Home

ରଣବୀରଙ୍କୁ ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮ା୩: ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ୨୦୨୪ କାର୍ଯ୍ୟକ୍ରମ ଦିଲ୍ଲୀର ଭାରତମଣ୍ଡପମଠାରେ ଚାଲିଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଇନଫ୍ଲୁଏନ୍‌ସର୍ସଙ୍କୁ ସମ୍ମାନିତ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ରେ ଲୋକପ୍ରିୟ ତଥା ପ୍ରତିଭାଶାଳୀ ରଣବୀର ଆହ୍ଲାବାଦିଆଙ୍କ ନାମ ଏଥିରେ ରହିଛି। ରଣବୀରଙ୍କର…

ଗାନ୍ଧୀ ପରିବାର ପାଇଁ ଓମାର ଅବଦୁଲ୍ଲା ଛାଡିଦେବେ ଅନନ୍ତନାଗ ଆସନ

ଶ୍ରୀନଗର,୮।୩: ନାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଦାବି କରିଛନ୍ତି ଯେ ସେ ଲଦାଖ ଆସନରେ କଂଗ୍ରେସ ସହ ଏକ ଚୁକ୍ତି କରିଛନ୍ତି। ସେ କହିଛନ୍ତି ଯେ ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଅନନ୍ତନାଗରୁ ନିର୍ବାଚନ…

‘ଆମେ ଏକା ଲଢ଼ିଲେ ଭଲ କରିବୁ’

ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି।…

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ,୮।୩: ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ମହିଳା ଶକ୍ତିର ଏକ ଶକ୍ତିଶାଳୀ…

ଲୋକ ସଭା ନିର୍ବାଚନ ପୂର୍ବରୁ ଗଡକରୀଙ୍କୁ ଅଫର ଦେଲେ ଉଦ୍ଧବ

ମୁମ୍ବାଇ,୮।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ନିତିନ ଗଡକରୀଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ତୁଲଜାପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଠାକରେ ନିତିନ ଗଡକରୀଙ୍କୁ ଭାଜପା…

କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା

ବେଙ୍ଗାଲୁରୁ,୮ା୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ଜଳସଙ୍କଟ ଦେଖାଦେଇଛି। ଏନେଇ ସରକାର ଶୁକ୍ରବାର ବେଙ୍ଗାଲୁରୁରେ କାର୍‌ ଧୋଇବା, ବଗିଚା ଏବଂ ନିର୍ମାଣକାର୍ଯ୍ୟ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିୟମ ଉଲ୍ଲଂଘନ କଲେ କର୍ନାଟକ ଜଳ…

ଆର ଜେ ରୌନକ, ଜୟା କିଶୋରି, ମୈଥିଲି ଠାକୁରଙ୍କୁ ନାଶନାଲ କ୍ରିଏଟର୍ସ ଆଓ୍ବାର୍ଡରେ ସମ୍ମାନୀତ କଲେ ମୋଦି

ନୂଆଦିଲ୍ଲୀ,୮।୩: ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈଥିଲି ଠାକୁର, ଜୟା କିଶୋରିଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ଭାରତ ମଣ୍ଡପମରେ ନାଶନାଲ କ୍ରିଏଟର୍ସ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଲୋକପ୍ରିୟ ଗାୟକ ମୈଥିଲି ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ମୋଦି…

୪-୬ରେ ଫସିଛି ଭାଜପା-ଟିଡିପି ମେଣ୍ଟ, ପୁଣିଥରେ ନଡ୍ଡା-ଶାହାଙ୍କ ସହ ମନ୍ଥନ କରିବେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୮।୩: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମ୍ପର୍କରେ ଭାଜପା ଏବଂ ଟିଡିପି-ଜନସେନାଙ୍କ ମଧ୍ୟରେ ଆସନ ବାଣ୍ଟିବା ନେଇ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା…

ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ଜୟଶଙ୍କର: ନିଜେ ରଖିଲେ ମତ

ନୂଆଦିଲ୍ଲୀ/ଟୋକିଓ,୮।୩: ଆଉ କିଛି ଦିନ ପରେ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏଥର ନିର୍ବାଚନରେ ଲଢିବେ କି ନାହିଁ…

ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସାନ ଫ୍ରାନ୍ସିସକୋ,୮।୩: ଏକ ବିମାନର ଚକ ମଝି ଆକସରେ ଖ୍‌ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର…

କପିଳାସ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ୧୦ ପ୍ଲାଟୁନ୍‌ ପୋଲିସ ମୁତୟନ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ଶୁକ୍ରବାର ମହାଶିବରାତ୍ରି ଓ ପ୍ରସିଦ୍ଧ ଜାଗରଯାତ୍ରା ଉପଲକ୍ଷେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଲାଗିଛି। ରାଜ୍ୟ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। କପିଳାସ…

୧୦୦% ଗ୍ୟାରେଣ୍ଟି ଦେଉଛି, ଆମ ସରକାର ୧୫ ବର୍ଷରୁ ଅଧିକ ଶାସନ କରିବ: ଜୟଶଙ୍କର

ନୂଆଦିଲ୍ଲୀ/ଟୋକିଓ,୮।୩: ଭାରତର ବୈଦେଶିକ ମନ୍ତ୍ରୀ ଜାପାନ ଗସ୍ତରେ ଅଛନ୍ତି। ଜାପାନରେ ଏକ କାର୍ଯ୍ୟକ୍ରମ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମ ସରକାର ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କ୍ଷମତାରେ ରହିବ। ମୋ ଏହା ଶତପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?