ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା
ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ…
ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…
ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି।…
ଏହା ହେଉଛି ଦୁନିଆର ପ୍ରଥମ ମୋବାଇଲ ଫୋନ୍: ଇଟା ଭଳି ଆକାର, ଦାମ୍ ଥିଲା ୩.୩୦ ଲକ୍ଷ; ୧୦ ଘଣ୍ଟା ଚାର୍ଜ କଲେ…
ଆଜିକାଲି ସମୟରେ ମୋବାଇଲ ଫୋନ୍ ବା କାହା ହାତରେ ନାହିଁ। ଏବେ ଭଳିକି ଭଳି କମ୍ପାନୀ ଏବଂ ସୁବିଧା ସହ ମୋବାଇଲ ଉପଲବ୍ଧ ହେଉଛି। ହେଲେ କ’ଣ ଆପଣ ପ୍ରଥମ ମୋବାଇଲ ଫୋନ୍ କିଭଳି ଥିଲା ଜାଣନ୍ତି। ଯଦି ନା, ତେବେ…
Jn.1 Variant: ରୋଗ ପ୍ରତିଶୋଧକ ଶକ୍ତି ଥିଲେ ବି ସଂକ୍ରମିତ କରୁଛି ନୂଆ ଭ୍ୟାରିଆଣ୍ଟ,ଏହି ୫ ଲକ୍ଷଣ ଦେଖିଲେ ହୁଅନ୍ତୁ ସାବଧାନ
ନୂଆଦିଲ୍ଲୀ,୨୨।୧୨: ପୁଣି ଫେରିଛି କରୋନା। ଜେଏନ୍.୧ କୋଭିଡ-୧୯ ଭ୍ୟାରିଆଣ୍ଟ ଦେଶ ତଥା ବିଦେଶରେ ବ୍ୟାପିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଭାରତରେ ଗୁରୁବାର ୫୯୪ ନୂଆ କରୋନା-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ
ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…
ବିବାହ ବନ୍ଧନରେ ଧୋନୀଙ୍କ ଆଇପିଏଲ୍ ଧୁରନ୍ଧର, କଲେଜ ବନ୍ଧୁଙ୍କ ଧରିଲେ ହାତ
ମୁମ୍ବାଇ,୨୨।୧୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଚାମ୍ପିୟନ ବୋଲର୍ ତୁଷାର ଦେଶପାଣ୍ଡେ। ଆଇପିଏଲ୍ ୨୦୨୩ରେ ଚେନ୍ନାଇ ଟିମ୍ରୁ ସର୍ବାଧିକ ଉଇକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ ସେ। ଏବେ ସେ କଲେଜ…
ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ
ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି,…
ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ
ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ…
ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍, ଜାଣନ୍ତୁ କିଏ ହେବେ ଜୀବନସାଥୀ
ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍ ଅଭିନେତା ଅରବାଜ ଖାନ୍। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍ଅପ୍ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା ଶେରା…
ସ୍ତ୍ରୀଙ୍କ ସହ ଝଗଡା ହେବାରୁ ୨୦ଟି କାର୍ ଭାଙ୍ଗିଦେଲେ ସ୍ବାମୀ
ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ କଥାକୁ ନେଇ ଝଗଡା ସମ୍ପର୍କରେ ତିକ୍ତତା ଆଣିଥାଏ। ମନୋମାଳିନ୍ୟତ ସବୁଠି ହୋଇଥାଏ ହେଲେ ସାମନ୍ୟ ବଚସାରୁ ଆରମ୍ଭ ଝଗଡା ଉଗ୍ର ରୂପ ନେଲେ କୋର୍ଟ ଯାଏଁ କଥା ପହଞ୍ଚିବା ନିଶ୍ଚୟ ଶୁଣିଥିବେ। ନିକଟରେ ସ୍ବାମୀ-ସ୍ତ୍ରୀଙ୍କ…
ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ
ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ…
‘ଝଲକ ଦିଖ୍ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ
ମୁମ୍ବାଇ: ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଡ୍ୟାନ୍ସ ରିୟାଲିଟି ଶୋ’ବିଷୟରେ କହିବା ତେବେ ‘ଝଲକ ଦିଖ୍ଲା ଜା’ ନାଁ ଶୀର୍ଷରେ ଆସିବ। ଏହି ଡ୍ୟାନ୍ସ ଶୋ’ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ପ୍ରଶଂସକମାନେ ‘ଝଲକ ଦିଖ୍ଲା ଜା-୧୧’କୁ…
Archives


