Posted inଜାତୀୟ

ଆଇପିଏଲ୍‌ରେ ପ୍ରଥମ ଉଇକେଟ୍‌ କିଏ ନେଇଥିଲେ ଜାଣନ୍ତି

ନୂଆଦିଲ୍ଲୀ,୧୫।୨:୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହୋଇଥିଲା। ଏହି ଲିଗରେ ସୌରଭ ଗାଙ୍ଗୁଲି, ସେନ୍‌ ୱାର୍ନ ଏବଂ ରିକି ପଣ୍ଟିଙ୍ଗଙ୍କ ଭଳି ମହାନ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହା ଏପ୍ରିଲ ୧୮, ୨୦୦୮ ଥିଲା ଯେତେବେଳେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଆଇପିଏଲ ଇତିହାସରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇପିଏଲର ପ୍ରଥମ ଶତକ ସ୍କୋର କରାଯାଇଥିଲା ଏବଂ କୋଲକାତା ଏହି ମ୍ୟାଚକୁ ୧୪୦ ରନ ବ୍ୟବଧାନରେ ଜିତିଥିଲା।
ଆଇପିଏଲ ଇତିହାସର ପ୍ରଥମ ମ୍ୟାଚ ରେ ତତ୍କାଳୀନ ଆରସିବି ଅଧିନାୟକ ରାହୁଲ ଦ୍ରାବିଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କୋଲକାତା ପାଇଁ ସୌରଭ ଗାଙ୍ଗୁଲି ଏବଂ ବ୍ରେଣ୍ଡନ ମ୍ୟାକକୁଲମ ଇନିଂସ ଆରମ୍ଭ କରିଥିଲେ। ବିଶେଷ ଭାବରେ ମ୍ୟାକକୁଲମ ବହୁତ ଭଲ ରୂପରେ ଦେଖାଯାଉଥିଲେ, କିନ୍ତୁ ଗାଙ୍ଗୁଲି ଧୀରେ ଧୀରେ ଖେଳୁଥିଲେ ଏବଂ କ୍ରିଜରେ ରହିଥିଲେ। ଦଳର ସ୍କୋର ୫ ଓଭରରେ ୬୦ ରନ ଥିଲା। ଏହି ସମୟରେ ଜାହିର ଖାନ ଷଷ୍ଠ ଓଭର ବୋଲିଂ କରିବାକୁ ଆସିଥିଲେ।
ଜାହିର ଓଭରର ପ୍ରଥମ ବଲରେ ମ୍ୟାକକୁଲମ ଗୋଟିଏ ଲେଖାଏ ଦେଇଥିଲେ। ତାଙ୍କର ଦ୍ୱିତୀୟ ବଲରେ ସୌରଭ ଗାଙ୍ଗୁଲି ଏକ ବେପରୁଆ ସଟ ଖେଳି ଆଉଟ୍‌ ହୋଇଥିଲା। ଏହିପରି ଭାବରେ ଜାହିର ଖାନ ଆଇପିଏଲ ଇତିହାସରେ ଉଇକେଟ୍‌ ବୋରେ ପ୍ରଥମ ବୋଲର ହୋଇଥିଲେ ଏବଂ ସୌରଭ ଗାଙ୍ଗୁଲି ପ୍ରଥମ ବ୍ୟାଟ୍ସମ୍ୟାନ ଆଉଟ୍‌ ହୋଇ ପାଭିଲିୟନକୁ ଫେରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

୧୫ ସେକେଣ୍ଡ ପାଇଁ ପୋଲିସ ହଟାଇ ଦିଅ…ଓଓ୍ବାଇସିଙ୍କୁ ଖୁଲମ୍‌ଖୁଲା ଧମକ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୯।୫: ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମସ୍ତ ଶକ୍ତି ବ୍ୟବହାର କରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ହାଇଦ୍ରାବାଦ ଗଡ଼କୁ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର...

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି।...

ଦେଶରେ କେବଳ ଜଣେ ନେତା ସତ କହୁଛନ୍ତି, ସେ ହେଉଛନ୍ତି…..

ଲକ୍ଷ୍ନୌ,୯।୫: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରରେ ରାଲି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଜଣେ ନେତା...

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରୁ ମେମ୍ବରଙ୍କୁ କଲା ବହିଷ୍କାର

ନୂଆଦିଲ୍ଲୀ,୯।୫: ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା। ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ କମ୍ପାନୀ। ଏହି...

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri