରତୀୟ ବରୁଣ ଘୋଷ, ଭଗବତ ଗୀତା ସହ ଶପଥ ନେଇଥିବା ପ୍ରଥମ ସିନେଟର
ମେଲବର୍ନ,୮।୨: ପବିତ୍ର ହିନ୍ଦୁ ଶାସ୍ତ୍ର ଭଗବଦ ଗୀତା ଉପରେ ଶପଥ ଗ୍ରହଣ କରିଥିବା ଭାରତୀୟ ମୂଳ ବାସିନ୍ଦା ବରୁଣ ଘୋଷ ପ୍ରଥମ ସିନେଟର ଭାବେ ଇତିହାସ ରଚିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଅଷ୍ଟ୍ରେଲିୟ ଲେବର ପାର୍ଟି (ଏଲପି) ସିନେଟର ପାଟ୍ରିକ ଡୋଡସନ…
ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ବର୍ଗର ନୁହେଁ
ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ଜାତିର ନୁହଁନ୍ତି। ସେ ଗୁଜୁରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ରେ ଓବିସିରେ ସେହି ସମ୍ପ୍ରଦାୟକୁ ଭାଜପା ଅନ୍ତର୍ଭୁକ୍ତ କରିଥିଲା।…
ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ
ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଫିଲ୍ମ ଆର୍ଟିକିଲ ୩୭୦ର ଟ୍ରେଲର ଆଜି ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଲଞ୍ଚରେ ୟାମି ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଥିଲେ। ୟାମି ଗୌତମ ଏବଂ ଆଦିତ୍ୟ ଧର ମାତାପିତା ହେବାକୁ…
‘ମଥୁରା-କାଶୀରେ ମନ୍ଦିର ଭଙ୍ଗାଯାଇ ମସଜିଦ୍ ନିର୍ମାଣ କରାଯାଇଛି… ସର୍ଭେ, କୋର୍ଟର ଆବଶ୍ୟକତା ନାହିଁ’
ନୂଆଦିଲ୍ଲୀ,୮।୨: ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ଅଲିଗଡ ମୁସଲିମ୍ ୟୁନିଭର୍ସିଟିର ପ୍ରଫେସର ତଥା ଜଣାଶୁଣା ଐତିହାସିକ ଇରଫାନ ହବିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମଥୁରା ଏବଂ କାଶୀର ମନ୍ଦିର ଭାଙ୍ଗି ମସଜିଦ ର୍ନିମାଣ କରାଯାଇଛି। ଅନେକ ଇତିହାସ ପୁସ୍ତକରେ ଏହାର…
ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…
ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି। ଦଳ…
ମାଲ୍ବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
କୋରାପୁଟ,୮ା୨(ଅମିତାଭ ବେହେରା): ଆନ୍ଧ୍ରର କୋତାବାଲସା-କିରୁଣ୍ଡଲ ରେଳପଥର ବୋରାଗୁହାଲୁ ଷ୍ଟେଶନଠାରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଗୁରବାର ଆନ୍ଧ୍ରପ୍ରଦେଶ ବୋରାଗୁହାଲୁ ଷ୍ଟେଶନ ନିକଟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ଆନ୍ଧ୍ରର କୋତାବାଲସା ଷ୍ଟେଶନରେ ବିଶାଖାପାଟଣା-କିରୁଣ୍ଡଲ ଯାତ୍ରୀବାହୀ ଟ୍ରେନ୍ ଅଟକି…

