Home

ପ୍ରତିଶୋଧ ନେବ ଭାରତ: ୬ ମାସ ଭିତରେ ଦ୍ୱିତୀୟଥର ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ଖେଳାଯିବ ଫାଇନାଲ୍‌

ନୂଆଦିଲ୍ଲୀ,୮।୨: ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧ ଉଇକେଟରେ ପରାସ୍ତ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ଖେଳିଥିଲା ଏବଂ ଏହି ବିଜୟ ସହିତ ସେମାନେ ଭାରତ…

Chocolate Day: ସାଥୀଙ୍କୁ ଚକୋଲେଟ୍‌ ଦେଇ ଏପରି କିଣନ୍ତୁ ମନ…

ଫେବୃଆରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ସ୍ବତନ୍ତ୍ର। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ ସ୍ମରଣୀୟ ତଥା ଉଜ୍ଜୀବିତ କରିବା ପାଇଁ ଯୁବବର୍ଗ ଏହାକୁ ସପ୍ତାହେ ଧରି ପାଳନ କରିଥାନ୍ତି।…

ଫେସବୁକ ଲାଇଭ କରି ଉଦ୍ଧବ ଗ୍ରୁପ ନେତାଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୮।୨: ମୁମ୍ବାଇରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁରୁବାର (ଫେବୃଆରୀ ୮) ସାରେ ମୁମ୍ବାଇର ଦହିସର ଅଞ୍ଚଳରେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ତାଙ୍କୁ ତିନିଟି ଗୁଳି ବାଜିବାରୁ ସେ ଗୁରୁତର ଆହତ…

୪୦ ହଜାର ଫୁଟ ଉପରେ ରେଳମନ୍ତ୍ରୀଙ୍କୁ ନାପକିନରେ ଲେଖି ଦିଆଗଲା ପ୍ରସ୍ତାବ, ୬ ମିନିଟ ପରେ ମିଳିଲା ସରପ୍ରାଇଜ

ନୂଆଦିଲ୍ଲୀ,୮।୨: ଅକ୍ଷୟ ସତନାଲିୱାଲା କଳ୍ପନା କରି ନଥିବେ ଯେ ବିମାନ ଉଡ଼ାଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ କାଗଜ ନାପକିନ ଉପରେ ପ୍ରସ୍ତାବ ଦେବା ପରେ (ଘରୋଇ ବିମାନର ଉଚ୍ଚତା ୩୨ ରୁ ୪୦ହଜାର ଫୁଟ), ରେଳ ପ୍ରଶାସନ ତୁରନ୍ତ…

ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ଇମ୍ରାନ ଖାଁଙ୍କ ସମର୍ଥକ ଆଗରେ, ପିଟିଆଇ ୧୧୧, ପିଏମଏଲ ୪୨, ପିପିପି ୨୪

ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇଛି। ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସରକାର ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଥିବାରୁ ଏହି ସମୟ ମଧ୍ୟରେ ସଂଯୋଗ ସମସ୍ୟା…

ଭାରତ-ପାକିସ୍ତାନ ସହ ଖେଳିବ ନାହିଁ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୮।୨: ହାରିଯାଇଥିବା ଖେଳକୁ ଓଲଟାଇ ଦେଇ ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଜିତିଲା। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୧ ୱିକେଟରେ ଜିତିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ ସଂଗ୍ରହ…

ଉଦ୍ଧବ ଗ୍ରୁପଙ୍କ ନେତାଙ୍କ ଉପରେ ୪ ରାଉଣ୍ଡ ଗୁଳି! ପ୍ରବକ୍ତା ଆନନ୍ଦ କହିଲେ ଏବେ କେହି ନୁହେଁ ସୁରକ୍ଷିତ

ମୁମ୍ବାଇ,୮।୨: ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଥିବା ଗୁଳି ବିନିମୟରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରାଯାଇଥିଲା। ତତକ୍ଷଣାତ୍‌ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଜେନ୍ସି ଅନୁଯାୟୀ, ଦଳର…

ଦେଖୁ ଦେଖୁ ଦଙ୍ଗାକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ,୮।୨: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହାଲଦୱାନୀର ବନଭୁଲପୁରାରେ ବେଆଇନ ନିର୍ମାଣ ହଟାଇବା ସମୟରେ ଏହି ଅଞ୍ଚଳରେ ଅଶାନ୍ତି ବ୍ୟାପିବା ସମୟରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏଥି…

କେନ୍ଦ୍ରୀୟ ଏଜେନ୍ସି ମୋ ବିରୋଧରେ ଏମିତି ନିୟୋଜିତ ହୋଇଛନ୍ତି, ଯେମିତି ମୁଁ ଜଣେ ବଡ ଆତଙ୍କବାଦୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ଦ୍ୱାରକାରେ ଏକ ସ୍କୁଲର ନୂଆ ବିଲଡିଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଆମ ଆଦମୀ ପାର୍ଟି(ଏଏପି)ସରକାରଙ୍କ କାର୍ଯ୍ୟ କଥା କହିଥିବା ବେଳେ ଇଡି ଦ୍ୱାରା ଜାରି ରହିଥିବା ଯାଞ୍ଚ…

ଆଗାମୀ ନିର୍ବାଚନରେ ମୋଦିଙ୍କୁ ବିଦେଶରୁ ମିଳିବ ସମର୍ଥନ

ଓ୍ବାଶିଂଟନ,୮।୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାର୍ଡ ଟର୍ମର ସୁଯୋଗ ଦେବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଓଭରସିଜ ଫ୍ରେଣ୍ଡସ୍‌ ଅଫ ବିଜେପି ଅନେକ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସାରା ଦେଶରେ ୨୫ ଲକ୍ଷ…

ଅନ୍ତରୀଣ ବଜେଟ: ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟି

ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ୫୩ ଲକ୍ଷ ସାମାଜିକ…

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ

ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?