୪୫୦ ଟଙ୍କାରେ ମିଳିବ ସିଲିଣ୍ଡର: Rajasthan Budget 2024…
ଜୟପୁର,୮।୨ : ରାଜସ୍ଥାନ ସରକାର ଗୁରୁବାର ବିଧାନସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ସରକାର ପ୍ରତ୍ୟେକ ବିଭାଗ ପ୍ରତି ଦୃଷ୍ଟି ଦେଇଛନ୍ତି। ଯେଉଁଥିରେ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରେ ମିଳିବ। ଯାହାର ଲାଭ ୭୩ଲକ୍ଷ ପରିବାର ପାଇଁ…
ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା…
ନୂଆଦିଲ୍ଲୀ,୮।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବ୍ଳାକପେପର ଜାରି କରିଛନ୍ତି। ସେ କହିଛନ୍ତି ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଛି। ଗତ ୧୦ ବର୍ଷ ଅନ୍ୟାୟ କାଳ ମଧ୍ୟରେ ଭାଜପା ଘୋଡ଼ାବେପାର କରି…
ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ
ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ…
କାହାର ନଜର ନ ଲାଗୁ: କଂଗ୍ରେସର ବ୍ଲାକପେପର ନେଇ ମୋଦିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୮।୨ : ରାଜ୍ୟସଭାର ୫୬ ଜଣ ସଦସ୍ୟ ଅବସର ନେଉଛନ୍ତି। ଏହି ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ୨ ଏବଂ ୩ ଏପ୍ରିଲରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ
ବାରିପଦା,୮ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ…
‘ରାମାୟଣ’ ପାଇଁ ଆମିଷ-ମଦ ଛାଡୁଛନ୍ତି ରଣବୀର, ନେଉଛନ୍ତି ସ୍ପେଶାଲ ଟ୍ରେନିଂ
ମୁମ୍ବାଇ: ବଲିଉଡରେ ଏବେ ନୀତୀଶ ତିୱାରୀଙ୍କ ରାମାୟଣକୁ ନେଇ ଚର୍ଚ୍ଚା ଜୋରଶୋରରେ ଚାଲିଛି। ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ମାତା ସୀତାଙ୍କ ଠାରୁ ହନୁମାନ…
ସାଇକେଲ୍ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା…
CBSE Dress Code: ୟୁନିଫର୍ମ ଅବା କାଜୁଆଲ, ହେୟାର ଷ୍ଟାଇଲ କିପରି, ମୁଦି ପିନ୍ଧି ହେବ ନା ନାହିଁ? ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ଡ୍ରେସ କୋଡ ଜାରି…
ନୂଆଦିଲ୍ଲୀ,୮।୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୫ ଫେବୃଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ପରୀକ୍ଷା ଆରମ୍ଭ ପୂର୍ବରୁ ସିବିଏସଇ ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି। ପରୀକ୍ଷାରେ ଛାତ୍ରୀଛାତ୍ରମାନେ କ’ଣ…
ଗଞ୍ଜେଇ ଗଛ କାଟିବାକୁ ଯାଇଥିଲା ପୋଲିସ, ଅସ୍ତ୍ରଶସ୍ତ୍ର ଧରି ଘେରିଲେ ଆଦିବାସୀ
କୋରୁକୋଣ୍ଡା,୮ା୨(ବେହେରା): ମାଲକାନଗିରି ଜିଲାରେ ବର୍ତ୍ତମାନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ କରାଯାଇଛି। ଗଛ କାଟିବା ପାଇଁ ଅଭିଯାନରେ ବାହାରିଥିଲେ ଓର୍କେଲ ପୋଲିସ ଓ ଡିଭିଏଫ୍ ଯବାନ। କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତର ବାୟାପଡ଼ା ଘାଟିରେ…
୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍ ଶୁଣି ସବୁକିଛି ବଦଳିଗଲା
ମଣିଷ ଯେତେବେଳେ କୋମାକୁ ଯାଏ, ସେମାନଙ୍କ ପ୍ରିୟଜନମାନେ ସେତେବେଳେ ବଞ୍ଚିବା ଆଶା ଛାଡିଦେଇଥାନ୍ତି। ବଞ୍ଚିବାର କୌଣସି ଭରସା ନ ଥିଲେ ମଧ୍ୟ ପରିବାର ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଆନ୍ତି। ନିକଟରେ ସେମିତି ଏକ ଘଟଣା ଆମେରିକାରେ ଘଟିଛି। ଆମେରିକା ମିଚିଗାନର ବାସିନ୍ଦା…
ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ
କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…
ଜମି କାରବାର ଲିଙ୍କ୍: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ
ବ୍ରହ୍ମପୁର,୮ା୨(ସୁବାସ ପାଢ଼ୀ): ଜିଲାରେ ଜମି କାରବାର ଠକେଇର ଲିଙ୍କ୍ ମିଳିବା ପରେ ଗୁରୁବାର ଅର୍ଥନୈତିକ ଅପରାଧ ଶାଖା(ଇଡି)ର ୧୦ ଜଣିଆ ଟିମ୍ ଜିଲାର ବିଭିନ୍ନ ବିଲଡର ସଂସ୍ଥାରେ ଚଢ଼ାଉ କରିଛି। ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ, ଗାନ୍ଧିନଗର, ଡୁରା, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳରେ…

