Home

ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ…

ଭାଇଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲେ ଭଉଣୀ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟ ବିଚାରପତି

ଔପନ୍ୟାସିକ ବିକ୍ରମ ସେଠ୍‌ଙ୍କ ମା’ ଜଷ୍ଟିସ ଲୀଲା ସେଠ୍‌ ହେଉଛନ୍ତି ପ୍ରଥମ ମହିଳା ବିଚାରପତି ଯିଏକି ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ପ୍ରଥମେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ପରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହୋଇଥିଲେ।…

ଗରିବ ଘରୁ ଆସି ଏମାନେ ଶେୟାର ମାର୍କେଟରୁ ହୋଇଛନ୍ତି କୋଟିପତି, ଆପଣ ବି ହୋଇପାରିବେ ଧନୀ

ନୂଆଦିଲ୍ଲୀ,୧୦।୩: ଅଧିକାଂଶ ଲୋକ ଶେୟାର ବଜାରରେ ଟଙ୍କା ନିବେଶ କରି ବହୁ ପରିମାଣରେ ଟଙ୍କା କମାଉଥିବା ବିଷୟରେ ଆପଣ ନିଶ୍ଚେ ଶୁଣିଥିବେ। ଏହି କିଛିମାସ ମଧ୍ୟ ଶେୟାର ବଜାରରରେ ନିବେଶକଙ୍କ ସଂଖ୍ୟା ଢେର ବଢିଛି। ତେବେ କେତେକ କ୍ଷେତ୍ରରେ ବଜାରର ଗତିବିଧିକୁ…

ନିର୍ବାଚନ ପୂବରୁ ଭାଜପାକୁ ବଡ ଝଟ୍‌କା: କଂଗ୍ରେସରେ ମିଶିଲେ ଏହି ବଡ ନେତା

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍‌କା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି। ସେ ହେଲେ ହିସାରର ଭାଜପା ଏମପି ବ୍ରିଜେନ୍ଦ୍ର ସିଂହ। ବ୍ରିଜେନ୍ଦ୍ର ଆଜି ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ…

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର ବହୁ…

ନିର୍ବାଚନ କମିଶନରଙ୍କ ଇସ୍ତଫା ଦେବା ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ରାଷ୍ଟ୍ରପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର ଅଚାନକ…

ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ାଇଲେ ସରକାର

ଭୁବନେଶ୍ୱର,୧୦ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ୍‌ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକଗ୍ରାଣ୍ଟ କର୍ମଚାରୀମାନେ…

ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ…

ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା…

ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ

ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍‌। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ ବିଜେଡି-ଭାଜପା…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ୧୫ ଦିନର ସାମୟିକ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୧୦ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ୫-ଟି…

ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?